ମୁଖ୍ୟମନ୍ତ୍ରୀଙ୍କ ପ୍ରକୃତ ଆଇଡି…
ଓଏଲ୍ ବ୍ୟୁରୋ: ଓଡ଼ିଶାର ନୂତନ ମୁଖ୍ୟମନ୍ତ୍ରୀ ଭାବେ ମୋହନ ମାଝୀ ଶପଥ ନେଇ ସାରିଛନ୍ତି। ଓଡ଼ିଶାରେ ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ହୋଇଥିବା ମୋହନ ମାଝୀଙ୍କୁ ରାଜ୍ୟ, ଦେଶର କୋଣ ଅନୁକୋଣରୁ ଆସୁଛି ଶୁଭେଚ୍ଛାର ସୁଅ। ସୋସିଆଲ ମିଡିଆରେ ମଧ୍ୟ ମୋହନ ମାଝୀଙ୍କ ନାମରେ ଥିବା ବିଭିନ୍ନ ଆଇଡିକୁ ଛୁଟୁଛି ଶୁଭେଚ୍ଛାର…