Odisha Link
Bridging the Missing Links in Odisha
Browsing Category

ଜିଲ୍ଲା

ପୁରାତନ ଛାତ୍ରଛାତ୍ରୀଙ୍କ ବିରୋଧ ଯୋଗୁ…

ନୟାଗଡ଼: ଚଳିତ ମାସ ୧୦ ତାରିଖରେ ନୟାଗଡ଼ ମହାବିଦ୍ୟାଳୟର ହୀରକ ଜୟନ୍ତୀ ଉତ୍ସବ ଥିବାବେଳେ ଏଥିରେ ସ୍ଥାନୀୟ ବିଧାୟକ ଅରୁଣ କୁମାର ସାହୁ ଅତିଥି ଭାବେ ଯୋଗଦେବାର ଥିଲା। ମହାବିଦ୍ୟାଳୟ ତରଫରୁ ଏ ନେଇ ସୂଚନା ମିଳିଥିବା ବେଳେ ସ୍ବୟଂ ଶ୍ରୀ ସାହୁ ମଧ୍ୟ ନିଜ ସାମଜିକ ଗଣମାଧ୍ୟମରେ ଏହା ଜଣାଇଥିଲେ। ତେବେ ପୁରାତନ…

ଝାରସୁଗୁଡ଼ା: ଜେଏସ୍‌ଡବ୍ଲୁ କାରଖାନା…

ଝାରସୁଗୁଡ଼ା: ଓଡ଼ିଶା ବିଜେପି ସମ୍ପାଦକ ଟଙ୍କଧର ତ୍ରିପାଠୀ ଅଭିଯୋଗ କରିଛନ୍ତି ଯେ କାର୍ଯ୍ୟ କରିବା ବେଳେ ମାଚ୍ଚ ୧୧ରେ ପୋଡ଼ି ହୋଇ ଆହତ ହୋଇଥିବା ଚାରି ଜଣ ଠିକା ଶ୍ରମିକଙ୍କ ପାଇଁ ଜେଏସ୍‌ଡବ୍ଲୁ ବିପିଏସ୍‌ଏଲ୍ କୌଣସି କ୍ଷତିପୂରଣ ଦେଇନାହିଁ। ସେମାନଙ୍କୁ ତୁରନ୍ତ କ୍ଷତିପୂରଣ ଯୋଗାଇ ଦିଆନଗଲେ ଭବିଷ୍ୟତରେ…

Jharsuguda: BJP Demands…

Jharsuguda: Odisha BJP Secretary Tankadhar Tripathy on Monday alleged that  JSW BPSL have not yet provided any compensation to the four contractual labourers who had sustained burn injuries while performing their duty in the plant on 11th March 2022.…

VIDEO: ନବରଙ୍ଗପୁରରେ ବିଶାଳ ସାପ ଠାବ!

ଭୁବନେଶ୍ବର: ନବରଭ୍ଗପୁର ଜିଲ୍ଲାରେ ଏକ ବିଶାଳ ସାପ ଠାବ କରିଛନ୍ତି ସ୍ଥାନୀୟ ଜନତା। ସାପର ଲମ୍ବ ପ୍ରାୟ ୩୦ ଫୁଟ ବୋଲି ଅନୁମାନ କରାଯାଉଛି। ସାପଟି ରାତିରେ ରାସ୍ତା ପାର୍‌ କରୁଥିବାର ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ସଂଚରିବାରେ ଲାଗିଛି।…

ସମ୍ବଲପୁର ଗସ୍ତରେ ମୁଖ୍ୟ ଶାସନ ସଚିବ ଓ…

ଓଏଲ୍‌ ବ୍ୟରୋ: ସମ୍ବଲପୁର ଗସ୍ତରେ ମୁଖ୍ୟ ଶାସନ ସଚିବ ଓ ୫-ଟି ସଚିବ। ଏହି ଗସ୍ତ ସମୟେ ସମଲେଇ ପ୍ରୋଜେକ୍ଟର ସମୀକ୍ଷା କରିବେ। ଏଥିସହହିତ ସମ୍ବଲପୁରରେ ହେଉଥିବା ସରକାରୀ କାର୍ଯ୍ୟର ତଦାରଖ ମଧ୍ୟ କରିବେ। ଆଜିର ଏହି ଗସ୍ତରେ ୫-ଟି ସଚିବ ଭିକେ ପାଣ୍ଡିଆନ୍‌ଙ୍କ ସହିତ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର,…

