ଓଲଟିଲା ୧୦୨ ଆମ୍ବୁଲାନ୍ସ
ଝରିଗାଁ: ଓଲଟିଲା ୧୦୨ ଆମ୍ବୁଲାନ୍ସ । ଅଳ୍ପକେ ବର୍ତ୍ତିଲେ ଆମ୍ବୁଲାନ୍ସ ଚାଳକ। ଏହି ଦୁର୍ଘଟଣାଟି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକ ଅନ୍ତର୍ଗତ ଝରିଗାଁ ଉମରକୋଟ ରାସ୍ତାରେ ଥିବା କରମରୀ ଗ୍ରାମ ନିକଟରେରେ ଘଟିଛି।
ପ୍ରକାଶ ଯେ, ଝରିଗାଁ ବ୍ଳକ ପାଣ୍ଡରାଗନ୍ଦୀ ଗ୍ରାମର ଗୋମତି ମାଝୀଙ୍କୁ ବିଳମ୍ବିତ ରାତିରେ…