ମଦ ମାଫିଆଙ୍କୁ ରାସ୍ତାରେ ଚଲାଇଲେ ମହିଳା
ଭଦ୍ରକ: ମଦ ମାଫିଆଙ୍କୁ ରାସ୍ତାରେ ଚଲାଇଲେ ମହିଳା ଗୋଷ୍ଠୀ। ମଦ ପେଟିକୁ ଧରାଇ ରାସ୍ତାରେ ଚଲାଇଲେ। ପରେ ଛାଞ୍ଚୁଣିରେ ମାଡ଼ ମାରି ଥାନାକୁ ଆଣିଲେ। ମଦ ବେପାରୀକୁ ଏମିତି ପେଟେଣ୍ଟ ମେଡ଼ିସିନ ଦେବା ଘଟଣା ଘଟିଛି ଭଦ୍ରକ ଜିଲ୍ଲା ତିହିଡି ଥାନା ଅଞ୍ଚଳରେ।
ପ୍ରକାଶ ଯେ, ଭଦ୍ରକ ଜିଲ୍ଲା ତିହିଡି ଥାନା ଅଞ୍ଚଳରେ…