Odisha Link
Bridging the Missing Links in Odisha
Browsing Tag

Paralakhemundi

ପୁଣି ଆଉ ଏକ ଶିଶୁ ନିଖୋଜ

ଗଜପତି: ରାଜ୍ୟରେ ପ୍ରତିଦିନ ଶିଶୁ ନିଖୋଜ ଓ ମୃତ୍ୟୁ ମାମଲା ଦେଖିବାକୁ ମିଳିଛୁ। ଅଚାନକ ଗାଁ ଦାଣ୍ଡରୁ ଗାଏବ ହୋଇ ଯାଉଛନ୍ତି କଅଁଳ ଶିଶୁ। କିଏ ମାସ ମାସ ଧରି ନିଖୋଜ ରହୁଛି ତ କାହାର ମୃତଦେହ ମିଳୁଛି। ଆଜି ପୁଣି ଶିଶୁ ନିଖୋଜ ନେଇ ଅଭିଯୋଗ ହୋଇଛି। ଗଜପତି ଜିଲ୍ଲା କାଶୀନଗର ଏନଏସି କୁମୁଟି ସାହିର ୬…

ଭିଜିଲାନ୍ସ ଜାଲରେ ଶିକ୍ଷକ

ପାରଳାଖେମୁଣ୍ଡି: ଭିଜିଲାନ୍ସ ଜାଲରେ ଶିକ୍ଷକ। ପାରଳାଖେମୁଣ୍ଡିର ଜଣେ ସରକାରୀ ସ୍କୁଲ ଶିକ୍ଷକଙ୍କ ଘରେ ଭିଜିଲାନ୍ସ ଚଡ଼ଉ କରିଛି। ପାରଳାଖେମୁଣ୍ଡି ଥାନା ଏରତେଲାସାହି ସ୍ଥିତ ଶିକ୍ଷକ ଦୁଷ୍ମନ୍ତ ନାୟକଙ୍କ ଘରେଙ୍କ ଘରେ ଭିଜିଲାନ୍ସ ରେଡ୍ ହୋଇଥିବା ଜଣାପଡିଛି। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ…

ଲକ୍ଷାଧିକ ଟଙ୍କାର ଚନ୍ଦନ କାଠ ଜବତ କଲା…

ପାରଳାଖେମୁଣ୍ଡି: ଜଙ୍ଗଲ ବିଭାଗ ଓ ପୁଲିସର ମିଳିତ ଚଢାଉ ପରେ ଜବତ ହୋଇଛି ୬ କୁଇଣ୍ଟାଲ ୬୦ କିଗ୍ରା ରକ୍ତ ଚନ୍ଦନ କାଠ । ଯାହାର ଆନୁମାନିକ ମୁଲ୍ୟ ଲକ୍ଷାଧିକ ଟଙ୍କା ହୋଇଥିବାବେଳେ ଗାରାବନ୍ଧ ଥାନା ଅନ୍ତର୍ଗତ ଭିମପୁର ନିକଟ ଏକ ପରିତ୍ୟକ୍ତ ଘରୁ ଏ ସବୁ କାଠ ଜବତ ହୋଇଛି । ସୂଚନା ଅନୁସାରେ, ଏକ ମାସ ପୂର୍ବେ…