ଜଣେ ଝିଅର ଜୀବନ ଖରାପ କରିଦେଲ : ହୁମା
ମୁମ୍ବାଇ : ଡ୍ରଗ୍ସ ମାମଲାରେ ଗିରଫ ହୋଇଥିବା ରିୟା ଚକ୍ରବର୍ତ୍ତିଙ୍କୁ କୋର୍ଟରୁ ଜାମିନ ମିଳିଛି । ଏହାକୁ ଅନେକ ଲୋକ ପ୍ରସଂଶା କରିବା ସହିତ ନିନ୍ଦା ମଧ୍ୟ କରିଛନ୍ତି ।
ତେବେ ଅଭିନେତ୍ରୀ ହୁମା କୁରେଶି ବହୁତ ରାଗି ଥିବାର ନଜରେ ଆସିଛନ୍ତି। ସେ ତାଙ୍କ ଟୁଇଟରେ ଲେଖିଛନ୍ତି , ସମସ୍ତେ ରିୟାଙ୍କୁ କ୍ଷମା…