ଟ୍ରେନ୍ରେ କଟିଗଲା ଯୁବକଙ୍କ ଦୁଇ ଗୋଡ
ବାଲେଶ୍ବର : ବାଲେଶ୍ବର ଜିଲ୍ଲା ବାହାନଗା ବ୍ଲକ୍ ସୋର ଥାନା ଅଧିନ ଅଞ୍ଜି ଗ୍ରାମର ଜଣେ ଯୁବକଙ୍କ ଦୁଇ ଗୋଡ ଟ୍ରେନରେ କଟି ଯାଇଛି। ଗୁରୁତର ଆହତ ଯୁବକ ଜଣଙ୍କ ହେଲେ ଗୋବର୍ଦ୍ଧନ ସାହୁଙ୍କ ପୁଅ ଗୁଲସନ।
ମିଳିଥିବା ସୂଚନା ଅନୁସାରେ, ରାତି ପ୍ରାୟ ୧୧ଟା ୩୦ ସମୟରେ ବାଲେଶ୍ୱର ସୋମନାଥପୁର ନିକଟସ୍ଥ ରେଳ ଧାରଣା…