Odisha Link
Bridging the Missing Links in Odisha

ଆଇନ ଅନୁସାରେ ୨ ବର୍ଷ ସଜା ହେଲେ ସଦସ୍ୟତା…

ଓଏଲ୍‌ ବ୍ୟୁରୋ : କଂଗ୍ରେସର ସାଂସଦ ରାହୁଲ ଗାନ୍ଧିଙ୍କ ଲୋକସଭା ସାଂସଦ ପଦ ରଦ୍ଦ ହୋଇଛି। କୋର୍ଟଙ୍କ ଦ୍ବାରା ଦଣ୍ଡାଦେଶ ଘୋଷଣା ପରେ ସଦସ୍ୟତା ରଦ୍ଦ ହୋଇଥିବା ସୂଚନା ମିଳିଛି। ଏହାକୁ ନେଇ ଚର୍ଚ୍ଚା ଜୋର ଧରିଥିବାବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି,…

ଇଡି ଜାଲରେ କେଶରୀ ରିଅଲ ଇଷ୍ଟେଟ…

ଓଏଲ୍‌ ବ୍ୟୁରୋ : କେଶରୀ ରିଅଲ ଇଷ୍ଟେଟ କାର୍ଯ୍ୟାଳୟରେ ଇଡିର ଚଢ଼ାଉ ଜାରି ରହିଛି। କେଶରୀ ଇଷ୍ଟେଟର ପୂର୍ବତନ ନିର୍ଦ୍ଦେଶକ ଅକ୍ଷୟ କୁମାର ଚୌଧୁରୀଙ୍କ ଘର ସମେତ ଏକକାଳୀନ ତିନିଟି ସ୍ଥାନରେ ଏହି ଚଢ଼ାଉ କରାଯାଉଛି। ରାଜଧାନୀର କେଶରୀ ଟକିଜ୍ ସ୍ଥିତ ଅଫିସ, ସୂର୍ଯ୍ୟ ନଗର ଏବଂ ବ୍ରହ୍ମପୁର ସ୍ଥିତ ଘରେ ଇଡି…

ବିଧାନସଭାରେ କଂଗ୍ରେସ ବିଧାୟକଙ୍କ…

ଓଏଲ୍‌ ବ୍ୟୁରୋ : ବିଭିନ୍ନ ପ୍ରସଙ୍ଗକୁ ନେଇ ଜାରି ରହିଛି ବିଧାନସଭା ଅଧିବେଶନ। ଗୃହରେ ଅନେକ ପ୍ରସଙ୍ଗକୁ ନେଇ ଶାସକ- ବିରୋଧୀଙ୍କ ମଧ୍ୟରେ ମୁହାଁମୁହିଁ ହେଉଥିବା ଜଣା ପଡିଥିଲା। ତେବେ ଏହାରି ମଧ୍ୟରେ ଆଜି ରାହୁଲ ଗାନ୍ଧୀଙ୍କ ପଦ ରଦ୍ଦ ହୋଇଯାଇଥିବା ଖବର ସାମ୍ନାକୁ ଆସିଛି, ଯାହାକୁ ନେଇ ବିଧାନସଭାରେ…

ନଗଡ଼ା ଠାରୁ କଳିଙ୍ଗନଗର ଚିତ୍ର ଆହୁରି…

ଓଏଲ୍‌ ବ୍ୟୁରୋ : ବିଭିନ୍ନ ପ୍ରସଙ୍ଗକୁ ନେଇ ଜାରି ରହିଛି ବିଧାନସଭା ଅଧିବେଶନ। ଗୃହରେ ଅନେକ ପ୍ରସଙ୍ଗକୁ ନେଇ ଶାସକ- ବିରୋଧୀଙ୍କ ମଧ୍ୟରେ ମୁହାଁମୁହିଁ ହେଉଥିବା ଜଣା ପଡିଥିଲା। ତେବେ ଏହାରି ମଧ୍ୟରେ ଗୃହରେ ଆଜି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଅପପୁଷ୍ଟି ପ୍ରସଙ୍ଗକୁ ନେଇ ଶାସକଦଳକୁ ଘେରିଥିଲେ।…

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାରେ…

ଓଏଲ୍‌ ବ୍ୟୁରୋ: ପୁଣି ଭିଜାଇବ ପଶ୍ଚିମାଝଡ଼। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉପକୂଳ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଆଗାମୀ ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଲାଗିରହିବାର ସମ୍ଭାବନା ଥିବା କୁହାଯାଉଛି। ଆସନ୍ତା ୨୬ରେ ପଶ୍ଚିମା ଝଡ଼ ପ୍ରଭାବରେ ଦକ୍ଷିଣ ଉପକୂଳ ଓଡ଼ିଶାରେ ବର୍ଷିବ।…

