Odisha Link
Bridging the Missing Links in Odisha
Browsing Tag

two kids injured

ମୋବାଇଲ ଫାଟି ୨ ଶିଶୁ ଗୁରୁତର

ଆସିକା: ମୋବାଇଲ ଫୋନ ଫାଟି ୨ ଶିଶୁ ଗୁରୁତର ଆହାତ। ଏହି ଘଟଣାଟି ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ଥାନା ଅନ୍ତର୍ଗତ ହରିପୁର ନୂଆସାହିରେ ଘଟିଛି । ଆହତ ଶିଶୁ ହେଲେ ରାଜା ଓ ଶୁଭମ୍‌। ଉଭୟଙ୍କ ବୟସ ୧୧ ବର୍ଷ ହେବ ବୋଲି ଜଣାପଡ଼ିଛି। ଉଭୟ ଶିଶୁଙ୍କୁ ପ୍ରଥମେ ଧରାକୋଟ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।…