Browsing Category
ଜାତୀୟ
ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…
ଓଏଲ୍ ବ୍ୟୁରୋ: ରାଜ୍ୟରେ ବିଜେପି ସରକାର ଶାସନକୁ ଏକ ବର୍ଷ ପୂରଣ ହୋଇଛି। ରାଜ୍ୟରେ ବିଜେପି ସରକାରର ବର୍ଷ ପୂର୍ତ୍ତି ସମାରୋହରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ଓଡ଼ିଶା ଆସିଛନ୍ତି। ବିମାନବନ୍ଦରରେ ଭବ୍ୟ ସ୍ୱାଗତ କରାଯାଉଛି। ଭାରତୀୟ ବାୟୁସେନାର ସ୍ଵତନ୍ତ୍ର ବିମାନ ଯୋଗେ ପହଞ୍ଚିଛନ୍ତି। ଆଜି ଜନତା…
ଶେଷ ହେଉନି ବିମାନ ଯାତ୍ରା ଭୟ, ୭ଟି ଏୟାର…
ଓଏଲ୍ ବ୍ୟୁରୋ: ଶେଷ ହେଉନି ବିମାନ ଯାତ୍ରା ଭୟ। କିଛି ଦିନ ହେବ ଲାଗି ରହିଛି ବିମାନ ଅଘଟଣ। ଏସବୁ ଭିତରେ ଏୟାର ଇଣ୍ଡିଆ ବିମାନ ଉଡ଼ାଣ ବାତିଲ କରାଯାଇଛି। ରକ୍ଷଣାବେକ୍ଷଣ ଓ ଯାଞ୍ଚ ପାଇଁ ବାତିଲ ହୋଇଥିବା ସୂଚନା ରହିଛି। ୭ଟି ଏୟାର ଇଣ୍ଡିଆ ବିମାନର ଉଡ଼ାଣ ବାତିଲ ହୋଇଛି। ୪ଟି ଅନ୍ତର୍ଜାତୀୟ ଓ ୩ଟି ଘରୋଇ…
ଚିକିତ୍ସା ପାଇଁ ମୁମ୍ବାଇ ଗଲେ ନବୀନ, ଆଶୁ…
ଓଏଲ୍ ବ୍ୟୁରୋ: ମୁମ୍ବାଇ ଗଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ସର୍ଭାଇକାଲ୍ ଆର୍ଥ୍ରାଇଟିସ୍ ଚିକିତ୍ସା ପାଇଁ ନବୀନ ପଟ୍ଟନାୟକ ଆଜି ମୁମ୍ବାଇ ଗସ୍ତ କରିଛନ୍ତି। କୋକିଲା ବେନ୍ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ହେବ ଚିକିତ୍ସା। ନବୀନଙ୍କ ଆଶୁ ଆରୋଗ୍ୟ କାମନା କରି ଚାଲିଛି ପୂଜାର୍ଚ୍ଚନା। ମହିଳା ବିଜେଡି…
ଅଗଷ୍ଟ ୧୫ରୁ ନୂଆ ଫାସ୍ଟ୍ୟାଗ୍ ନିୟମ,…
ଓଏଲ୍ ବ୍ୟୁରୋ: ଟୋଲ୍ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବା ପାଇଁ ଆସନ୍ତା ଅଗଷ୍ଟ ୧୫ରୁ ନୂଆ ଫାସ୍ଟ୍ୟାଗ୍ ନିୟମ ଲାଗୁ ହେବାକୁ ଯାଉଛି। ଏନେଇ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଟ୍ୱିଟ କରି ଜଣାଇଛନ୍ତି। ଅଗଷ୍ଟ ୧୫ରୁ ନୂଆ ଫାସ୍ଟ୍ୟାଗ୍ ନିୟମ ଲାଗୁ ହେବ, ଯେଉଁଥିରେ ୩ ହଜାର ଟଙ୍କାରେ ବର୍ଷେ…
ଇସ୍ରାଏଲ୍-ଇରାନ୍ ଉତ୍ତେଜନା:…
ଓଏଲ୍ ବ୍ୟୁରୋ: ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଆରମ୍ଭ ହୋଇଥିବା ଉତ୍ତେଜନାକୁ ନେଇ ଭାରତ ଉଦବେଗ ପ୍ରକାଶ କରିଛି। ହିଂସା ପଥ ଛାଡ଼ି କୂଟନୈତିକ ସ୍ତରରେ ଆଲୋଚନା ଜରିଆରେ ଦୁଇ ଦେଶ ପରସ୍ପର ମଧ୍ୟରେ ଥିବା ବିବାଦକୁ ସମାଧାନ କରିବା ଲାଗି ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହଯାଇଛି। ଇସ୍ରାଏଲ ପକ୍ଷରୁ…
