ଏନଏଚ-୪୯ ମରାମତି ଦାବିରେ ୧୨ଘଣ୍ଟିଆ…
ଦେବଗଡ : ଦେବଗଡ ଜିଲ୍ଲାର ବିଭିନ୍ନ ସ୍ଥାନରେ ରାସ୍ତାରୋକ କରାଯାଇଛି। ଦେବଗଡ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀଙ୍କ ନେତୃତ୍ଵରେ ଦେବଗଡ ସହର ଟ୍ରାଫିକ ଛକଠାରେ ବିଜେପି କର୍ମୀମାନେ ରାସ୍ତାରୋକ କରିଛନ୍ତି।
ଦେବଗଡ ଜିଲ୍ଲା ମଧ୍ୟ ଦେଇ ଯାଇଥିବା ୪୯ ନମ୍ବର କୋଲକାତା-ମୁମ୍ବାଇ ଜାତୀୟ ରାଜପଥର ଅବସ୍ଥା…