Browsing Category
ଖବର
୩ ରାଜ୍ୟକୁ ସତର୍କ ଘଣ୍ଟି, ୨୪ ଘଣ୍ଟାରେ…
ଓଏଲ୍ ବ୍ୟୁରୋ: ଅତି ଭୀଷଣ ବାତ୍ୟାରେ ପରିଣତ ହେଲା ‘ବିପର୍ଯ୍ୟୟ’। ଆଗାମୀ ୨୪ ଘଣ୍ଟା ଭିତରେ ଆହୁରି ତ୍ରୀବ ରୂପ ନେବ। ପୂର୍ବ କେନ୍ଦ୍ରୀୟ ଆରବ ସାଗରରେ ଘନୀଭୂତ ହେଉଛି ବାତ୍ୟା ‘ବିପର୍ଯ୍ୟୟ’। ଆଗାମୀ ଦୁଇ ଦିନ ମଧ୍ୟରେ ଏହା ଉତ୍ତର ଏବଂ ଉତ୍ତରପଶ୍ଚିମ ଦିଗକୁ ଗତି କରିବ। ଗୋଆ, କର୍ଣ୍ଣାଟକ ଏବଂ…
ଆମେରିକାରୁ ଆସି ଭୁବନେଶ୍ବରରେ ହେଲା ୨…
ଓଏଲ୍ ବ୍ୟୁରୋ: ସାଧାରଣତଃ ପୁଅଙ୍କ ବ୍ରତଘର ହୋଇଥାଏ। ଝିଅଟିଏର ବ୍ରତଘର ହେବା ବୋଧେ ପ୍ରାୟତ ଦେଖିବାକୁ କମ୍ ମିଳିଥାଏ। ଭୁବନେଶ୍ୱରର ଏକ ସ୍ଥାନୀୟ ହୋଟେଲରେ ଦେଖିବାକୁ ମିଳିଥିଲା ଏମିତି କିଛି ଘଟଣା। ବାଲେଶ୍ୱରର ଗୁରୁସୋମ ନାମକ ଜଣେ ବ୍ୟକ୍ତି ତାଙ୍କର ଜଣେ ପୁଅ ସହ ୨ଝିଅଙ୍କର ମଧ୍ୟ ବ୍ରତଘର କରାଇଛନ୍ତି।…
ରଜ ପରେ ତାତିରୁ ମିଳିବ ତ୍ରାହି! ଆସନ୍ତା…
ଓଏଲ୍ ବ୍ୟୁରୋ: କାଳବୈଶାଖୀ ପରେ ମଧ୍ୟ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଗୁଳୁଗୁଳି ଅନୁଭୂତ ହେଉଛି। ତେବେ ଆଜିଠୁ ୧୪ ତାରିଖ ଯାଏଁ ୧୩ ଜିଲ୍ଲାକୁ ହିଟ୍ୱେଭ୍ ୱାର୍ଣ୍ଣିଂ ଜାରି କରାଯାଇଛି। ଆଜିଠୁ ୧୪ ତାରିଖ ଯାଏଁ ୬ ଜିଲ୍ଲାକୁ ୱାର୍ଣ୍ଣିଂ ଜାରି କରାଯାଇଛି। ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ସୋନପୁରକୁ…
ପ୍ରି-ଆକ୍ଟିଭେଟେଡ୍ ସିମ୍ ରାକେଟ ଠାବ…
ଓଏଲ୍ ବ୍ୟୁରୋ: ପୁଣି ଠାବ ହେଲା ଏକ ପ୍ରି-ଆକ୍ଟିଭେଟେଡ୍ ସିମ୍ ରାକେଟ। ବିପୁଳ ପରିମାଣର ଆକ୍ଟିଭେଟେଡ୍ ସିମ୍ ଜବତ ହୋଇଥିବା ସୂଚନା। ଠାବ କଲା କଟକ ସାଇବର ଥାନା ପୁଲିସ। ରାକେଟରେ ୮ ଜଣ ଅଭିଯୁକ୍ତ ମଧ୍ୟ ଗିରଫ। ୮ ମାସରେ ୫ ହଜାର ସିମ୍ ଆକ୍ଟିଭ କରିଛନ୍ତି। ଅଭିଯୁକ୍ତ ମଧ୍ୟରେ ଅଛନ୍ତି ଜଣେ ଏଲଏଲବି…
କର୍କଟ ରୋଗର ମୁକାବିଲା ନିମନ୍ତେ ସୋଆରେ…
ଓଏଲ୍ ବ୍ୟୁରୋ: କର୍କଟ ରୋଗର ମୁକାବିଲା ନିମନ୍ତେ ସ୍ଥାନୀୟ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟର ଗବେଷକମାନେ ନୂତନ ଡ୍ରଗ୍ ଓ ଡାଏଗ୍ନୋଷ୍ଟିକ୍ ଟେକ୍ନିକ୍ସର ବିକାଶ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି। ଏହି ଗବେଷଣା କାର୍ଯ୍ୟ ପାଇଁ କେନ୍ଦ୍ର ସରକାରଙ୍କ ବାୟୋଟେକ୍ନୋଲୋଜି ବିଭାଗ ପକ୍ଷରୁ ୪.୫୪ କୋଟି…
