ଅଜଣା ଗାଡି ଧକ୍କା ଚାଲିଗଲା ଯୁବକଙ୍କ ଜୀବନ By ଜିତେନ୍ଦ୍ର କୁମାର ଜେନା On Jul 26, 2019 ନୂଆପଡା : ଅଜଣା ଗାଡି ଧକ୍କାରେ ଯୁବକଙ୍କ ମୃତ୍ୟୁ ହୋଇଛି । ଜାତୀୟ ରାଜପଥ ୩୫୩ ନୂଆପଡା ଅଗ୍ନିଶମ କାର୍ଯ୍ୟାଳୟ ସମ୍ମୁଖରେ ଦୁର୍ଘଟଣା ଘଟିଛି । ମୃତ ଯୁବକଙ୍କ ପରିଚୟ ମିଳିପାରିନାହିଁ । ଖବର ପାଇ ଘଟଣାସ୍ଥଳରେ ନୂଆପଡା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି । Accident Share