Odisha Link
Bridging the Missing Links in Odisha
Browsing Tag

Actress Lina Acharya passed away

ଅଭିନେତ୍ରୀ ଲୀନା ଆଚାର୍ଯ୍ୟଙ୍କ ପରଲୋକ

ମୁମ୍ବାଇ : ବଲିଉଡ଼ରେ ଶୋକର ଛାୟା ଖେଳି ଯାଇଛି। ବଲିଉଡ ଲୋକପ୍ରିୟ ଅଭିନେତ୍ରୀ ଲୀନା ଆଚାର୍ଯ୍ୟଙ୍କର ଗତକାଲି ଦେହାନ୍ତ ହୋଇଛି। ସେ ଗତ ଦେଢ ବର୍ଷ ଧରି କିଡନୀ ସମସ୍ୟା ସହ ସଂଘର୍ଷ କରୁଥିଲେ। ତାଙ୍କ ମା କିଛିଦିନ ପୂର୍ବରୁ ତାଙ୍କୁ କିଡନୀ ଦାନ କରିଥିଲେ। କିନ୍ତୁ ଏହା ସତ୍ତ୍ବେ ଅବସ୍ଥା ଗୁରୁତର ହେବାରୁ…