Odisha Link
Bridging the Missing Links in Odisha
Browsing Category

ସହର

ସୋନପୁରକୁ ମିଳିଲା ନୂଆ ଜିଲ୍ଲାପାଳ,…

ଓଏଲ୍‌ ବ୍ୟୁରୋ: ସୋନପୁର ଜିଲ୍ଲାକୁ ମିଳିଲା ନୂଆ ଜିଲ୍ଲାପାଳ। ପୂର୍ତ୍ତ ବିଭାଗ ସ୍ବତନ୍ତ୍ର ସଚିବ ବିମଳେନ୍ଦୁ ରାୟ ହେଲେ ସୋନପୁରର ନୂଆ ଜିଲ୍ଲାପାଳ। ବିମଳେନ୍ଦୁଙ୍କ ନିଯୁକ୍ତି ନେଇ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିମଳେନ୍ଦୁ ଏବେ ପୂର୍ତ୍ତ ବିଭାଗ ସ୍ବତନ୍ତ୍ର ସଚିବ ଭାବେ କାର୍ଯ୍ୟରତ।…

ସେବାୟତଙ୍କ କଳି ଯୋଗୁଁ ୮ଦିନ ହେଲାଣି…

ଓଏଲ୍‌ ବ୍ୟୁରୋ: ସପ୍ତାହେରୁ ଅଧିକ ଦିନ ହେଲାଣି ଭୁବନେଶ୍ବର କପିଳେଶ୍ବର ମନ୍ଦିରରେ ପଡ଼ିଛି ତାଲା। ୮ ଦିନ କାଳ ମନ୍ଦିର ଫାଟକରେ ଚାବି ପଡ଼ିଥିବାରୁ ବାବା କପିଳ ନାଥ ଭୋକ ଉପବାସରେ ଅଛନ୍ତି। ଅନ୍ୟପଟେ ଶ୍ରଦ୍ଧାଳୁମାନେ ଠାକୁରଙ୍କ ଦର୍ଶନ ନକରିପାରି ନିରାଶ ହୋଇ ଫେରୁଛନ୍ତି।ମନ୍ଦିରର ମଲ୍ଲିଆ ଓ ଖୁଣ୍ଟିଆ…

ASO ପରୀକ୍ଷା ମାମଲା : ଚୂଡାନ୍ତ…

ଓଏଲ୍ ବ୍ୟୁରୋ : ଆସିଷ୍ଟାଣ୍ଟ ସେକ୍ସନ ଅଫିସର ପରୀକ୍ଷା ଫଳ ପ୍ରକାଶ ପାଇବା ପରେ କିଛି ଦିନ ହେବ ଲାଗିରହିଥିଲା ଆଶାୟୀଙ୍କ ମଧ୍ୟରେ ଅସନ୍ତୋଷ। ବାଦବିବାଦ ପରେ ପରୀକ୍ଷା ଫଳକୁ ନେଇ ଗୁରୁତ୍ୱପୂର୍ଣ ରାୟ ହାଇକୋର୍ଟ ଶୁଣାଇଲେ। ତେବେ ପରୀକ୍ଷାର ଚୂଡାନ୍ତ ତାଲିକା ଉପରେ ରୋକ ଲଗାଇଛନ୍ତି ହାଇକୋର୍ଟ। କୋର୍ଟର…

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ପୁରୀରେ ହେବ…

ଓଏଲ୍ ବ୍ୟୁରୋ: ଆଜି ନବୀନ ନିବାସ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଓଡିଶା କୁଲତା ସମାଜର ଏକ ପ୍ରତିନିଧି ଦଳ ଭେଟି ସେମାନଙ୍କ ବିଭିନ୍ନ ଦାବୀ ବିଷୟରେ ଆଲୋଚନା କରିଥିଲେ। ସେମାନଙ୍କ କୂଳ ଦେବତା ପ୍ରଭୁ ନୃସିଂହନାଥଙ୍କ ପୀଠର ଉନ୍ନତି ନିମନ୍ତେ ଘୋଷଣା କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ…

ଗୃହପାଳିତଙ୍କ ପାଇଁ ବିଏମସି ନିର୍ଦ୍ଧିଷ୍ଟ…

ଓଏଲ୍ ବ୍ୟୁରୋ : ସାବଧାନ ରୁହନ୍ତୁ ଯଦି ଘରେ ପୋଷା ଜୀବଜନ୍ତୁ ରଖିଛନ୍ତି। ଗୃହପାଳିତଙ୍କ ପାଇଁ ବିଏମସି ଆଣିବ ନୂଆ ଗାଇଡଲାଇନ। ନିଜ ଘରେ ରଖୁଥିବା ପଶୁ ସେ ଗାଈ ହେଉ କି କୁକୁର ସେମାନଙ୍କ ପାଇଁ ନୂଆ ଗାଇଡଲାଇନ ଆଣିବ ବିଏମସି । ଘରେ ରଖୁଥିବା କୁକୁର ହେଉ କି ଗାଈ ମାଲିକମାନେ ବିଏମସି ଅଫିସରେ ରେଜିଷ୍ଟ୍ରେସନ…

