ଶହୀଦ ଲକ୍ଷ୍ମଣ ନାଏକଙ୍କ ରାଜ୍ୟସ୍ତରୀୟ…
ଭୁବନେଶ୍ୱର : ଜନଜାତି ଅସ୍ମିତା ଓ ସ୍ୱାଭିମାନର ପ୍ରତୀକ ଭାବରେ ଶହୀଦ ଲକ୍ଷ୍ମଣ ନାଏକ ଅବିସ୍ମରଣୀୟ ରହିବେ । ମହାତ୍ମା ଗାନ୍ଧୀଙ୍କ ଆଦର୍ଶକୁ ଜୀବନରେ ବରଣ କରି ସେ ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ନାମକୁ ଉଜ୍ଜ୍ୱଳ କରିବା ସହିତ ରଚନାତ୍ମକ କାର୍ଯ୍ୟରେ ନିୟୋଜିତ ରହି ସେ ଜନଜାତିଙ୍କ ଜୀବନଧାରାକୁ ପ୍ରଭାବିତ…