ଭାରତର ସମ୍ବିଧାନ ସାରା ବିଶ୍ୱରେ ଗୁରୁତ୍ୱ…
ଭୁବନେଶ୍ୱର : ଦେଶର ସମ୍ବିଧାନ ସର୍ବୋପରି। ସମ୍ବିଧାନ ଏବଂ ଆଇନକୁ ସରଳୀକରଣ କରି ସାଧାରଣ ଲୋକ ବୁଝିଲା ପରି କରିବାର ଆବଶ୍ୟକତା ରହିଛି। ସବୁ ନାଗରିକ ଭାରତୀୟ ସମ୍ବିଧାନକୁ ପଢିବା ଏବଂ ବୁଝିବା ଦରକାର। ନିଜର କର୍ତବ୍ୟ ନିଷ୍ଠାପର ଭାବେ ପାଳନ କଲେ ଅଧିକାର ଆପେ ଆପେ ମିଳିବ ବୋଲି ପ୍ରଧାନମନ୍ତ୍ରୀ …