Odisha Link
Bridging the Missing Links in Odisha
Browsing Category

ବିଶ୍ବ

ଓବାମାଙ୍କୁ ରୁଷିଆ ମନା, ପ୍ରବେଶ ଉପରେ…

ଓଏଲ୍‌ ବ୍ୟୁରୋ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କୁ ରୁଷିଆ ମନା। ଏଣିକି ରୁଷ ପ୍ରବେଶ ଯ଼ାଇପାରିବେନି ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା। ଓବାମାଙ୍କ ସହ ୫୦୦ରୁ ଅଧିକ ଆମେରିକୀୟଙ୍କ ଉପରେ ବ୍ୟାନ। ରୁଷିଆ ପ୍ରବେଶ ଉପରେ ବ୍ୟାନ୍ ଲଗାଇଲେ ପୁଟିନ୍ ସରକାର। ରାଷ୍ଟ୍ରପତି…

ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ…

ଓଏଲ୍‌ ବ୍ୟୁରୋ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ନେଇ ବଡ ଖବର ସାମ୍ନାକୁ ଆସିଥିଲା। ଗିରଫ ହୋଇଥିଲେ ପାକିସ୍ତାନୀର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ। ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଜାମିନ ମିଳିଥିବା ଜଣା ପଡିଛି। ହିଂସା ମାମଲାରେ ଇମ୍ରାନଙ୍କୁ…

ଦୁବାଇକୁ ପ୍ରଥମ ଉଡ଼ାଣ, ଅରୁଣ କହିଲେ…

ଭୁବନେଶ୍ବର: ବିମାନଯାତ୍ରୀଙ୍କ ପାଇଁ ଖୁସି ଖବର। ଓଡ଼ିଶାର ରାଜଧାନୀ ଭୁବନେଶ୍ବରରୁ ଦୁବାଇ, ସଙ୍ଗାପୁର ଭଳି ସହର ଆଉ ବେସି ଦୂର ନୁହେଁ। ଆଜିଠାରୁ ଭୁବନେଶ୍ବରରୁ ସିଧାସଳଖ ଦୁବାଇକୁ ଉଡ଼ିଲା ବିମାନ। ଭାରତୀୟ ସମୟ ସନ୍ଧ୍ୟା ୬ଟା୩୦ରେ ଉଡ଼ିଲା ବିମାନ। ଏହାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।…

ଇମ୍ରାନ ଖାନ୍ ଗିରଫ ଘଟଣା: ଇସଲାମାବାଦ…

ଓଏଲ୍‌ ବ୍ୟୁରୋ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ନେଇ ବଡ ଖବର ସାମ୍ନାକୁ ଆସିଥିଲା। ଗିରଫ ହୋଇଥିଲେ ପାକିସ୍ଥାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ। ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଗିରଫ ଘଟଣାରେ ହସ୍ତକ୍ଷେପ କଲେ ପାକିସ୍ତାନ ସୁପ୍ରିମକୋର୍ଟ। ୧ ଘଣ୍ଟା…

ଗିରଫ ହେଲେ ପାକିସ୍ଥାନର ପୂର୍ବତନ…

ଓଏଲ୍‌ ବ୍ୟୁରୋ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ନେଇ ବଡ ଖବର ସାମ୍ନାକୁ ଆସିଛି। ଗିରଫ ହେଲେ ପାକିସ୍ଥାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ। ଇମ୍ରାନଙ୍କୁ ଗିରଫ କଲା ପାକିସ୍ତାନ ରେଜର୍ସ। ପାକିସ୍ତାନ ତହରିକ-ଏ-ଇନସାଫ (ପିଟିଆଇ)ର ଅଧ୍ୟକ୍ଷ ଇମ୍ରାନ ଖାନକୁ ଇସଲାମାବାଦ…

ANI ଟ୍ବିଟର ଆକାଉଣ୍ଟରେ ତାଲା

ଓଏଲ୍‌ ବ୍ୟୁରୋ: ଏସିଆନ ନ୍ୟୁଜ ଇଣ୍ଟରନ୍ୟାସନାଲ (ଏଏନଆଇ)ର ଟ୍ବିଟର ଆକାଉଣ୍ଟରେ ତାଲା। ଯେଉଁ ଲୋକମାନେ ଏଏନଆଇକୁ ଫଲୋ କରୁଛନ୍ତି ସେମାନଙ୍କ ପାଇଁ ଖରାପ ଖବର। କାରଣଟ୍ୱିଟର କମ୍ପାନୀ ଭାରତର ସବୁଠୁ ବଡ଼ ସମାଚାର ଏଜେନ୍ସି, ଯାହାର ୭.୬ ମିଲିୟନ ଫଲୋୟର୍ସ ରହିଛି, ତାକୁ ବନ୍ଦ କରିଦେଇଛି। ଏହି ନ୍ୟୁଜ…