ଆଜିଠୁ ବାଲିଯାତ୍ରା : ପ୍ଲାଷ୍ଟିକ୍‌ ବୋତଲ…

କଟକ: ଆଜିଠୁ ଆରମ୍ଭ ହେବ ଐତିହାସିକ କଟକ ବାଲିଯାତ୍ରା। ଏଥିପାଇଁ ଚଳଚଞ୍ଚଳ କଟକ ବାଲିଯାତ୍ରା ପଡ଼ିଆ। ପୂର୍ବରୁ ବେପାରୀଙ୍କ ଗହଳି ଦେଖିବାକୁ ମିଳିଥିବା ବେଳେ ଆଜିଠୁ ଲୋକଙ୍କ ଗହଳି ଦେଖିବାକୁ ମିଳିବ। ଦୋକାନ, ବଜାର ସାଙ୍ଗକୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ବ୍ୟବସ୍ଥା ହୋଇଛି। ଏଥିପାଇଁ ପ୍ରସ୍ତୁତି…

ରାଜଧାନୀରେ ରକ୍ତର ଛିଟା

ଓଏଲ୍‌ ବ୍ୟୁରୋ: ରଙ୍ଗର ପର୍ବ ହୋଲିରେ ରାଜଧାନୀ ଭୁବନେଶ୍ବରରେ ଲାଗିଲା ରକ୍ତର ଛିଟା। ଏୟାରପୋର୍ଟ ଥାନା କାର୍ଗିଲ ବସ୍ତିରେ ଯୁବକଙ୍କୁ ଆକ୍ରମଣ କଲେ ଦୁର୍ବୃତ୍ତ। ଆକ୍ରମଣରେ ଗ୍ୟାରେଜ ମାଲିକ ହାପି ଓ ତାର ସହଯୋଗୀ ଆହତ ହୋଇଥିବା ସୂଚନା। ଆହତ ଯୁବକମାନେ ହେଲେ ଭୁବନେଶ୍ବର ସୁନ୍ଦରପଦା କପିଳ ପ୍ରସାଦ…

ଭୁବନେଶ୍ବର ମେୟର ପ୍ରାର୍ଥୀ ଘୋଷଣା କଲା…

ଓଏଲ୍‌ ବ୍ୟୁରୋ: ପଞ୍ଚାୟତ ନିର୍ବାଚନ ଫଳାଫଳ ପରେ ଏବେ ସମସ୍ତଙ୍କ ନଜର ପୌର ନିର୍ବାଚନ ଉପରେ। ଏଥଥିପାଇଁ ରାଜ୍ୟର ୩ ପ୍ରମୁଖ ଦଳ ଆପଣେଇଛନ୍ତି ଭିନ୍ନ ଭିନ୍ନ ରଣନୀତି। ଏସବୁ ମଧ୍ୟରେ ଆଜି ବିଜୁ ଜନତା ଦଳ ଭୁବନେଶ୍ୱର, କଟକ ଓ ବ୍ରହ୍ମପୁର ପାଇଁ ମେୟର ପ୍ରାର୍ଥୀ ଘୋଷଣା କରିବା ପରେ ବିଜେପି ପକ୍ଷରୁ ଭୁବନେଶ୍ୱର…

ଆଜିଠୁ ନୂଆ କଟକଣା, କ’ଣ ଖୋଲା…

ଭୁବନେଶ୍ବର: ୭ ମାସ ପରେ ରାଜ୍ୟରେ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ। ଏହାରରି ମଧ୍ୟରେ ଆଜିଠୁ ରାଜ୍ୟରେ ଲାଗୁହେବ ନୂଆ କୋଭିଡ ଗାଇଡଲାଇନ୍। ଆଜି ରାତି ୯ଟାରୁ ରାଜ୍ୟର ସହରାଞ୍ଚଳରେ ଲାଗୁ ହେବ ନାଇଟ୍‌ କର୍ଫ୍ୟୁ। ଏଥିସହିତ ୫୦ ପ୍ରତିଶତ କ୍ଷମତାରେ ହୋଟେଲ , ବାର ଖୋଲିବ। ହେଲେ ଏକା ସମୟରେ ୫ଜଣରୁ ଅଧିକ…

ବ୍ରହ୍ମପୁର ବିବାହ ବିବାଦ: ହାଇକୋର୍ଟ…

ବ୍ରହ୍ମପୁର: ବ୍ରହ୍ମପୁର ବିବାହ ବିବାଦ ମାମଲାରେ ନୂଆ ଟ୍ବିଷ୍ଟ। କିଛି ସମୟ ପୂର୍ବରୁ ବିବାହ ବିବାଦରେ ଯବନିକା ପଡ଼ିବ ବୋଲି ଚର୍ଚ୍ଚା ହେଉଥିଲା। ହେଲେ କଥା ଏଥର ଏବେ ହାଇକୋର୍ଟ ଯିବ। ଅର୍ଥାତ୍‌ ଜିଲ୍ଲା ଜଜ୍‌ଙ୍କ ରାୟକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିବେ ଡାକ୍ତର ସୁମିତ୍। ଏନେଇ ସୂଚନା ଦେଇଛନ୍ତି ସୁମିତଙ୍କ…