Odisha Link
Bridging the Missing Links in Odisha
Browsing Category

କ୍ରୀଡ଼ା

ଚର୍ଚ୍ଚାରେ ପଡ଼ିଲା ବିରାମ, ୨୦୨୨ IPLରେ…

ଓଏଲ୍‌ ବ୍ୟୁରୋ: କ୍ରିକେଟ ପ୍ରେମୀଙ୍କ ପାଇଁ ବଡ଼ ଖବର। କ୍ରିକେଟକୁ ଅଲବିଦା କହିଥିବା ମିଷ୍ଟର ଆଇପିଏଲ ଫଟାଫଟ୍‌ କ୍ରିକେଟ ଲିଗରେ କରିବାକୁ ଯାଉଛନ୍ତି ଦମଦାର ଏଣ୍ଟ୍ରି। ମିଷ୍ଟର ଆଇପିଏଲ ଭାବେ ଜଣାଶୁଣା ସୁରେଶ ରାଇନାଙ୍କୁ ଚଳିତ ଥର ଆଇପିଏଲରେ ଦେଖିପାରିବେ କ୍ରିକେଟ ପ୍ରେମୀ। ଏଥର ଟିକେ ନିଆରା ଅନ୍ଦାଜରେ…

ସିଏସ୍‌କେ ଶିବିରିରେ ଓଡ଼ିଆ ପୁଅ, ଦଳ…

ଓଏଲ୍‌ ବ୍ୟୁରୋ: ମାର୍ଚ୍ଚ ୨୬ରେ ଆରମ୍ଭ ହେବାକୁ ଯାଉଛି ଫଟାଫଟ କ୍ରିକେଟ ମହାକୁମ୍ଭ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍। ଟାଇଟଲ ହାତେଇଇବା ପାଇଁ ସମସ୍ତ ଦଳ ଆପଣାଇଛନ୍ତି ରଣକୌଶଳ। ଚଳିତ ଆଇପିଏଲରେ ଦେଖିବାକୁ ମିଳିପାରେ ଓଡ଼ିଆ ପୁଅଙ୍କ ଝଲକ। ଓଡ଼ିଶା ରଣଜୀ ଦଳର ଅଧିନାୟକ ଶୁଭ୍ରାଂଶୁ ସେନାପତି ବୁଧବାର ଦିନ ଚେନ୍ନାଇ…

ଶହେତମ ଟେଷ୍ଟରେ କ୍ଲିନ୍‌ ବୋଲ୍ଡ ବିରାଟ,…

ଓଏଲ୍‌ ବ୍ୟୁରୋ: ନୂଆ ମାଇଲ ଖୁଣ୍ଟ ଛୁଇଁଲେ ରନ୍‌ ମେସିନ୍‌ ବିରାଟ କୋହଲି। ଶ୍ରୀଲଙ୍କା ବିପକ୍ଷରେ ନିଜର ୧୦୦ ତମ ଟେଷ୍ଟ ଖେଳିଛନ୍ତି ବିରାଟ କୋହଲି। ହେଲେ ଦର୍ଶକଙ୍କୁ ନିରାଶ ହେବାକୂ ପଡ଼ିଛି। କାରଣ ନିଜର ଶହେତମ ଟେଷ୍ଟରେ ବଡ଼ ସ୍କୋର କରିବାରେ ବିଫଳ ହୋଇଛନ୍ତି ବିରାଟ। ନିଜର ଶହେତମ ଟେଷ୍ଟ୍ ଖେଳୁଥିବା…

ରୋହିତ ଶର୍ମା କଲେନି କଲ୍‌, ସୋସିଆଲ…

ଓଏଲ୍‌ ବ୍ୟୁରୋ: ଓ୍ବେଷ୍ଟଇଣ୍ଡିଜକୁ ଧୂଳି ଚଟାଇବା ପରେ ଶ୍ରୀଲଙ୍କା ବିପକ୍ଷରେ ମଧ୍ୟ ଦମଦାର ଆରମ୍ଭ କରିଛି ହିଟ୍‌ ମ୍ୟାନ୍‌ଙ୍କ ସୁପର ଟିମ୍। ଶ୍ରୀଲଙ୍କର ବିପକ୍ଷ ପ୍ରଥମ ଟି-୨୦ରେ ଭାରତୀୟ ଦଳ ଉଭୟ ବ୍ୟାଟିଂ ଓ ବୋଲିଂରେ ଦମଦାର ପ୍ରଦର୍ଶନ କରି ଶ୍ରୀଲଙ୍କାକୁ ୬୨ ରନରେ ପରାସ୍ତ କରିଛି। ଯାହାକୁ ନେଇ ରୋହିତ…

ବାଜିଲା ବିଗୁଲ, ଏହି ତାରିଖରୁ ଆରମ୍ଭ ହେବ…

ଓଏଲ୍‌ ବ୍ୟୁରୋ: ବାଜିଲା ଆଇପିଏଲ ବିଗୁଲ। ଘୋଷଣା ହେଲା ତାରିଖ। ଆଇପିଏଲର ୧୫ ତମ ସଂସ୍କରଣ ମାର୍ଚ୍ଚ ୨୬ ତାରିଖରୁ ଆରମ୍ଭ ହେବ। ଏନେଇ ଗୁରୁବାର ଆଇପିଏଲ ଗଭର୍ଣ୍ଣିଂ କାଉନସିଲ୍‌ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଚଳିତଥର ଏହି ମେଗା ଟୁର୍ଣ୍ଣାମେଣ୍ଟ ମୁୁମ୍ବାଇ ଓ ପୁନେର ୪ଟି ଷ୍ଟାଡିୟମରେ ଆୟୋଜିତ ହେବ। ଚଳିତ…