ବାହାନଗା ବଜାର ଷ୍ଟେସନରେ ରହିବନି କୌଣସି…
ଓଏଲ୍ ବ୍ୟୁରୋ: ଗତ ଶୁକ୍ରବାର ଅର୍ଥାତ ଜୁନ୍ ୨ ଠିକ୍ ସନ୍ଧ୍ୟା ସମୟରେ ବାଲେଶ୍ବର ଜିଲ୍ଲା ବାହାନଗା ବଜାର ଷ୍ଟେସନ ନିକଟରେ ଘଟିଥିଲା ଭୟଙ୍କର ଦୁର୍ଘଟଣା। ଯେଉଁଥିରେ ୨୮୮ ଜଣ ପ୍ରାଣ ହରାଇଥିବା ବେଳେ ହଜାରରୁ ଅଧିକ ଲୋକ ଆହତ ହୋଇଥିଲେ। ଏହି ଘଟଣାକୁ ନେଇ ତଦନ୍ତ କରୁଛି ସିବିଆଇ। ତଦନ୍ତ ଚାଲିଥିବାରୁ…
ଏଲନ ମସ୍କଙ୍କ ବଡ଼ ଘୋଷଣା, ଏଣିକି…
ଓଏଲ୍ ବ୍ୟୁରୋ: ଖୁବ ଜଣାଶୁଣା ଟ୍ବିଟରର ପୂର୍ବତନ ସିଇଓ ଏଲନ ମସ୍କ ଟ୍ୱିଟର ବ୍ୟବହାରକାରୀଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ଏଥର ଟ୍ୱିଟରରୁ ମିଳିବ ଟଙ୍କା। ଟ୍ୱିଟରରେ କଣ୍ଟେଣ୍ଟ ସୃଷ୍ଟି କରୁଥିବା ବ୍ୟବହାରକାରୀଙ୍କୁ ମିଳିବ ଟଙ୍କା। ଯେଉଁ ଟ୍ୱିଟର ବ୍ୟବହାରକାରୀ ମାନେ ନିଜ ଟ୍ୱିଟ ମାଧ୍ୟମରେ ବିଜ୍ଞାପନ…
ପୁଣି ଠାବ ହେଲା ପ୍ରି-ଆକ୍ଟିଭେଟେଡ୍…
ଓଏଲ୍ ବ୍ୟୁରୋ: ପୁଣି ଠାବ ହେଲା ଏକ ପ୍ରି-ଆକ୍ଟିଭେଟେଡ୍ ସିମ୍ ରାକେଟ ଠାବ। ବିପୁଳ ପରିମାଣର ଆକ୍ଟିଭେଟେଡ୍ ସିମ୍ ଜବତ ହୋଇଥିବା ସୂଚନା। ଠାବ କଲା କଟକ ସାଇବର ଥାନା ପୁଲିସ। ରାକେଟରେ ୬ ଜଣ ଅଭିଯୁକ୍ତ ମଧ୍ୟ ଗିରଫ। ସମସ୍ତ ଅଭିଯୁକ୍ତ ପୁରୀ ଜିଲ୍ଲା ବାସିନ୍ଦା ହୋଇଥିବା ସୂଚନା। ରାକେଟରେ ବିଦେଶୀ…
ବିଜୁଳି ସମସ୍ୟାରେ ପଡ଼ିବ ପୂର୍ଣ୍ଣଚ୍ଛେଦ!…
ଓଏଲ୍ ବ୍ୟୁରୋ: ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ତାଣ୍ଡବ କରିଥିଲା। ଯାହା ପରେ ବିଭିନ୍ନ ସ୍ଥାନରେ ବର୍ଷା ହୋଇ ଅନେକ ସମୟ ଧରି ବିଦ୍ୟୁତ କାଟ ହୋଇଥିଲା। ଯାହାକୁ ନେଇ ରାଜନୈତିକ ଚର୍ଚ୍ଚା ଆରମ୍ଭ ହୋଇଥିବାବେଳେ ଏନେଇ ସ୍ପଷ୍ଟୀକରଣ ରଖିଛନ୍ତି ଶକ୍ତିମନ୍ତ୍ରୀ। ରାଜ୍ୟର ବିଜୁଳି ସମସ୍ୟା ନେଇ ବୈଠକ…
ବିଦ୍ୟୁତ୍ ଆଘାତ ନେଲା ମାଆ-ପୁଅ ଜୀବନ
ଓଏଲ୍ ବ୍ୟୁରୋ: ବାଲେଶ୍ୱର ଜିଲ୍ଲା ଖଇରା ଥାନା ମହତିପୁର ପଞ୍ଚାୟତ ନାହୁଲ ଗାଁରେ ଘଟିଥିବା ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ବିଦ୍ୟୁତ ଆଘାତରେ ମାଆ ସହ ପୁଅ ଜୀବନ ଚାଲିଯାଇଥିବା ଜଣା ପଡିଛି। ବିଦ୍ୟୁତ ଆଘାତ ପରେ ମାଆ ଓ ପୁଅଙ୍କ ନିକଟସ୍ଥ ଚିକିତ୍ସାଳୟକୁ ନିଆଯାଇଥିଲା। ପରେ ସେଠାରେ ଡାକ୍ତର ତାଙ୍କୁ ମୃତ…