ଏୟାରଟେଲ୍ ଉପଭୋକ୍ତାଙ୍କ ପାଇଁ ଖୁସିଖବର
ନୂଆଦିଲ୍ଲୀ :ଦୂରରେ ରହୁ ଥିବା ବ୍ୟକ୍ତିଙ୍କ ସହ କଥାବାର୍ତ୍ତା ହେବା ପାଇଁ ସମସ୍ତେ ଭଲ ନେଟୱାର୍କ ଆପଣାଇଥାନ୍ତି । ଟେଲିକମ କମ୍ପାନୀ କଲ୍ ରେଟ୍ ବଢ଼େଇ ଦେଉଥିବାରୁ ଗ୍ରାହକଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । କିନ୍ତୁ ଏୟାରଟେଲ ତା’ ଉପଭୋକ୍ତାଙ୍କ ପାଇଁ ଖୁସି ଖବର ଆଣିଛି ।…