Odisha Link
Bridging the Missing Links in Odisha
Daily Archives

July 26, 2019

ଜେଲରୁ ମୁକୁଳିବା ପରେ ଆତ୍ମଘୋଷିତ…

ଭୁବନେଶ୍ବର : ଚାରି ବର୍ଷ ପରେ ଗତକାଲି ଚୌଦ୍ୱାର ଜେଲରୁ ବାହାରିଥିଲେ ସନ୍ତୋଷ ରାଉଳ ଓରଫ ସାରଥୀ । କେଉଁଠି ଅଛନ୍ତି ସାରଥୀ ? ଜେଲରୁ ମୁକୁଳିବା ପରେ ଏହାକୁ ନେଇ ଏବେ ଚର୍ଚ୍ଚା । ଜେଲରୁ ବାହାରିବା ପରେ ସାରଥୀ ଅଜଣା ସ୍ଥାନକୁ ଚାଲିଯାଇଛନ୍ତି । ସାରଥୀଙ୍କ ବାରିମୂଳ ଆଶ୍ରମ ଯିବା ଉପରେ କୋର୍ଟ କଟକଣା ଜାରି…

ଅଜଣା ଗାଡି ଧକ୍କା ଚାଲିଗଲା ଯୁବକଙ୍କ…

ନୂଆପଡା : ଅଜଣା ଗାଡି ଧକ୍କାରେ ଯୁବକଙ୍କ ମୃତ୍ୟୁ ହୋଇଛି । ଜାତୀୟ ରାଜପଥ ୩୫୩ ନୂଆପଡା ଅଗ୍ନିଶମ କାର୍ଯ୍ୟାଳୟ ସମ୍ମୁଖରେ ଦୁର୍ଘଟଣା ଘଟିଛି । ମୃତ ଯୁବକଙ୍କ ପରିଚୟ ମିଳିପାରିନାହିଁ । ଖବର ପାଇ ଘଟଣାସ୍ଥଳରେ ନୂଆପଡା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

ଭିଜିଲାନ୍ସ ଜାଲରେ ୩ ପୋଲିସ ଅଧିକାରୀ

ମାଲକାନଗିରି : ମାଲକାନଗିରି ଜିଲ୍ଲା ସଦର ମହକୁମାଠାରେ ଥିବା ଆଦର୍ଶ ଥାନାର ୩ ଜଣ ପୋଲିସ ଅଧିକାରୀ । ଆଇଆଇସି ରଞ୍ଜନ ସାହୁ, ଏସଆଇ ମାନସ ରଞ୍ଜନ ସ୍ବାଇଁ ଏବଂ ଏସଆଇ ସୁନୀଲ କୁମାରଙ୍କୁ ଭିଜିଲାନ୍ସ ଅଟକ ରଖି ପଚରା ଉଚରା ଜାରି ରଖିଛି । ଏକ ଜାଲ ସାର୍ଟିଫିକେଟ୍ କେସ୍‌କୁ ରଫା ଦଫା କରିବା ପାଇଁ ନେଉଥିଲେ…

ଓଡ଼ିଶା ସାହିତ୍ୟ ଏକାଡେମି ସଭାପତିଙ୍କୁ…

ଭୁବନେଶ୍ବର: ଓଡ଼ିଶା ସାହିତ୍ୟ ଏକାଡେମି ସ୍ବନକ୍ଷତ୍ର ସଭାରେ ସଭାପତି ଓ ବରିଷ୍ଠ କବି ହରିହର ମିଶ୍ରଙ୍କ ବକ୍ତବ୍ୟର ପ୍ରତିବାଦରେ ସୋସିଆଲ ମିଡିଆରେ ତାଙ୍କୁ ଏକ ପତ୍ର ଲେଖିଛନ୍ତି ଅନ୍ୟତମ ବରିଷ୍ଠ କବି ରାଜେଂଦ୍ର କିଶୋର ପଂଡା। ସାହିତ୍ୟ ଏକାଡେମି ପୁରସ୍କୃତ ଲେଖକମାନେ ଏକାଡେମିକୁ ଭଲ ପାଉନାହାନ୍ତି ଓ…

ରାଜ୍ୟ ସଂସ୍କୃତି ସଚିବଙ୍କ ବିବାଦୀୟ…

ଭୁବନେଶ୍ବର: 'ମୁଁ ଅଭାଜନ କବିତା ପୁସ୍ତକ ପାଇଁ ପାଇଥିବା ଓଡ଼ିଶା ସାହିତ୍ୟ ଏକାଡେମି ପୁରସ୍କାର ଫେରାଇବା ପାଇଁ ଉଚିତ ମନେ କରୁଛି। ବିଭାଗୀୟ ମନ୍ତ୍ରୀ, ପ୍ରଶାସକଙ୍କ ମନ୍ତବ୍ୟ ଶୁଣି ସେ ପୁରସ୍କାର ମୋତେ ତିରସ୍କାର ପରି ଲାଗୁଛି।' ଏହା କହିଛନ୍ତି ଓଡ଼ିଶା ସାହିତ୍ୟ ଏକାଡେମି ପୁରସ୍କାରପ୍ରାପ୍ତ ବିଶିଷ୍ଟ…

ବାବାସ୍ୟ କାନ୍ୟ ଗତି!

ମୁଣ୍ଡ ମସଲା-୩ | ଡଃ କୁଳାଙ୍ଗାର ବାବାସ୍ୟ କାନ୍ୟ ଗତି! ବିବି ବିନା ତ ଅନେକ ବଞ୍ଚିଛନ୍ତି, କିନ୍ତୁ ବାବାଙ୍କ ବିନା ଏବେ ବଞ୍ଚିବା ଏବେ ଅସମ୍ଭବ ହୋଇ ଯାଇଛି। ବାବା କେବେ ଆଧ୍ୟାତ୍ମିକ ଥିଲେ, ଏବେ କିନ୍ତୁ ବାବାମାନେ ସର୍ବବ୍ୟାପୀ। ବାବା ନେତା, ବାବା ଗୁରୁ, ବାବା ବେପାରୀ, ବାବା ଚିକିତ୍ସକ,…