ଓଡ଼ିଶା ପାଇଁ ୧୦ ହଜାର ୫୮୬ କୋଟିର ରେଳ…
ଓଏଲ୍ ବ୍ୟୁରୋ: ଚଳିତ ବଜେଟରେ ରେଳ ବିଭାଗକୁ ମିଳିଛି ୨ ଲକ୍ଷ ୬୨ ହଜାର କୋଟି ଟଙ୍କା। ସେ ମଧ୍ୟରୁ ଓଡ଼ିଶାକୁ ମିଳିଛି ୧୦ ହଜାର ୫୮୬ କୋଟି ଟଙ୍କାର ରେଳ ଅନୁଦାନ। ଏନେଇ ଆଜି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। ସେ କହିଛନ୍ତି, ୟୁପିଏ ତୁଳନାରେ ୧୨ ଗୁଣା ଅଧିକ ଟଙ୍କା…