Browsing Category
ବ୍ୟକ୍ତିତ୍ବ
ପରଲୋକରେ ପଦ୍ମଶ୍ରୀ ନନ୍ଦ ସାର୍
ଭୁବନେଶ୍ୱର: ଜଣାଶୁଣା ଶିକ୍ଷକ, ଶତାୟୁ ପୁରୁଷ ପଦ୍ମଶ୍ରୀ ନନ୍ଦ ସାର୍ ଇହଲୀଳା ସମ୍ବରଣ କରିଛନ୍ତି। ଭୁବନେଶ୍ବରର ଏକ ଘରୋଇ ଚିକିତ୍ସାଳୟରେ ଆଜି ଅପରାହ୍ଣରେ ତାଙ୍କର ମୃତ୍ୟୁ ହୋଇଛି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ଥିବାରୁ ଗତ ସପ୍ତାହରେ ତାଙ୍କୁ ଯାଜପୁର ଡୁବୁରୀସ୍ଥିତ ଏକ ଘରୋଇ ଡାକ୍ତରଖାନାରେ…
ପ୍ରସିଦ୍ଧ ପଦାର୍ଥବିଜ୍ଞାନୀ ତ୍ରିଲୋଚନ…
ଭୁବନେଶ୍ବର: ନୟାଗଡ଼ର ସୁଯୋଗ୍ୟ ସନ୍ତାନ, ଓଡ଼ିଶାର ଅଦ୍ୱିତୀୟ ବରପୁତ୍ର ପଦ୍ମଭୂଷଣ ପ୍ରଫେସର ତ୍ରିଲୋଚନ ପ୍ରଧାନଙ୍କର ଦେହାନ୍ତ ହୋଇଯାଇଛି। ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଡ. ପ୍ରଧାନ ଆଜି ଭୁବନେଶ୍ବରସ୍ଥିତ ବାସଭବନରେ ଶେଷନିଶ୍ବାସ ତ୍ୟାଗକରିଛନ୍ତି। ମୃତ୍ୟୁବେଳକୁ ତାଙ୍କୁ ୯୩ ବର୍ଷ ହୋଇଥିଲା। ତାଙ୍କ…
ଚାଲିଗଲେ ପଦ୍ମଶ୍ରୀ ପ୍ରଫେସର୍ ରାଧାମୋହନ
ଭୁବନେଶ୍ବର: ଆଉ ନାହାନ୍ତି ପଦ୍ମଶ୍ରୀ ପ୍ରଫେସର୍ ରାଧାମୋହନ। ଦୁଇ ସପ୍ତାହ ଧରି ମୃତ୍ୟୁ ସହ ଲଢ଼େଇ କରିବା ପରେ ସ୍ଥାନୀୟ ଏକ ଘରୋଇ ଚିକିତ୍ସାଳୟରେ ଆଜି ସକାଳେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୭୮ ବର୍ଷ ହୋଇଥିଲା। ଏକ ଧାରାରେ ଜଣେ ପ୍ରାଧ୍ୟାପକ, ଗାନ୍ଧିବାଦୀ, ସମାଜସେବୀ, ପରିବେଶବିତ,…
କଥାଶିଳ୍ପୀ ମନୋଜ ଦାସଙ୍କ ପରଲୋକ
ପଣ୍ଡିଚେରୀ: ଭାରତୀୟ କଥା ସାହିତ୍ୟର ଅନ୍ୟତମ ଶିଖର ପୁରୁଷ, ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଓଡ଼ିଆ ଲେଖକ ଶ୍ରୀ ମନୋଜ ଦାସ ଆଉ ନାହାନ୍ତି। ଏକ ବର୍ଷରୁ ଅଧିକ ସମୟ ଧରି ଦୁରାରୋଗ୍ୟରେ ପୀଡ଼ିତ ପ୍ରାଧ୍ୟାପକ ଦାସଙ୍କର ଆଜି ୮୭ ବର୍ଷ ବୟସରେ ପରଲୋକ ହୋଇଯାଇଛି। ତାଙ୍କ ମୃତ୍ୟୁରେ କେବଳ ଓଡ଼ିଆ ସାହିତ୍ୟରେ ନୁହେଁ,…
“ଓଡ଼ିଆ ଅସ୍ମିତାର ଆଦର୍ଶ ପୁରୁଷ…
ପୁରୀ: "ସେ ଥିଲେ ଓଡ଼ିଆ ଅସ୍ମିତାର ଆଦର୍ଶ ପୁରୁଷ। ଓଡ଼ିଶା ଓ ଓଡ଼ିଆ ଭାଷାକୁ ନୂଆ ପରିଚୟ ଦେଇଥିଲେ ଗଜପତି କପିଳେନ୍ଦ୍ର ଦେବ। ଆଜକୁ ୬ ଶହ ବର୍ଷ ତଳେ ଓଡ଼ିଶା ମହାରାଜ୍ୟ ପ୍ରତିଷ୍ଠ କରିଥିବା ସୂର୍ଯ୍ୟବଂଶୀ ବୀର କପିଳେନ୍ଦ୍ର ସର୍ବେଶ୍ରେଷ୍ଠ ହିନ୍ଦୁ ରାଜା ଥିଲେ। ଅସଲ ଅର୍ଥରେ ସେ ହିଁ ଥିଳେ ଓଡ଼ିଶା ଓ ଓଡ଼ିଆଙ୍କ…