ପୁଣି ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ…
ଓଏଲ୍ ବ୍ୟୁରୋ: ଶେଷ ହେଉନି ବିମାନ ଯାତ୍ରା ଭୟ। କିଛି ଦିନ ହେବ ଲାଗି ରହିଛି ବିମାନ ଅଘଟଣ। ଏସବୁ ଭିତରେ ପୁଣି ବିମାନରେ ତ୍ରୁଟି। କୋଲକାତାରେ ଜରୁରୀ ଅବତରଣ କରିଛି ଆମେରିକାରୁ ଆସିଥିବା ବିମାନ। ଆମେରିକା କାର୍ଲିଫର୍ଣ୍ଣିଆର ସାନ୍-ଫ୍ରାନ୍ସିକୋରୁ ମୁମ୍ବାଇ ଯାଉଥିବା ଏହି ବିମାନ କୋଲକାତା…
ବିମାନକୁ ବୋମା ଧମକ: ଫେରିଗଲା ଜର୍ମାନୀ…
ଓଏଲ୍ ବ୍ୟୁରୋ: ଶେଷ ହେଉନି ବିମାନ ଯାତ୍ରା ଭୟ। କିଛି ଦିନ ହେବ ଲାଗି ରହିଛି ବିମାନ ଅଘଟଣ। ଏସବୁ ଭିତରେ ପୁଣି ବିମାନରେ ବୋମା ଧମକ ଦିଆଯାଇଥିବା ଜଣା ପଡିଛି। ଜର୍ମାନୀର ଫ୍ରାଙ୍କଫର୍ଟ ସହରରୁ ହାଇଦ୍ରାବାଦ ଆସୁଥିବା ଏକ ବିମାନରେ ବୋମା ଥିବା ସୂଚନା ପରେ ତାହାକୁ ଫେରାଇ ଦିଆଯାଇଥିଲା। ତେବେ…
‘କେମିତି ବଞ୍ଚିଲି…
ଓଏଲ୍ ବ୍ୟୁରୋ: ଅହମ୍ମଦାବାଦ ଏୟାରପୋର୍ଟ ନିକଟରେ ବିମାନ ଦୁର୍ଘଟଣା କେବଳ ସମଗ୍ର ଦେଶକୁ ନୁହେଁ, ବିଦେଶର ଲୋକଙ୍କୁ ମଧ୍ୟ ଝଟକା ଦେଇଛି। ଅତ୍ୟଧିକ ଗତିରେ ଟେକଅଫ କରୁଥିବା ବିମାନଟି ସିଧାସଳଖ ଏକ ହସ୍ପିଟାଲର ହଷ୍ଟେଲ ବିଲ୍ଡିଂରେ ପଶି ଯାଇଥିଲା। ତୀବ୍ର ବିସ୍ଫୋରଣ, ନିଆଁ, ଧୂଆଁ ଏବଂ ଚିତ୍କାର ମଧ୍ୟରେ…
ବିମାନରେ ବୋମା ଆତଙ୍କ, ଜରୁରୀ ଅବତରଣ କଲା…
ଓଏଲ୍ ବ୍ୟୁରୋ: ଅହମ୍ମଦାବାଦ ଏୟାରପୋର୍ଟ ନିକଟରେ ବିମାନ ଦୁର୍ଘଟଣା ପରେ ମନରୁ ଭୟ ଲିଭିନଥିବାବେଳେ ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ ମିଳିଛି। ବୋମା ଧମକ ପରେ ଏୟାର ଇଣ୍ଡିଆ ବିମାନର ଜରୁରୀ ଅବତରଣ କରିଛି। ଥାଇଲାଣ୍ଡରେ ଏମରେଜେନ୍ସି ଲ୍ୟାଣ୍ଡିଂ କରିଛି ବିମାନ। ଅହମ୍ମଦାବାଦ ଏୟାର ଇଣ୍ଡିଆ ବିମାନ କ୍ରାସ…
ବିମାନ ଦୁର୍ଘଟଣା: ସ୍ଥିତି ଅନୁଧ୍ୟାନ ପରେ…
ଓଏଲ୍ ବ୍ୟୁରୋ: ଅହମ୍ମଦାବାଦ ଏୟାରପୋର୍ଟ ନିକଟରେ ବିମାନ ଦୁର୍ଘଟଣାଗ୍ରସ୍ତ। ବିମାନରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବିମାନ ଦୁର୍ଘଟଣା ହୋଇଛି। ବିମାନ ଦୁର୍ଘଟଣାର ସ୍ଥିତି ଦେଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ବିମାନ ଦୁର୍ଘଟଣାରେ ୨୪୧ ଜଣଙ୍କର ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି। ଅହମ୍ମଦାବାଦର…