ମଦୁଆ ଗାଡ଼ି ଚାଳକଙ୍କୁ ସାବାଡ଼ ଅଭିଯାନ;…

ଓଏଲ୍‌ ବ୍ୟୁରୋ: ମଦ ପିଇ ଗାଡ଼ି ଚଳାଉଥିବା ଗାଡ଼ି ଚାଳକଙ୍କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ମଦୁଆ ଡ୍ରାଇଭରଙ୍କୁ ସାବାଡ଼ କରିବା ପାଇଁ ଗତ କାଲିଠୁ ବଡ଼ ଅଭିଯାନ ଆରମ୍ଭ ହୋଇଛି। ଏହି ଅଭିଯାନ ମାଧ୍ୟମରେ ମଦୁଆ ଡ୍ରାଇଭରଙ୍କୁ ସାବାଡ଼ କରାଯାଇଛି। ପ୍ରଥମ ଦିନରେ ୨୬୮ ଜଣ ମଦ ପିଇ ଗାଡ଼ି ଚଳାଉଥିବା ବ୍ୟକ୍ତି…

ରାହୁଲ ଗାନ୍ଧିଙ୍କ ଲୋକସଭା ସାଂସଦ ପଦ…

ଓଏଲ୍‌ ବ୍ୟୁରୋ: କଂଗ୍ରେସର ସାଂସଦ ରାହୁଲ ଗାନ୍ଧିଙ୍କ ଲୋକସଭା ସାଂସଦ ପଦ ରଦ୍ଦ ହୋଇଛି। କୋର୍ଟଙ୍କ ଦ୍ବାରା ଦଣ୍ଡାଦେଶ ଘୋଷଣା ପରେ ସଦସ୍ୟତା ରଦ୍ଦ ହୋଇଥିବା ସୂଚନା ମିଳିଛି। ମୋଦି ଉପନାମକୁ ନେଇ ରାହୁଲଙ୍କ ଆପତ୍ତିଜନକ ମନ୍ତବ୍ୟ ମାମଲାରେ ରାୟ ଶୁଣାଇଥିଲେ ସୁରତ ଜିଲ୍ଲା ନ୍ୟାୟାଳୟ। ଦାଏର ଅପରାଧିକ…

ଏପ୍ରିଲ୍‌ ୨୯ରେ ଶ୍ରୀଲିଙ୍ଗରାଜଙ୍କ…

ଓଏଲ୍‌ ବ୍ୟୁରୋ: ରୁକୁଣା ରଥଯାତ୍ରା ଲିଙ୍ଗରାଜଙ୍କର ଏକ ପ୍ରମୁଖ ବାର୍ଷିକ ଉତ୍ସବ ଯାହା ଓଡ଼ିଶାର ଭୁବନେଶ୍ୱରଠାରେ ଲିଙ୍ଗରାଜ ମନ୍ଦିରରେ ପାଳନ କରାଯାଇଥାଏ। ଏହା ପୁରୀର ରଥଯାତ୍ରାଠାରୁ ମଧ୍ୟ ଅଧିକ ପୁରୁଣା ଯାତ୍ରା। ଏବର୍ଷ ଏପ୍ରିଲ୍‌ ୨୯ ତାରିଖ ଶନିବାର ପଡ଼ୁଛି ପବିତ୍ର ଅଶୋକାଷ୍ଟମୀ। ଏହି ତିଥିରେ ବିଧି…

ଡିଜେ ଆଜେକ୍ସ ମୃତ୍ୟୁ ଘଟଣା: ସାମ୍ନାକୁ…

ଓଏଲ୍‌ ବ୍ୟୁରୋ: ଲୋକପ୍ରିୟ ଓଡ଼ିଆ ଡିଜେ ଆଜେକ୍ସ ମୃତ୍ୟୁ ଘଟଣାକୁ ନେଇ ଅନେକ ତଥ୍ୟ ସାମ୍ନାକୁ ଆସିଛି। ପୁଲିସ ତଦନ୍ତ ଜାରି ରଖିଥିବାବେଳେ ଖାରବେଳ ନଗର ଥାନାରେ ସାଇବର ଟିମ୍ ଡିଜିଟାଲ ଏଭିଡେନ୍ସ ଯାଞ୍ଚ କରୁଥିବା ସୂଚନା ମିଳିଥିଲା। ଆଜେକ୍ସ ମୃତ୍ୟୁ ପରେ ଜବତ ହୋଇଥିଲା ବହୁ ଡିଜିଟାଲ ଦସ୍ତାବିଜ୍ ଯାହାକୁ…

ଗନ୍ଧମାର୍ଦ୍ଦନକୁ ମିଳିଲା ଜୈବବିବିଧତା…

ଓଏଲ୍‌ ବ୍ୟୁରୋ: ଗନ୍ଧମାର୍ଦ୍ଦନ ପର୍ବତ ଯାହା ଅନେକ ଔଷଧୀୟ ଗଛରେ ପରିପୂର୍ଣ୍ଣ ରୂପରେ ପରିଚିତ। କାହିଁ କେଉଁ କାଳରୁ ପୌରାଣିକ ଓ ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ବି ବେଶ ଗୁରୁତ୍ୱବହନ କରେ ଗନ୍ଧମାର୍ଦ୍ଦନ। ତେବେ ଜୈବବିବିଧତାରେ ପରିପୂର୍ଣ ଏହି ଐତିହ୍ୟ ସ୍ଥଳକୁ ମାନ୍ୟତା ପ୍ରଦାନ କରାଯାଇଛି। ରାଜ୍ୟ ଜଙ୍ଗଲ ଓ…