କଟକରେ ଲଗାତାର ୩ଟି ହତ୍ୟା ଘଟଣା ପରେ…
କଟକ: କଟକରେ ଲଗାତାର ୩ଟି ହତ୍ୟାକାଣ୍ଡ ପରେ ପୁଲିସ୍ ଛାନ୍ଭିନ୍ ଆରମ୍ଭ କରିଛି। ହେଲେ ଏପର୍ଯ୍ୟନ୍ତ ହତ୍ୟାକାରୀର ପତ୍ତା ମିଳୁନାହିଁ।
ଗତକାଲି ରାତି ସାରା ନିଜେ ପୁଲିସ୍ କମିଶନର ଓ ଡିସିପି ପାଟ୍ରୋଲିଂ କରିଥିଲେ। ଏଥିସହ ନିରାଶ୍ରୟଙ୍କୁ ଉଦ୍ଧାର କରାଯାଇ ଆଶ୍ରୟ ସ୍ଥଳକୁ ଅଣାଯାଇଛି। ସାଇଣ୍ଟିଫିକ୍…