କୋଭିଡ ହସ୍ପିଟାଲରେ ଶରତ ଗମାଙ୍ଗଙ୍କ…
ଗୁଣପୁର: ଚିକିତ୍ସାଧୀନ ଅବସ୍ଥାରେ କୋଭିଡ ହସ୍ପିଟାଲରେ ଅବସରପ୍ରାପ୍ତ ଶିକ୍ଷକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଡ.ଗିରିଧର ଗମାଙ୍ଗଙ୍କ ଶଳା ଶରତ ଚନ୍ଦ୍ର ଗମାଙ୍ଗ ଦେହାନ୍ତ ହୋଇଛି। ପାଇଖାନା ଭିତରେ ତାଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। କବାଟ ଭାଙ୍ଗି ମୃତଦେହ ଉଦ୍ଧାର କରାଯାଇଛି। ତେବେ ପାଇଖାନା ଭିତରେ…