Odisha Link
Bridging the Missing Links in Odisha
Browsing Category

PEN IN BOOKS

ଆମ ଅନୁଷ୍ଠାନର ପ୍ରକାଶନ ବିଭାଗ ହେଉଛି ପେନ୍‌ ଇନ୍‌ ବୁକ୍ସ
୨୦୦୬ ମସିହା ଠାରୁ ପୁସ୍ତକ ପ୍ରସ୍ତୁତ କରି ଆସୁଥିବା ରାଜ୍ୟର ଏହି ଅଗ୍ରଣୀ ପ୍ରକାଶନ ସଂସ୍ଥା ଓଡ଼ିଆ ସମେତ ହିନ୍ଦୀ ଓ ଇଂରାଜୀ ଭାଷାର ବହି ମଧ୍ୟ ପ୍ରକାଶ କରିଥାଏ। ଆମର ସମସ୍ତ ବହି ଦିଲ୍ଲୀର ଥମ୍‌ସନ୍‌ ପ୍ରେସ୍‌ରେ ଛପାହୁଏ। ଅଭିଜ୍ଞ ଓ କୁଶଳୀ କର୍ମଚାରୀ ସାଙ୍ଗକୁ ନୂଆ ପ୍ରଯୁକ୍ତି ବିଜ୍ଞାନର ବ୍ୟବହାର କରି ଆମେ ଓଡ଼ିଶାରେ ପୁସ୍ତକ ପ୍ରକାଶନକୁ ଏକ ନୂଆ ଉଚ୍ଚତାକୁ ନେଇପାରିଛୁ। ଏ ପ୍ରକାଶନ ସଂସ୍ଥା ବାବଦରେ ଅଧିକ ଜାଣିବା ପାଇଁ ଆପଣ ଆମର ଓ୍ବେବ‌ସାଇଟ୍‌ www.peninbooks.com ଭ୍ରମଣ କରିପାରିବେ।
facebook.com/peninbooks
twitter.com/peninbooks
www.instagram.com/peninbooks
ଆମକୁ ସାମାଜିକ ଗଣମାଧ୍ୟମରେ ତଳ ଲିଙ୍କ ସବୁରେ ପାଇପାରିବେ।
ଆମର ପୁସ୍ତକ କିଣିବା ପାଇଁଁ ଆମାଜନ୍‌ର ତଳ ଲିଙ୍କ୍‌ରେ ଖୋଜିପାରିବେ।
www.amazon.in

Celebrating Koraput: The Margin…

4th Koraput Literary Festival from 26 December Odisha Governor Prof. Ganeshi Lal, Padma Shri Dr. Pratibha Ray and celebrated Telugu poet Nikhileswar to grace the closing ceremony Author Dash Benhur and Poet Hrushikesh Mallick to receive…

ସୂର୍ଯ୍ୟମଣି ମିଶ୍ରଙ୍କ ପ୍ରବନ୍ଧ ସଂକଳନ…

ଭୁବନେଶ୍ବର: ଗଣମାଧ୍ୟମ ବିକ୍ରି ହୋଇପାରେ, ନିର୍ଦ୍ଦିଷ୍ଟ ବିଚାରର ସମର୍ଥନ କରିପାରେ, କିନ୍ତୁ ସ୍ତମ୍ଭକାର ନୁହେଁ। ମୁକ୍ତ ଓ ମୌଳିକ ଚିନ୍ତା ମାଧ୍ୟମରେ ସମାଜରେ ଏକ ବିକଳ୍ପ ବିମର୍ଶର ସୂତ୍ରପାତ କେବଳ ସ୍ତମ୍ଭକାର କରିପାରିବ ବୋଲି ବରିଷ୍ଠ କବି ତଥା ଚିନ୍ତକ ହରପ୍ରସାଦ ଦାସ ମତବ୍ୟକ୍ତ କରିଛନ୍ତି। ବରିଷ୍ଠ…

