ଦୁଇ ଅଫିସରଙ୍କ ଦରମା ବନ୍ଦ
କେନ୍ଦୁଝର: ଧାନ କିଣା ଅବ୍ୟବସ୍ଥାନେଇ ୨ ଅଫିସରଙ୍କ ଦରମା ବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଜିଲ୍ଲା ଯୋଗାଣ ଅଧିକାରୀ ଓ ଡିଆରସିଏସଙ୍କ ଦରମା ବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଜିଲ୍ଲାପାଳ ସମ୍ପୃକ୍ତ ୨ ଅଫିସରଙ୍କ ଦରମା ବନ୍ଦ ପାଇଁ ସୁପାରିଶ କରିଛନ୍ତି। ଆଜି କେନ୍ଦୁଝର…