ଆଇଏଏସ୍ ପରୀକ୍ଷାରେ ବାଜିରାଓ ଛାତ୍ରୀଙ୍କ ସଫଳତା

ଓଏଲ୍‌ ବ୍ୟୁରୋ: ପ୍ରକାଶ ପାଇଲା କେନ୍ଦ୍ରୀୟ ଲୋକସେବା ଆୟୋଗ (ୟୁପିଏସସି) ଦ୍ବାରା ପରିଚାଳିତ ସିଭିଲ ସର୍ଭିସେସ ପରୀକ୍ଷା ୨୦୨୨ର ଫଳାଫଳ। ଗ୍ରେଟର ନୋଏଡ଼ାର ଈଶିତା କିଶୋର ଟପ୍ପର ହୋଇଛନ୍ତି। ସବୁଠୁ ବଡ଼ କଥା ହେଲା ପ୍ରଥମ ୪ଟି ସ୍ଥାନରେ ମହିଳାମାନେ ବାଜି ମାରିଛନ୍ତି। ଈଶିତା ଟପ୍ପର ହୋଇଥିବା ବେଳେ ଗରିମା ଲୋହିଆ ଦ୍ୱିତୀୟ ଓ ଉମା ହାରାଥି ଏନ୍ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ସେହିପରି ଚତୁର୍ଥ ସ୍ଥାନରେ ସ୍ମୃତି ମିଶ୍ର ଅଛନ୍ତି। ସବୁଠୁ ବଡ଼କଥା ହେଲା … Continue reading ଆଇଏଏସ୍ ପରୀକ୍ଷାରେ ବାଜିରାଓ ଛାତ୍ରୀଙ୍କ ସଫଳତା