ରାଜ୍ୟ ସରକାରଙ୍କୁ ଗୋଲକଙ୍କ ପ୍ରଶ୍ନ,…
ଭୁବନେଶ୍ବର: ରାଜ୍ୟସରକାର ନିକଟରେ ଓଡିଶା ରାଜ୍ୟ ଚିକିତ୍ସା ପାଣ୍ଠି (ଓ.ଏସ.ଟି.ଏଫ) କୁ ବନ୍ଦ କରିଛନ୍ତି। ଫେବୃଆରୀ ମାସରେ ଓ.ଏସ.ଟି.ଏଫ ବନ୍ଦ ହେବ ନାହିଁ ବୋଲି ରାଜ୍ୟସରକାର ବିଧାନସଭାରେ ଉତ୍ତର ରଖିଥିଲେ। କରୋନା ମହାମାରୀ ସମୟରେ କ’ଣ ପାଇଁ ଏଭଳି ଯୋଜନାକୁ ବନ୍ଦ କଲେ ? ଓ.ଏସ.ଟି.ଏଫକୁ ଆର୍ଥିକ ଦୁର୍ବଳ…