ଦୋକାନକୁ ମାଡ଼ିଗଲା ଗାଡି ; ୨ ମୃତ ଏବଂ ୨…
ଓଏଲ୍ ବ୍ୟୁରୋ : ଖଲ୍ଲିକୋଟରୁ ଏକ ଅଭାବନୀୟ ଘଟଣା ଘଟିଥିବା ଖବରରୁ ଜଣା ପଡିଛି। ରାସ୍ତା କଡରେ ଥିବା ଏକ ପରିବା ଦୋକାନକୁ ମାଡିଯାଇଛି ଗାଡି। ପରିବା ଦୋକାନକୁ ଗାଡି ମାଡିଯିବାରୁ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି।
ସୂଚନା ଅନୁସାରେ, ଖଲ୍ଲିକୋଟ ରମ୍ଭା ଥାନା ଗୁରୁଡିଗଡ଼…