Odisha Link
Bridging the Missing Links in Odisha

ଲୁଟ୍ ଘଟଣାରେ ୫ ଅଭିଯୁକ୍ତ ଗିରଫ ; ଜବତ…

ଓଏଲ୍‌ ବ୍ୟୁରୋ : ସହରର ବିଭିନ୍ନ ସ୍ଥାନରେ ଲୁଟେରାମାନେ ଲୁଟପାଟ କରିବା ଘଟଣା ବାରମ୍ବାର ସାମ୍ନାକୁ ଆସିଛି। ରାୟଗଡା ଠାରେ ଗତ ଜାନୁଆରୀ ୧୭ ତାରିଖ ଦିନ ହୋଇଥିବା ଚୋରୀ ଘଟଣା ସାମ୍ନାକୁ ଆସିଛି। ତେବେ ଚୋରି ହେବା ପରେ ଅଭିଯୋଗ କ୍ରମେ ପୁଲିସ ଘଟଣାର ତଦନ୍ତ କରିଥିଲା। ଘଟଣାର ତଦନ୍ତ କରି ପୁଲିସ ଆଜି ୪୦୦…

ଅଯୋଧ୍ୟାରେ ପହଞ୍ଚିଲା ଶାଳଗ୍ରାମ;…

ଓଏଲ୍‌ ବ୍ୟୁରୋ : ନେପାଳରୁ ଆସିଛି ଶାଳଗ୍ରାମ। ପ୍ରଭୁ ରାମ ଓ ଦେବୀ ଜାନକୀଙ୍କ ପ୍ରତିମା ନିର୍ମାଣ ହେବା ପାଇଁ ନେପାଳରୁ ଅଣାଯାଇଥିବା ଦୁଇଟି ପ୍ରକାଣ୍ଡ ଦୁର୍ଲଭ ଶିଳାଖଣ୍ଡ ଆଜି ଉତ୍ତର ପ୍ରଦେଶର ଅଯୋଧ୍ୟାରେ ପହଞ୍ଚିଛି। ନେପାଳର କାଳୀ ଗଣ୍ଡକୀ ନଦୀରୁ ଆସିଥିବା ଏହି ବିରାଟକାୟ ଶାଳଗ୍ରାମ ପଥରକୁ ଅଯୋଧ୍ୟାର…

ବିକ୍ରମଦେବ ସ୍ବୟଂଶାସିତ ମହାବିଦ୍ୟାଳୟ…

ଓଏଲ୍‌ ବ୍ୟୁରୋ : ଜୟପୁରର ବିକ୍ରମ ଦେବ ସ୍ବୟଂଶାସିତ ମହାବିଦ୍ୟାଳୟକୁ ମିଳିଲା ନୂତନ ପରିଚୟ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜୟପୁରର ବିକ୍ରମ ଦେବ ସ୍ବୟଂଶାସିତ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ପ୍ରଦାନ କରିବା ପାଇଁ ଅନୁମୋଦନ କରିଛନ୍ତି। ଆସନ୍ତାକାଲି କଲେଜର ହୀରକ ଜୟନ୍ତୀ ଅବସରରେ ଯୋଗ ଦେଇ…

ଗାତରେ ପଡ଼ି ଚାଲିଗଲା ଦୁଇ ଶିଶୁକନ୍ୟାଙ୍କ…

ଓଏଲ୍‌ ବ୍ୟୁରୋ : ଚିତ୍ରକୋଣ୍ଡା ପଞ୍ଚାୟତ ସ୍ଥିତ ଢେପାସାହିରେ ଏକ ଅଭାବନୀୟ ଘଟଣା ଘଟିଥିବା ଖବରରୁ ଜଣା ପଡିଛି। ରାସ୍ତା କାମ ପାଇଁ ଚିତ୍ରକୋଣ୍ଡା ପଞ୍ଚାୟତ ଢେପାସାହିରେ ଖୋଳା ଯାଇଥିଲା ଗାତ। ଖୋଳା ଯାଇଥିବା ଗାତ ପାଖରେ ଖେଳୁଥିଲେ ଦୁଇ ଶିଶୁକନ୍ୟା। ଖେଳିବା ବେଳେ ଗାତରେ ୨ ଶିଶୁକନ୍ୟା ପଡ଼ିଯାଇଥିବା…

୨୧ରୁ ରାଜ୍ୟ ବଜେଟ୍‌‌ ଅଧିବେଶନ

ଓଏଲ୍‌ ବ୍ୟୁରୋ : ଆସନ୍ତା ଫେବ୍ରୁଆରୀ ୨୧ରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭା ବଜେଟ ଅଧିବେଶନ। ଫେବ୍ରୁଆରୀ ୨୪ ତାରିଖରେ ରାଜ୍ୟ ବଜେଟ ଆଗତ ହେବ। ଫେବ୍ରୁଆରୀ ୨୧ରୁ ମାର୍ଚ୍ଚ ୨ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ଅଧିବେଶନ ହେବ। ଫେବ୍ରୁଆରୀ ୨୧ରୁ ଆରମ୍ଭ ହୋଇ ଏପ୍ରିଲ ୬ ଯାଏଁ ୨ଟି ପର୍ଯ୍ୟାୟରେ ଚାଲିବ ରାଜ୍ୟ…