ଫାଟିଲା ଗ୍ୟାସ ସିଲିଣ୍ଡର: ଜଳିଗଲା ୫ ଘର,…

ଓଏଲ୍‌ ବ୍ୟୁରୋ: ଚାରିଆଡେ ଥିଲା ହସଖୁସିର ମାହୋଲ। କାରଣ ସମସ୍ତେ ପାଳନ କରୁଥିଲେ ରଙ୍ଗର ପର୍ବ ହୋଲି। ହେଲେ ଭଦ୍ରକ ଜିଲ୍ଲା ଅସ୍ତଳ ଛକରୁ ଆସିଛି ଦୁଃଖଦ ଖବର। ଭଦ୍ରକ ଟାଉନ ଥାନା ଅନ୍ତର୍ଗତ ଅସ୍ତଳ ଛକରେ ଗ୍ୟାସ ସିଲିଣ୍ଡର ଫାଟିବାରୁ ୫ ବଖରା ଘର ଜଳି ପାଉଁଶ ହୋଇଯାଇଛି। ଅଗ୍ନିକାଣ୍ଡରେ ଜଣେ ମହିଳା ଗୁରୁତର…

୧୦୮ ଆମ୍ବୁଲାନ୍ସ-ଯାତ୍ରୀବାହୀ ବସ୍‌…

ଓଏଲ୍‌ ବ୍ୟୁରୋ: ମୁହାଁମୁହିଁ ଧକ୍କା ହେଲା ଯାତ୍ରୀବାହୀ ବସ୍‌ ଓ ୧୦୮ ଆମ୍ବୁଲାନ୍ସ। ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଅନ୍ତର୍ଗତ କରଡାବାଡି ଟୋଲ ଗେଟ ନିକଟରେ ଘଟିଛି ଏହି ଦୁର୍ଘଟଣା। ଦୁର୍ଘଟଣାରେ ୫ ଜଣ ଆହତ ହୋଇଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସାଇକ୍ରୀଷ୍ଣା ନାମକ ଏକ ଯାତ୍ରୀବାହି ବସ ସୋରଡ଼ାରୁ…

ଘରେ ପଶିଲେ ଗୁଳି ଚଳାଇଲେ: ସ୍ବାମୀ ମୃତ,…

ଓଏଲ୍‌ ବ୍ୟୁରୋ: ଗୁଳିକାଣ୍ଡରେ ଚାଲିଗଲା ଜୀବନ। କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ଥାନା ଅନ୍ତର୍ଗତ ବବକରପୁରର ରାଜଗଡ଼ରେ ଘଟିଛି ଗୁଳିକାଣ୍ଡ। ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତ ବ୍ୟକ୍ତିଙ୍କ ନାଭ ଅରବିନ୍ଦ ମିଶ୍ର ବୋଲି ଜଣା ପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ,…

୨୩ରେ ସାନି ମତଦାନ, ମୋଟ ୪୬ଟି ସ୍ଥାନରେ…

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ସରିଛି ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ। ଆଉ ଆସନ୍ତାକାଲି ଅନୁଷ୍ଠିତ ହେବ ତୃତୀୟ ପର୍ଯ୍ୟାୟ ନିର୍ବାଚନ। ଏଥିପାଇଁ ପ୍ରସ୍ତୁତି ଶେଷ। ଏସବୁ ମଧ୍ୟରେ ସାମ୍ନାକୁ ଆସିଛି ବଡ଼ ଖବର। ଥମ ଓ ଦ୍ୱିତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ବେଳେ ଯେଉଁ ୪୬ଟି ସ୍ଥାନରେ ବିଭିନ୍ନ…

କାଲି ତୃତୀୟ ପର୍ଯ୍ୟାୟ ନିର୍ବାଚନ: ୫୬.୫୩…

ଓଏଲ୍‌ ବ୍ୟୁରୋ: ସରିଛି ଦ୍ବିତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ। ଆସନ୍ତାକାଲି ଅର୍ଥାତ୍‌ ରବିବାର ଦିନ ରାଜ୍ୟ୍ୟରେ ଅନୁଷ୍ଠିତ ହେବ ତୃତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ। ରାଜ୍ୟର ୧୭୧ଟି ଜିଲ୍ଲା ପରିଷଦ ଆସନ, ୧୩୮୨ ପଞ୍ଚାୟତରେ ଉଭୟ ସରପଞ୍ଚ ଓ…