ପୋଲ ତଳକୁ ଖସିଲା ବସ୍, ୨୧ ଜୀବନ୍ତ ଦଗ୍ଧ
ଓଏଲ୍ ବ୍ୟୁରୋ: ଇଟାଲୀର ଭେନିସରେ ଘଟିଥିବା ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଏକ ପର୍ଯ୍ୟଟକ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ପୋଲ ତଳକୁ ଖସିବା ପରେ ବସ୍ରେ ଅଗ୍ନିକାଣ୍ଡ ହୋଇଥିଲା। ପୋଲ ତଳକୁ ଖସିବା ପରେ ବସ୍ ଅଗ୍ନିକାଣ୍ଡରେ ୨୧ ଜୀବନ୍ତ ଦଗ୍ଧ ହୋଇଛନ୍ତି। ସମସ୍ତେ ବିଦେଶୀ ପର୍ଯ୍ୟଟକ ହୋଇଥିବାବେଳେ…