Odisha Link
Bridging the Missing Links in Odisha
Browsing Category

ଓଡ଼ିଶା

ପ୍ରି-ଆକ୍ଟିଭେଟେଡ୍‌ ସିମ୍‌ ରାକେଟ ଠାବ…

ଓଏଲ୍‌ ବ୍ୟୁରୋ: ପୁଣି ଠାବ ହେଲା ଏକ ପ୍ରି-ଆକ୍ଟିଭେଟେଡ୍‌ ସିମ୍‌ ରାକେଟ। ବିପୁଳ ପରିମାଣର ଆକ୍ଟିଭେଟେଡ୍‌ ସିମ୍‌ ଜବତ ହୋଇଥିବା ସୂଚନା। ଠାବ କଲା କଟକ ସାଇବର ଥାନା ପୁଲିସ। ରାକେଟରେ ୮ ଜଣ ଅଭିଯୁକ୍ତ ମଧ୍ୟ ଗିରଫ। ୮ ମାସରେ ୫ ହଜାର ସିମ୍‌ ଆକ୍ଟିଭ କରିଛନ୍ତି। ଅଭିଯୁକ୍ତ ମଧ୍ୟରେ ଅଛନ୍ତି ଜଣେ ଏଲଏଲବି…

କର୍କଟ ରୋଗର ମୁକାବିଲା ନିମନ୍ତେ ସୋଆରେ…

ଓଏଲ୍‌ ବ୍ୟୁରୋ: କର୍କଟ ରୋଗର ମୁକାବିଲା ନିମନ୍ତେ ସ୍ଥାନୀୟ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟର ଗବେଷକମାନେ ନୂତନ ଡ୍ରଗ୍‌ ଓ ଡାଏଗ୍ନୋଷ୍ଟିକ୍‌ ଟେକ୍ନିକ୍‌ସର ବିକାଶ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି। ଏହି ଗବେଷଣା କାର୍ଯ୍ୟ ପାଇଁ କେନ୍ଦ୍ର ସରକାରଙ୍କ ବାୟୋଟେକ୍ନୋଲୋଜି ବିଭାଗ ପକ୍ଷରୁ ୪.୫୪ କୋଟି…

ବାହାନଗା ବଜାର ଷ୍ଟେସନରେ ରହିବନି କୌଣସି…

ଓଏଲ୍‌ ବ୍ୟୁରୋ: ଗତ ଶୁକ୍ରବାର ଅର୍ଥାତ ଜୁନ୍‌ ୨ ଠିକ୍‌ ସନ୍ଧ୍ୟା ସମୟରେ ବାଲେଶ୍ବର ଜିଲ୍ଲା ବାହାନଗା ବଜାର ଷ୍ଟେସନ ନିକଟରେ ଘଟିଥିଲା ଭୟଙ୍କର ଦୁର୍ଘଟଣା। ଯେଉଁଥିରେ ୨୮୮ ଜଣ ପ୍ରାଣ ହରାଇଥିବା ବେଳେ ହଜାରରୁ ଅଧିକ ଲୋକ ଆହତ ହୋଇଥିଲେ। ଏହି ଘଟଣାକୁ ନେଇ ତଦନ୍ତ କରୁଛି ସିବିଆଇ। ତଦନ୍ତ ଚାଲିଥିବାରୁ…

ପୁଣି ଠାବ ହେଲା ପ୍ରି-ଆକ୍ଟିଭେଟେଡ୍‌…

ଓଏଲ୍‌ ବ୍ୟୁରୋ: ପୁଣି ଠାବ ହେଲା ଏକ ପ୍ରି-ଆକ୍ଟିଭେଟେଡ୍‌ ସିମ୍‌ ରାକେଟ ଠାବ। ବିପୁଳ ପରିମାଣର ଆକ୍ଟିଭେଟେଡ୍‌ ସିମ୍‌ ଜବତ ହୋଇଥିବା ସୂଚନା। ଠାବ କଲା କଟକ ସାଇବର ଥାନା ପୁଲିସ। ରାକେଟରେ ୬ ଜଣ ଅଭିଯୁକ୍ତ ମଧ୍ୟ ଗିରଫ। ସମସ୍ତ ଅଭିଯୁକ୍ତ ପୁରୀ ଜିଲ୍ଲା ବାସିନ୍ଦା ହୋଇଥିବା ସୂଚନା। ରାକେଟରେ ବିଦେଶୀ…

ବିଜୁଳି ସମସ୍ୟାରେ ପଡ଼ିବ ପୂର୍ଣ୍ଣଚ୍ଛେଦ!…

ଓଏଲ୍‌ ବ୍ୟୁରୋ: ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ତାଣ୍ଡବ କରିଥିଲା। ଯାହା ପରେ ବିଭିନ୍ନ ସ୍ଥାନରେ ବର୍ଷା ହୋଇ ଅନେକ ସମୟ ଧରି ବିଦ୍ୟୁତ କାଟ ହୋଇଥିଲା। ଯାହାକୁ ନେଇ ରାଜନୈତିକ ଚର୍ଚ୍ଚା ଆରମ୍ଭ ହୋଇଥିବାବେଳେ ଏନେଇ ସ୍ପଷ୍ଟୀକରଣ ରଖିଛନ୍ତି ଶକ୍ତିମନ୍ତ୍ରୀ। ରାଜ୍ୟର ବିଜୁଳି ସମସ୍ୟା ନେଇ ବୈଠକ…

