କରୋନା ଭାଇରସକୁ ନେଇ ପ୍ରସ୍ତୁତ ହେଲା…
ମୁମ୍ବାଇ : ସମଗ୍ର ବିଶ୍ୱରେ କରୋନା ଭାଇରସ୍ର ପ୍ରକୋପ ଦେଖିବାକୁ ମିଳୁଛି । ଏଥିରେ ସଂକ୍ରମିତ ହୋଇ ହଜାର ହଜାର ଲୋକଙ୍କ ଜୀବନ ମଧ୍ୟ ଗଲାଣି । ଏଥିରୁ ନିସ୍ତାର ପାଇଁ ଏଯାଏଁ ବୈଜ୍ଞାନିକମାନେ କୌଣସି ଟିକା ବା ଭ୍ୟାକସିନ୍ ତିଆରି କରିପାରିନାହାଁନ୍ତି । ଭାଇରସ୍ ଏତେ ଭୟଙ୍କର ଯେ ଏହା ଅତି ସହଜରେ…