ନାଗରିକତା ଆଇନ: ଦିଲ୍ଲୀରେ ବିକ୍ଷୋଭ,…
ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନକୁ ନେଇ ଦେଶର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳୁଛି ପ୍ରତିବା ଓ ସମର୍ଥନ ପ୍ରଦର୍ଶନ। ଏନେଇ ରାଜଧାନୀ ଦିଲ୍ଲୀରେ ଆଜି ବିକ୍ଷୋଭ ପ୍ରଦର୍ଶିତ ହୋଇଛି। ସମୟ ଗଡ଼ିବା ସହିତ ବିକ୍ଷୋଭ ତୀବ୍ରତର ହେଉଛି। ଅନ୍ୟପଟେ ଦିଲ୍ଲୀରେ ବିକ୍ଷୋଭ ପ୍ରଦର୍ଶନ ହେଉଥିବା ବେଳେ ଦିଲ୍ଲୀ…