ରଂଜନ କୁମାର ଦାସଙ୍କ କବିତା ସଂକଳନ…

ଭୁବନେଶ୍ବର: ଜଣାଶୁଣା କବି ଓ ବରିଷ୍ଠ ପ୍ରଶାସକ ରଂଜନ କୁମାର ଦାସଙ୍କ ଦ୍ବାଦଶ କବିତା ସଂକଳନ "ସମୟର ସାତରଙ୍ଗ" ଆଜି ଉନ୍ମୋଚିତ ହୋଇଯାଇଛି। ଅଗ୍ରଣୀ ପ୍ରକାଶନ ସଂସ୍ଥା ପେନ୍‌ ଇନ୍‌ ବୁକ୍ସ ପକ୍ଷରୁ ଆୟୋଜିତ ଏ ଉନ୍ମୋଚନ ଉତ୍ସବରେ ବରିଷ୍ଠ କବି ତଥା ଓଡ଼ିଶା ସାହିତ୍ୟ ଏକାଡେମୀ ସଭାପତି ଡ. ହୃଷିକେଶ ମଲ୍ଲିକ…

ଦେବଦାସ ଛୋଟରାୟଙ୍କ…

ଭୁବନେଶ୍ବର: ପ୍ରସିଦ୍ଧ ଲେଖକ ଦେବଦାସ ଛୋଟରାୟଙ୍କ ଲିଖିତ "ବିଜୁବାବୁ" ପୁସ୍ତକକୁ ଆଜି ଉନ୍ମୋଚନ କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ। ରାଜଭବନ ପରିସରରେ ରାଜ୍ୟପାଳ ବହିଟିକୁ ଉନ୍ମୋଚନ କରିଛନ୍ତି। ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ, ବିଶିଷ୍ଟ ଜନନାୟକ ଓ ସ୍ବପ୍ନଦ୍ରଷ୍ଟା ପ୍ରବାଦ ପୁରୁଷ ବିଜୁ…

ବିଜୁ ପଟ୍ଟନାୟକଙ୍କୁ ନେଇ ପେନ୍‌ ଇନ୍‌…

ଭୁବନେଶ୍ବର: ଜାତୀୟ ରାଜନୀତିରେ ଅପ୍ରତିଦ୍ବନ୍ଦ୍ବୀ ଓଡ଼ିଆ ନେତା, ସ୍ବପ୍ନଦ୍ରଷ୍ଟା, ଜନନାୟକ, ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୧୦୫ ତମ ଜୟନ୍ତୀ ଅବସରରେ ରାଜ୍ୟର ଅଗ୍ରଣୀ ପ୍ରକାଶନ ସଂସ୍ଥା ପେନ୍‌ ଇନ୍‌ ବୁକ୍ସ ଦୁଇଟି ନୂଆ ବହି ଘୋଷଣା କରିଛି। ପ୍ରଥମଟି ପ୍ରସିଦ୍ଧ କବି ଦେବଦାସ…

ଫେବ୍ରୁଆରୀ ୭ରେ ନୟାଗଡ଼ ସାହିତ୍ୟ ଉତ୍ସବ

ଭୁବନେଶ୍ବର: ରାଜ୍ୟର ଅଗ୍ରଣୀ ପ୍ରକାଶନ ସଂସ୍ଥା ପେନ୍‌ ଇନ୍‌ ବୁକ୍ସ ଆନୁକୂଲ୍ୟରେ ନୟାଗଡ଼ ସାହିତ୍ୟ ଉତ୍ସବ ୨୦୨୧ ଆସନ୍ତା ଫେବ୍ରୁଆରୀ ୭ ତାରିଖ ରବିବାର ଦିନ ଅନୁଷ୍ଠିତ ହେବ। ଦିବସ ବ୍ୟାପୀ ଏହି ସମାରୋହରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଲେଖକ, କଳାକାର ଓ ବୁଦ୍ଧିଜୀବୀମାନେ ଯୋଗଦେବେ ବୋଲି କଥାକାର ତଥା ଉତ୍ସବ…