ହଷ୍ଟେଲରୁ ମିଳିଲା ଛାତ୍ରୀଙ୍କ ଝୁଲନ୍ତା…

ଓଏଲ୍‌ ବ୍ୟୁରୋ : ଛାତ୍ରୀନିବାସରେ ଘଟିଛି ଏକ ଚାଞ୍ଚଲ୍ୟକର ଘଟଣା। ଏକ ଘରୋଇ ହଷ୍ଟେଲ ପରିସରରୁ ମିଳିଛି ଛାତ୍ରୀଙ୍କ ଝୁଲନ୍ତା ମୃତଦେହ। ନିମାପଡା ସ୍ତିତ ଗୁହାଳପଡା ଏକ ଘରୋଇ ଆବାସିକ ହଷ୍ଟେଲରୁ ଉଦ୍ଧାର ହୋଇଛି ଛାତ୍ରୀଙ୍କ ମୃତଶରୀର। ମୃତ ଛାତ୍ରୀ ଜଣକ ଯୁକ୍ତ ଦୁଇ ପ୍ରଥମ ବର୍ଷରେ ଅଧ୍ୟୟନ କରୁଥିଲେ। ଘରୋଇ…

ଅର୍ଚ୍ଚନା ନାଗ ମାମଲା : ଆଜି ଚାର୍ଜସିଟ୍…

ଓଏଲ୍‌ ବ୍ୟୁରୋ : ବହୁଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାରେ ଆଜି ଚାର୍ଜସିଟ୍ ଦାଖଲ କରିବ ପୁଲିସ। ୨୪ ଶହ ପୃଷ୍ଠା ସମ୍ବଳିତ ଚାର୍ଜସିଟ୍ ଦାଖଲ କରିବ ଖଣ୍ଡଗିରି ଥାନା ପୁଲିସ। ୧ କୋଟିରୁ ଅଧିକ ଟଙ୍କାର ଟ୍ରାଞ୍ଜାକ୍ସନ ହୋଇଥିବା ଏହି ଚାର୍ଜସିଟରେ ଉଲ୍ଲେଖ ହୋଇଥିବା କୁହାଯାଉଛି। ସିଡିଆର…

ପରୀକ୍ଷା କେନ୍ଦ୍ରରେ ୫୦୦ ଝିଅଙ୍କୁ ଦେଖି…

ଓଏଲ୍‌ ବ୍ୟୁରୋ : ପରୀକ୍ଷା ସେଣ୍ଟରରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ନାଳନ୍ଦାର ବିହାରସରିଫ ଅଲ୍ଲାମା ଇକବାଲ କଲେଜରେ ଇଣ୍ଟର ପରୀକ୍ଷା ପାଇଁ ସେଣ୍ଟର ହୋଇଥିବାବେଳେ ସେଠାରେ ଏକ ଘଟଣା ସମସ୍ତଙ୍କୁ ଚକିତ କରିଛି। ମନୀଷ ନାମକ ଜଣେ ଛାତ୍ର ଇଣ୍ଟର ପରୀକ୍ଷା ଦେବାକୁ ପରୀକ୍ଷା ସେଣ୍ଟର ପହଞ୍ଚିଥିଲା।…

ନବ ଦାସ ହତ୍ୟା ମାମଲା : ପାଇଖାନା…

ଓଏଲ୍‌ ବ୍ୟୁରୋ : ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାର ଚାଲିଛି ତଦନ୍ତ। ନବ ଦାସଙ୍କୁ ହତ୍ୟା କରିଥିବା ଅଭିଯୁକ୍ତ ଗୋପାଳକୁ ଗିରଫ କରାଯାଇଥିବାବେଳେ ରିମାଣ୍ଡରେ ନେଇ ଜେରା କରୁଛି କ୍ରାଇମବ୍ରାଞ୍ଚ। ତେବେ ଏହି ଘଟଣାର କିଛି ବିଶେଷ ତଥ୍ୟ ପାଇଁ ରାତି ଅଧିଆ ଝାରସୁଗୁଡାରେ କ୍ରାଇମବ୍ରାଞ୍ଚ…

ସିନେମା ହଲ୍‌ରେ ଗଣ୍ଡଗୋଳ କରି ବନ୍ଧା…

ଓଏଲ୍‌ ବ୍ୟୁରୋ : ସିନେମା ହଲ୍‌ରେ ଗଣ୍ଡଗୋଳ କରି ବନ୍ଧା ହେଲେ ଯୁବକ। ଗଣ୍ଡଗୋଳ କରି ବନ୍ଧା ହୋଇଥିବା ଯୁବକ ଜଣକ ବଲାଙ୍ଗୀର କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପୁଅ ଅମିତ ସିଂ ଓରଫ ସେଜି ସାଲୁଜା। ଖବର ଅନୁସାରେ, ବଲାଙ୍ଗୀର କଂଟାବାଞ୍ଜିର ଏଲ ସିନେମା ହଲ ଭିତରେ ଗଣ୍ଡଗୋଳ କରିଥିଲେ ବିଧାୟକଙ୍କ…