ତାମିଲନାଡ଼ୁ ରାଜ୍ୟପାଳଙ୍କୁ କରୋନା
ଚେନ୍ନାଇ: ତାମିଲନାଡ଼ୁ ରାଜ୍ୟପାଳ ବନଓ୍ବରିଲାଲ ପୁରୋହିତଙ୍କ ଠାରେ କୋଭିଡ୍-୧୯ ପଜିଟିଭ୍ ମିଳିଛି। ତାଙ୍କୁ ହୋମ୍ ଆଇସୋଲେସନ୍ରେ ରାଜଭବନରେ ରଖାଯାଇଛି। ଏକ ସସ୍ବତନ୍ତ୍ର ଡାକ୍ତରୀ ଦଳ ତାଙ୍କର ଚିକିତ୍ସା କରୁଛନ୍ତି।
ପୂର୍ବରୁ ରାଜଭବନର ୮୪ ଜଣ କର୍ମଚାରୀ କରୋନା ସଂକରମିତ ହୋଇଥିଲେ।ଏହାଜଣାପଡ଼ିବା ପରେ…