୪ର୍ଥ ପେନ୍ ଇନ୍ ବୁକ୍ସ ଯୁବ ଲେଖକ…

ଭୁବନେଶ୍ବର: ବିଗତ ବର୍ଷମାନଙ୍କ ପରି ଚଳିତ ବର୍ଷ ମଧ୍ୟ ରାଜ୍ୟର ପ୍ରମୁଖ ଗଣମାଧ୍ୟମ ଓ ପ୍ରକାଶନ ସଂସ୍ଥା ଓଡ଼ିଆ ମିଡ଼ିଆ ପକ୍ଷରୁ ଆୟୋଜିତ ହେଉଛି 'ପେନ୍ ଇନ୍ ବୁକ୍ସ ଯୁବ ଲେଖକ ପୁରସ୍କାର ସମାରୋହ ୨୦୨୦'। ଆଜି ଭୁବନେଶ୍ବରର ହୋଟେଲେ ପାର୍କ ପ୍ରିମିୟମରେ ଏହି ପୁରସ୍କାର ଉତ୍ସବର ଚତୁର୍ଥ ସଂସ୍କରଣ ଆୟୋଜିତ…

୬ ମାସରେ କବିତା ବହିର ଦ୍ବିତୀୟ ସଂସ୍କରଣ,…

ଭୁବନେଶ୍ବର: ପେନ୍‌ ଇନ୍‌ ବୁକ୍ସ ପକ୍ଷରୁ ପ୍ରକାଶିତ କବି, ସମାଜସେବୀ ଓ ମଡେଲ କଳ୍ପାଶା ଅଙ୍କିତା ଶ'ଙ୍କ ଇଂରାଜୀ କବିତା ପୁସ୍ତକ "ଏ ଲଷ୍ଟ୍‌ ହେଭେନ୍" ବ୍ୟାପକ ପାଠକୀୟ ଶ୍ରଦ୍ଧା ଲାଭ କରିଛି। ମାତ୍ର ୬ ମାସ ମଧ୍ୟରେ ବହିର ପ୍ରଥମ ସଂସ୍କରଣ ବିକ୍ରି ଶେଷ ହୋଇଥିବା ବେଳେ ନିକଟରେ ଦ୍ବିତୀୟ ସଂସ୍କରଣ ପ୍ରକାଶ…

୧୦ ଜଣ ଲେଖକ ପାଇବେ ୪ର୍ଥ ପେନ୍‌ ଇନ୍‌…

Click here to read this news in English ଭୁବନେଶ୍ବର: ଅଗ୍ରଣୀ ପ୍ରକାଶନ ସଂସ୍ଥା ପେନ୍‌ ଇନ୍‌ ବୁକ୍ସ ପକ୍ଷରୁ ପୂର୍ବ ବର୍ଷମାନଙ୍କ ଭଳି ଚଳିତ ବର୍ଷର ଯୁବ ଲେଖକ ପୁରସ୍କାର ଘୋଷିତ ହୋଇଛି। ଓଡ଼ିଆ, ହିନ୍ଦୀ ଓ ଇଂରାଜୀ ଭାଷାରେ ଲେଖାଲେଖି କରୁଥିବା ୧୦ ଜଣ ଯୁବ ଲେଖକ ନିଜର ଅପ୍ରକାଶିତ ପାଣ୍ଡୁଲିପି…

ଚନ୍ଦ୍ରଶେଖର ଦାଶଙ୍କ ସ୍ମୃତିକଥା ସଂକଳନ…

ଏ ପୁସ୍ତକ ପାଠକକୁ ନିଜ ଅତୀତ ସହ ଯୋଡ଼ିବ: ଡ. ଗୌରହରି ଦାସ ଭୁବନେଶ୍ବର: ବିସ୍ମୃତ ଗ୍ରାମ୍ୟ ଜୀବନର ଏକ ନିରୁତା ପ୍ରତିବେଦନ ହେଉଛି ଚନ୍ଦ୍ରଶେଖର ଦାଶଙ୍କ 'ଗାଁ କଥା' ପୁସ୍ତକ। ଗାଁକୁ ଭୋଗିଥିବା ପ୍ରତିଟି ମଣିଷ ଏ ପୁସ୍ତକ ମାଧ୍ୟମରେ ସ୍ମୃତିର ଆଇନାରେ ନିଜର ଅତୀତକୁ ଫେରିପାଇବେ ବୋଲି କହିଛନ୍ତି ପ୍ରସିଦ୍ଧ…