କରୋନା ମୁକାବିଲା: ସହଯୋଗର ହାତ ବଢ଼େଇଲେ…
ନୟାଗଡ଼: ମହାମାରୀ କରୋନା ଭାଇରସର ମୁକାବିଲା କରିବା ପାଇଁ ଅଣ୍ଟା ଭିଡିଛନ୍ତି ନୟାଗଡ଼ ଇଟାମାଟିର ଆଶିଷ କୁମାର ଅଗ୍ରଓ୍ବାଲ। ସେ ଦେଶରେ ଲାଗି ରହିଥିବା ଏହି ଘଡ଼ିସନ୍ଧି ମୁହୁର୍ତ୍ତରେ କରୋନା ସହାୟତା ପାଇଁ ନୟାଗଡ଼ ଜିଲ୍ଲାପାଳଙ୍କୁ ୫୧,୦୦୦ ଟଙ୍କାର ଏକ ଚେକ୍ ପ୍ରଦାନ କରିଛନ୍ତି। ଆଜି ସନ୍ଧ୍ୟାରେ…