Browsing Category
ଶିକ୍ଷା
‘ଜାଣିଶୁଣି ବିକ୍ଷୋଭ କିମ୍ବା ବିନା…
ଓଏଲ୍ ବ୍ୟୁରୋ : ଓଟିଇଟି ପରୀକ୍ଷା ଫଳକୁ ନେଇ ବୋର୍ଡ ଅଫିସ ଆଗରେ ଧାରଣା ଦେଇଥିବା ଶିକ୍ଷକଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ସୁପାରିସ ପ୍ରସଙ୍ଗକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ଜ୍ୟୋତିରଂଜନ ମିଶ୍ର। ସେ କହିଛନ୍ତି ବୋର୍ଡ ପକ୍ଷରୁ ଚିଠି ମିଳିବା ପରେ ସେମାନେ କେଉଁ…
ରେଜଲ୍ଟ ବିଭ୍ରାଟ : କଟକ ବୋର୍ଡ ଅଫିସ…
ଓଏଲ୍ ବ୍ୟୁରୋ : ସ୍ପେଶାଲ ଓଟିଇଟି ପରୀକ୍ଷା ମୂଲ୍ୟାୟନରେ ତ୍ରୁଟି ଅଭିଯୋଗରେ ପରୀକ୍ଷାର୍ଥୀଙ୍କ ଆନ୍ଦୋଳନ। କଟକ ବୋର୍ଡ ଅଫିସ ସାମ୍ନାରେ ଓଟିଇଟି ପରୀକ୍ଷାର୍ଥୀ କରୁଛନ୍ତି ବିକ୍ଷୋଭ। କେବଳ ଶିକ୍ଷକ ମାନଙ୍କ ପାଇଁ ହୋଇଥିଲା ସ୍ପେଶାଲ ଓଟିଇଟି ପରୀକ୍ଷା। ଏହାର ଫଳ ପ୍ରକାଶ ପାଇଲା ପରେ ଅସନ୍ତୋଷ ଥିଲେ…
ଦ୍ୱାଦଶରେ ୭୫% ରଖିଲେ ଆଇଆଇଟି ଓ…
ଓଏଲ୍ ବ୍ୟୁରୋ : ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ଏକ ନୂତନ ନିୟମ ଜାରି କରାଯାଇଛି। ଆଇଆଇଟି, ଏନଆଇଟିରେ ନାମଲେଖା ପାଇଁ ହେଲେ ଛାତ୍ରଛାତ୍ରୀଙ୍କୁ ଯୁକ୍ତ ୨ରେ ୭୫% ମାର୍କ ରଖିବା ଜରୁରୀ। ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ଦ୍ୱାଦଶରେ ୭୫ ପ୍ରତିଶତ ରଖିଲେ ସାଧାରଣ ବର୍ଗର ପିଲାଙ୍କୁ ନାମଲେଖା…
ସିବିଏସଇ ୧୦ମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା…
ଓଏଲ୍ ବ୍ୟୁରୋ : ଘୋଷଣା ହେଲା ସିବିଏସଇ ୧୦ମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ତାରିଖ। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ପରୀକ୍ଷା ସୂଚୀ ଘୋଷଣା କରାଯାଇଛି। ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ସିବିଏସଇ ୧୦ମ ବୋର୍ଡ ପରୀକ୍ଷା ଫେବୃଆରୀ ୧୫ରୁ ଆରମ୍ଭ ହୋଇ ମାର୍ଚ୍ଚ ୨୧ରେ ଶେଷ ହେବା ନେଇ ସୂଚନା।…
ମାର୍ଚ୍ଚ ପହିଲାରୁ ଯୁକ୍ତ ଦୁଇ ପରୀକ୍ଷା…
ଓଏଲ୍ ବ୍ୟୁରୋ : କରୋନା ମହାମାରୀକୁ ନେଇ ସାରା ବିଶ୍ୱବାସୀ ଚିନ୍ତାରେ ଥିବାବେଳେ ବିଦ୍ୟାଳୟରେ ମାସ୍କ ପିନ୍ଧିବାକୁ ପିଲାମାନଙ୍କୁ ପରାମର୍ଶ ଦିଆଯାଇଛି। ଏହା ମଧ୍ୟରେ ଯୁକ୍ତ ଦୁଇ ପରୀକ୍ଷାକୁ ନେଇ ଘୋଷଣା କରାଯାଇଛି। ମାର୍ଚ୍ଚ ପହିଲାରୁ ଅନୁଷ୍ଠିତ ହେବ ଯୁକ୍ତ ଦୁଇ ପରୀକ୍ଷା। ଏକା ସମୟରେ କଳା, ବାଣିଜ୍ୟ,…