ହୃଦୟ ଜିଣିଲେ ଟ୍ରାଫିକ୍ ପୁଲିସ
ଭୁବନେଶ୍ବର: ଅନେକ ସମୟରେ ଆପଣ ପୁଲିସର ବର୍ବରତାର କାହାଣୀ ଶୁଣିଥିବେ ଓ ଦେଖିଥିବେ। କେଉଁଠି ଗରିବ ବ୍ୟବସାୟୀର ପରିବା ଟ୍ରଲି ଓଲଟାଇ ଦେଲେଣି ତ କେଉଁଠି ରାସ୍ତାକଡ଼ ପରିବା ଦୋକାନ ଉପରେ ଗାଡ଼ି ଚଢ଼େଇ ଦେଲେଣି, ପୁଣି କେଉଁଠି ବେଆଇନ ବ୍ୟବସାୟର ଅଭିଯୋଗ ଆଣି ମାଡ଼ ମାରିଲେଣି। ତେବେ ନାନାଦି ନକରାତ୍ମକ ଚିତ୍ର…
ଚାଲିଗଲେ ଅଭିନେତା ଅଜିତ ଦାସ
ଭୁବନେଶ୍ବର: କରୋନା ଆକ୍ରାନ୍ତ ହୋଇ ଜୀବନ ହାରିଛନ୍ତି ପ୍ରସିଦ୍ଧ ଅଭିନେତା ଅଜିତ ନାରାୟଣ ଦାସ। ମଞ୍ଚ, ପରଦା, ଟେଲିଭିଜନ୍ରେ ଅଭିନୟ ସାଙ୍ଗକୁ ସିନେମା ଓ ନାଟ୍ୟ ନିର୍ଦ୍ଦେଶନା ତଥା ଅଭିନୟ ପ୍ରଶିକ୍ଷଣ ମାଧ୍ୟମରେ ରାଜ୍ୟ ଓ ରାଜ୍ୟ ବାହାରେ ପ୍ରତିଷ୍ଠା ଅର୍ଜନ କରିଥିବା ଶ୍ରୀ ଦାସ ଆଜି ୭୧ ବର୍ଷ ବୟସରେ…
ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ…
ନୂଆଦିଲ୍ଲୀ: ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ୭୬ତମ ଜନ୍ମବାର୍ଷିକୀ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ରାହୁଲ ଆଜି ତାଙ୍କ ପିତାଙ୍କ କଥା ମନେ ପକାଇ ଭାବୁକ ହୋଇ ଲେଖିଛନ୍ତି ଯେ, ରାଜୀବ ଗାନ୍ଧୀ…
ଆଜି ପୁଣ୍ୟତିଥି: ସାମ୍ବାଦିକରୁ…
ନୂଆଦିଲ୍ଲୀ: ଭାରତର ରାଜନୈତିକ ଇତିହାସରେ ଜଣେ ସଫଳ ବ୍ୟକ୍ତିତ୍ୱ ହେଉଛନ୍ତି ଅଟଳ ବିହାରି ବାଜପେୟୀ। ଯିଏ ଜୀବନର ପ୍ରତି କ୍ଷେତ୍ରରେ ସଫଳତାର ଶୀର୍ଷକୁ ଛୁଇଁପାରିଛନ୍ତି। ସେ ଏକାଧାରରେ ଜଣେ ବିଚକ୍ଷଣ ରାଜନୀତିଜ୍ଞ, ପ୍ରଶାସକ, ଭାଷାବିତ, କବି, ସମ୍ବାଦିକ ଓ ଲେଖକ। ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ଆଦର୍ଶରେ…
କରୋନା ଆକ୍ରାନ୍ତ ହୋଇ ଚାଲିଗଲେ ରାହତ…
ଇନ୍ଦୋର: କରୋନାରେ ଆକ୍ରାନ୍ତ ହେବା ପରେ ପ୍ରସିଦ୍ଧ ଉର୍ଦ୍ଦୁ କବି ଓ ହିନ୍ଦୀ ସିନେମା ଗୀତ ଲେଖକ ରାହତ ଇନ୍ଦୋରୀଙ୍କର ପରଲୋକ ହୋଇଛି। ତାଙ୍କୁ ୭୦ ବର୍ଷ ହୋଇଥିଲା। ଗତକାଲି ସେ କରୋନା ପଜିଟିଭ୍ ବୋଲି ଜଣାପଡ଼ିବା ପରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ଓ ଆଜି ଅପରାହ୍ଣରେ ଶେଷନିଶ୍ବାସ ତ୍ୟାଗ କରିଛନ୍ତି।…