ହେଲମେଟ ଚେକିଂ ବେଳେ ପୁଲିସ୍-ବାଇକ୍…
କେନ୍ଦ୍ରାପଡ଼ା: ହେଲମଟ୍ ଯାଞ୍ଚ ବେଳେ ମାଡ଼ପିଟ୍। ହେଲମେଟ୍ କାହିଁ ବୋଲି ପଚାରିବାରୁ ପୁଲିସ୍ ଓ ବାଇକ୍ ଚାଳକଙ୍କ ମଧ୍ୟରେ ହାତାହାତି ହୋଇଛି। ଗତ କାଲି ରାତିରେ କେନ୍ଦ୍ରାପଡ଼ା ଜିଲ୍ଲା ଟାଉନ୍ ଥାନା ତିନିମୁହାଣୀ ଛକରେ ଏଭଳି ଘଟଣା ଘଟିଛି।
ସୂଚନା ମୁତାବକ, ଗତ ରାତିରେ ବାଇକ୍ ଚାଳକ ଜଣକ ବିନା…