୫୦ ତମ ସମ୍ମାନଜନକ ଡକ୍ଟରେଟ ଡିଗ୍ରୀ…
ଓଏଲ୍ ବ୍ୟୁରୋ: ବିଶିଷ୍ଟ ଶିକ୍ଷାବିତ୍, ସମାଜସେବୀ, କିଟ୍ ଓ କିସ୍ର ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତଙ୍କୁ ଉତ୍କଳ ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ମାନସୂଚକ ଡି.ଲିଟ୍ ଡିଗ୍ରୀ ପ୍ରଦାନ କରାଯାଇଛି । ଆଜି ଅନୁଷ୍ଠିତ ବିଶ୍ୱବିଦ୍ୟାଳୟର ୫୨ତମ ସମାବର୍ତ୍ତନ ଉତ୍ସବରେ ସୁପ୍ରିମକୋର୍ଟର…
ଚାକିରିରୁ ବହିଷ୍କୃତ ହେଲେ ୯୬ ଜଣ…
ଓଏଲ୍ ବ୍ୟୁରୋ: କଠୋର ହେଲେ ରାଜ୍ୟ ସରକାର। ଦୀର୍ଘଦିନଧରି ବିନା ଅନୁମତିରେ ସ୍କୁଲରେ ଅନୁପସ୍ଥିତ ରହୁଥିବା ଶିକ୍ଷକମାନଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ରାଜ୍ୟ ସରକାର। ପ୍ରାଥମିକ ସ୍କୁଲରେ କନିଷ୍ଠ ଶିକ୍ଷକ ବର୍ଗରେ କାର୍ଯ୍ୟ କରୁଥିବା ୯୬ଜଣ ପ୍ରାଥମିକ ଶିକ୍ଷକଙ୍କ ବିରୁଦ୍ଧରେ…
ମେ’ ୭ରେ ହେବ ନିଟ ପ୍ରବେଶିକା…
ଓଏଲ୍ ବ୍ୟୁରୋ : ପ୍ରକାଶ ପାଇଲା ସର୍ବ ଭାରତୀୟ ମେଡିକାଲ ପ୍ରବେଶିକା ପରୀକ୍ଷା (ନିଟ) ତାରିଖ। ଆସନ୍ତା ବର୍ଷ ହେବାକୁ ଥିବା ନିଟ ପ୍ରବେଶିକା ପରୀକ୍ଷା ମେ ୭ରେ ହେବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି। JEE ମେନ ଆସନ୍ତା ଜାନୁଆରୀ ମାସରେ ହେବାକୁ ଥିବାବେଳେ ନିଟ ପରୀକ୍ଷାର କାର୍ଯ୍ୟସୂଚୀ ମଧ୍ୟ ପ୍ରକାଶ…
ସ୍ନାତକରେ ଅନର୍ସ ଡିଗ୍ରୀ ୪ବର୍ଷ ହେବ,…
ଓଏଲ୍ ବ୍ୟୁରୋ : ଶିକ୍ଷାରେ ଉନ୍ନତି ଆଣିବା ସହ ଶିକ୍ଷାଗତ ପ୍ରଣାଳୀକୁ ସୁଦୃଢ କରିବା ପାଇଁ ଆସିପାରେ ନୂଆ ନିୟମ। ସ୍ନାତକରେ ଅନର୍ସ ଡିଗ୍ରୀ ପାଇଁ ୪ବର୍ଷ ପଢିବା ପାଇଁ ୟୁଜିସି ପକ୍ଷରୁ ଚିଠା ପ୍ରସ୍ତାବ ରଖାଯାଇଛି। ଜାତୀୟ ଶିକ୍ଷା ନୀତି ଅନୁଯାୟୀ ଶିକ୍ଷାର ସଂସ୍କାର ପାଇଁ ବିଭିନ୍ନ ପାଠ୍ୟକ୍ରମରେ…
କବାଟରେ ଲେଖା ହେଲା ପ୍ରଶ୍ନ, ପରୀକ୍ଷା…
ଓଏଲ୍ ବ୍ୟୁରୋ : ଅବହେଳାରୁ ବିଦ୍ୟାଳୟକୁ ନିର୍ଦ୍ଧାରିତ ସମୟରେ ପ୍ରଶ୍ନପତ୍ର ଆସି ପାରିଲା ନାହିଁ। ଶ୍ରେଣୀ ଗୃହରେ କଳାପଟା ବି ନଥିଲା ତେଣୁ ଶିକ୍ଷକ କବାଟରେ ପ୍ରଶ୍ନ ଲେଖିଥିଲେ। କବାଟରୁ ପ୍ରଶ୍ନ ଦେଖି ପରୀକ୍ଷା ଦେଇଥିଲେ ଛାତ୍ର ଛାତ୍ରୀ। ସ୍ମାର୍ଟ ଯୁଗରେ ଏଭଳି ଘଟଣା ଓଡ଼ିଶାର ଯାଜପୁର ଜିଲ୍ଲା ଧର୍ମଶାଳା…