ବିଦ୍ୟୁତ୍ ଆଘାତ ନେଲା ମାଆ-ପୁଅ ଜୀବନ

ଓଏଲ୍‌ ବ୍ୟୁରୋ: ବାଲେଶ୍ୱର ଜିଲ୍ଲା ଖଇରା ଥାନା ମହତିପୁର ପଞ୍ଚାୟତ ନାହୁଲ ଗାଁରେ ଘଟିଥିବା ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ବିଦ୍ୟୁତ ଆଘାତରେ ମାଆ ସହ ପୁଅ ଜୀବନ ଚାଲିଯାଇଥିବା ଜଣା ପଡିଛି। ବିଦ୍ୟୁତ ଆଘାତ ପରେ ମାଆ ଓ ପୁଅଙ୍କ ନିକଟସ୍ଥ ଚିକିତ୍ସାଳୟକୁ ନିଆଯାଇଥିଲା। ପରେ ସେଠାରେ ଡାକ୍ତର ତାଙ୍କୁ ମୃତ…

ଭିତ୍ତିଭୂମି ସମସ୍ୟା ପାଇଁ ରାଜ୍ୟରେ…

ଓଏଲ୍‌ ବ୍ୟୁରୋ: ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ତାଣ୍ଡବ କରିଥିଲା। ଯାହା ପରେ ବିଭିନ୍ନ ସ୍ଥାନରେ ବର୍ଷା ହୋଇ ଅନେକ ସମୟ ଧରି ବିଦ୍ୟୁତ କାଟ ହୋଇଥିଲା। ଯାହାକୁ ନେଇ ରାଜନୈତିକ ଚର୍ଚ୍ଚା ଆରମ୍ଭ ହୋଇଥିବାବେଳେ ଏନେଇ ସ୍ପଷ୍ଟୀକରଣ ରଖିଛନ୍ତି ଶକ୍ତିମନ୍ତ୍ରୀ। ସେ କହିଛନ୍ତି, ରାଜ୍ୟରେ ପାୱାର କଟ…

‘ଆଗାମୀ ୧୭ରେ ଓଡ଼ିଶା ଆସିବେ ଶାହ,…

ଓଏଲ୍‌ ବ୍ୟୁରୋ: ଗଡ଼ୁଛି ଦିନ ଆଉ ବଢୁଛି ରାଜନୈତିକ ଅଙ୍କକଷା। ପାଖେଇ ଆସୁଛି ୨୦୨୪ ସାଧାରଣ ନିର୍ବାଚନ। ଏସବୁ ମଧ୍ୟରେ କଂଗ୍ରେସର ଭାରତ ଯୋଡ଼ୋ ଯାତ୍ରା ପରେ ସାରା ଦେଶରେ ଭାରତୀୟ ଜନତା ପାର୍ଟି ଆରମ୍ଭ କରିଛି ମହା ଜନସମ୍ପର୍କ ଅଭିଯାନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ଗଠନର ୯ବର୍ଷ ପୂର୍ତ୍ତି…

ମୋବାଇଲ ହଜିଲେ ହୁଅନ୍ତୁନି ଭାରାକ୍ରାନ୍ତ,…

ଓଏଲ୍‌ ବ୍ୟୁରୋ: ସାଧାରଣତଃ ଆମ ମୋବାଇଲ ହଜିଗଲେ କିମ୍ବା ଚୋରି ହୋଇଗଲେ, ଆମେ ଅତ୍ୟନ୍ତ ବ୍ୟସ୍ତ ହୋଇପଡୁ। ସଙ୍ଗେ ସଙ୍ଗେ କଣ କରାଯାଇପାରିବ ଏନେଇ ସମସ୍ତେ ଚିନ୍ତା କରନ୍ତି। ମୋବାଇଲ ହଜିଗଲେ ଯେତିକି ଚିନ୍ତା ନହୁଏ ତା' ଠାରୁ ଅଧିକ ଭାରାକ୍ରାନ୍ତ ଲାଗେ ହଜିଥିବା କିମ୍ବା ଚୋରି ହୋଇଥିବା ମୋବାଇଲରେ ଥିବା…

ରଥଯାତ୍ରାକୁ ଆଉ ରହିଲା ୧୦ ଦିନ, ଅଣସରରେ…

ଓଏଲ୍‌ ବ୍ୟୁରୋ: ପାଖେଇ ଆସୁଛି ଜଗତର ନାଥ ଜଗନ୍ନାଥଙ୍କ ବିଶ୍ଵପ୍ରସିଦ୍ଧ ରଥଯାତ୍ରା। ରଥଯାତ୍ରା ପାଇଁ ଚଳଚଞ୍ଚଳ ପୁରୀର ରଥଖଳା। ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରାକୁ ଆଉ ରହିଲା ୧୦ ଦିନ। ଅଣସରରେ ଚାଲିଛି ମହାପ୍ରଭୁଙ୍କ ଗୁପ୍ତନୀତି। ଆଜିଠୁ ଆରମ୍ଭ ହେବ ଠାକୁରଙ୍କ ଓଷ ଲାଗି, ସୁସ୍ଥ ହେବେ…