ପରିଚୟ ବଦଳାଇଲେ ଦେବେନ୍ଦ୍ର ଫଡନାଭିସ୍
ମୁମ୍ବାଇ: ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ କିଛିଦିନ ତଳେ ନିଜ ପଦରୁ ଇସ୍ତଫା ଦେଇଥିଲେ। ଏହାପରେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଭାବେ ପରିଚୟ ପାଇଥିବା ଫଡନାଭିସ୍ ଏବେ ନିଜର ଟ୍ୱିଟର ଆକାଉଣ୍ଟରେ ଏହାର ପରିବର୍ତ୍ତନ କରିଛନ୍ତି। ସେ ଏବେ ମୁଖ୍ୟମନ୍ତ୍ରୀ କିମ୍ବା ମହାରାଷ୍ଟ୍ରର…