ଶ୍ରେୟସ୍‌ ଆୟର ନୂଆ ଅଧିନାୟକ

ଓଏଲ୍‌ ବ୍ୟୁରୋ: ସରିଲା ମେଗା ଅକ୍ସନ। ଆରମ୍ଭ ହେଲା ରୋମାଞ୍ଚ। ସମସ୍ତ ଦଳ ନିଜ ମନପସନ୍ଦର ଖେଳାଳି ନେଇ ସାରିବା ପରେ ଏବେ ସମସ୍ତଙ୍କ ନଜର ଟାଇଟଲ ଉପରେ। ଚଳିତ ବର୍ଷ ମୋଟ ୧୦ଟି ଦଳ ଇଣ୍ଡିଆନ୍‌ ପ୍ରିମିୟର ଲିଗରେ ଦେଖାଇବେ ଚମକ। ଏଥିପାଇଁ ବିଭିନ୍ନ ଦଳ ଆପଣେଇଛନ୍ତି ଭିନ୍ନ ଭିନ୍ନ ରଣକୌଶଳ। ଏସବୁ ମଧ୍ୟରେ…

ଚିନ୍ତାରେ ବିସିସିଆଇ: ଖେଳାଳି ପଜିଟିଭ…

ଓଏଲ୍‌ ବ୍ୟୁରୋ: ଭାରତ-ଓ୍ବେଷ୍ଟଇଣ୍ଡିଜ ସିରିଜ ଉପରେ କରୋାନାର କଳା ବାଦଲ। ରବିବାରଠୁ ଆରମ୍ଭ ହେବାକୁ ଯାଉଛି ଭାରତ ଓ ଓ୍ବେଷ୍ଟଇଣ୍ଡିଜ ଦିନିକିଆ ସିରିଜ। ଏହାପୂର୍ବରୁ ଟିମ୍‌ ଇଣ୍ଡିଆର ୫ ଖେଳାଳି ଓ ୨ ସପୋର୍ଟିଂ ଷ୍ଟାଫ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଯାହାଫଳରେ ଦିନିକିଆ ସିରିଜ ଉପରେ କରୋନାର କଳା…

ମନ୍ଧାନାଙ୍କୁ ICCର ସର୍ବଶ୍ରେଷ୍ଠ…

ଓଏଲ୍‌ ବ୍ୟୁରୋ: ଭାରତୀୟ ମହିଳା କ୍ରିକେଟରଙ୍କୁ ଆଇସିସିର ସର୍ବଶ୍ରେଷ୍ଠ ପୁରସ୍କାର। ୨୦୨୧ ବର୍ଷ ପାଇଁ ଆଇସିସିର ଶ୍ରେଷ୍ଠ କ୍ରିକେଟର ଭାବେ ବିବେଚିତ ହୋଇଛନ୍ତି ଭାରତୀୟ ମହିଳା ଦଳର ଷ୍ଟାର କ୍ରିକେଟର ସ୍ମୃତି ମନ୍ଧନା। ଭାରତର ଏକମାତ୍ର ଖେଳାଳି ଭାବେ ମାନ୍ଧନା ୨୦୨୧ ବର୍ଷ ପାଇଁ ପୁରସ୍କାର ଜିତିଛନ୍ତି।…

କୋହଲିଙ୍କ ବିରାଟ ନିଷ୍ପତ୍ତି ପରେ…

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ ହାରିବା ପରେ ସମସ୍ତଙ୍କୁ ଚକିତ କଲାଭଳି ଘୋଷଣା କରିଛନ୍ତି ବିରାଟ କୋହଲି। ଭାରତୀୟ ଟେଷ୍ଟ ଦଳର ଅଧିନାୟକ ପଦରୁ ସେ ଇସ୍ତଫା ଦେଇଥିବା ନେଇ ସେ ଟ୍ବିଟ୍‌ କରି ଘୋଷଣା କରିଛନ୍ତି। ଏହାପୂର୍ବରୁ ବିରାଟ ଟି-୨୦ ଅଧିନାୟକ ପଦ ଛାଡ଼ିଥିଲେ। ପରେ ତାଙ୍କୁ…

ଟେଷ୍ଟ ଅଧିନାୟକ ପଦ ଛାଡ଼ିଲେ ବିରାଟ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ ହାରିବା ପରେ ସମସ୍ତଙ୍କୁ ଚକିତ କଲାଭଳି ଘୋଷଣା କରିଛନ୍ତି ବିରାଟ କୋହଲି। ଭାରତୀୟ ଟେଷ୍ଟ ଦଳର ଅଧିନାୟକ ପଦରୁ ସେ ଇସ୍ତଫା ଦେଇଥିବା ନେଇ ସେ ଟ୍ବିଟ୍‌ କରି ଘୋଷଣା କରିଛନ୍ତି। ଏହାପୂର୍ବରୁ ବିରାଟ ଟି-୨୦ ଅଧିନାୟକ ପଦ ଛାଡ଼ିଥିଲେ। ପରେ ତାଙ୍କୁ…