ବ୍ରିଟେନରେ ଜଗନ୍ନାଥ ମନ୍ଦିର: ଓଡ଼ିଆ…

ଓଏଲ୍‌ ବ୍ୟୁରୋ: ବ୍ରିଟେନରେ ନିର୍ମାଣ ହେବ ପ୍ରଥମ ଜଗନ୍ନାଥ ମନ୍ଦିର। ନିର୍ମାଣ ହେବାକୁ ଥିବା ପ୍ରଥମ ଜଗନ୍ନାଥ ମନ୍ଦିର ପାଇଁ ଚ୍ୟାରିଟି ପାଣ୍ଠି ସଂଗ୍ରହ କରି ଜଣେ ଓଡ଼ିଆ ଉଦ୍ୟୋଗୀଙ୍କ ଠାରୁ ମନ୍ଦିର ନିର୍ମାଣ ପାଇଁ ୨୫୦ କୋଟି ଟଙ୍କା ଦାନ ପାଇଁ ପ୍ରତିଶ୍ରୁତି ମିଳିଛି। ପ୍ରତିଷ୍ଠା ହେବାକୁ ଥିବା ପ୍ରଭୁ…

ବିସ୍ଫୋରଣରେ ଉଡ଼ିଗଲା ପୁଲିସ ଷ୍ଟେସନ, ୧୨…

ଓଏଲ୍‌ ବ୍ୟୁରୋ: ପାକିସ୍ତାନରେ ଭୟଙ୍କର ବିସ୍ଫୋରଣ। ଉଡ଼ିଗଲା ପୁଲିସ ଷ୍ଟେସନ। ଚାଲିଗଲା ୧୨ରୁ ଉର୍ଦ୍ଧ୍ବ ପୁଲିସଙ୍କ ଜୀବନ। ଏଥିସହିତ ୪୦ରୁ ଅଧିକ ଆହତ ହୋଇଛନ୍ତି। ଏଭଳି ଘଟଣା ଗତକାଲି ରାତିରେ ପାକିସ୍ତାନର ସ୍ବାତରେ ଘଟିଛି। ଯାହାଫଳରେ ସେହି ଅଞ୍ଚଳରେ ଆତଙ୍କ ଖେଳି ଯାଇଛି। ଗତକାଲି ସୋମବାର ଦିନ…

ଭୂକମ୍ପରେ ଥରିଲା ନ୍ୟୁଜିଲାଣ୍ଡ, ରିକ୍ଟର…

ଓଏଲ୍‌ ବ୍ୟୁରୋ: ଭୂକମ୍ପରେ ଥରିଲା ନ୍ୟୁଜିଲାଣ୍ଡ। ନ୍ୟୁଜିଲାଣ୍ଡରେ ବଡ଼ ଧରଣର ଭୂମିକମ୍ପ ହୋଇଛି ଯାହାର ରିକ୍ଟର ସ୍କେଲରେ ତୀବ୍ରତା ୭.୨ ରେକର୍ଡ କରାଯାଇଛି। ନ୍ୟୁଜିଲାଣ୍ଡରେ ହୋଇଥିବା ଏହି ବଡଧରଣର ଭୂକଂପରେ କେତେ ପରିମାଣରେ କ୍ଷୟକ୍ଷତି ହୋଇଛି ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ। ସୂଚନା…

ଉଚ୍ଚଶିକ୍ଷା ପାଇଁ ଆମେରିକା ଯାଇଥିଲେ,…

ଓଏଲ୍‌ ବ୍ୟୁରୋ: ପୁଣିଥରେ ଆମେରିକାରେ ଭାରତୀୟ ଯୁବକଙ୍କୁ ହତ୍ୟା। ଉଚ୍ଚଶିକ୍ଷା ପାଇଁ ଆମେରକିା ଯାଇଥିବା ୨୪ ବର୍ଷିୟ ସାଇଶ ବୀରାଙ୍କ ମୃତ୍ୟୁ ହୋଇଛି। ସେ ଆନ୍ଧପ୍ରଦେଶର ବାସିନ୍ଦା ବୋଲି ସୂଚନା ମିଳିଛି। ସେ ଆମେରିକାରେ ଏକ ପେଟ୍ରୋଲ ପମ୍ପରେ କାର୍ଯ୍ୟ କରି ନିଜର ପଢ଼ାଖର୍ଚ୍ଚ ଉଠାଉଥିଲେ। ଜାତୀୟ…