Odisha Link
Bridging the Missing Links in Odisha
Browsing Category

ରାଜନୀତି

୨୦୨୪ରେ ସିଏ ରହିବେ ତ? : ନୀତିଶ କୁମାର

ଓଏଲ୍‌ ବ୍ୟୁରୋ: ୨୨ ବର୍ଷ ମଧ୍ୟରେ ୮ମ ଥର ପାଇଁ ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନୀତିଶ କୁମାର। ଏପରିକି ବିହାର ରାଜନୀତିରେ ୨୪ ଘଣ୍ଟା ମଧ୍ୟରେ ଇସ୍ତଫା ଓ ଶପଥ ନେବାର ପର୍ବ ମଧ୍ୟ ଶେଷ ହୋଇଯାଇଛି। ବିଜେପି ସହ ସମ୍ପର୍କ ଛିନ୍ନ କରି ସାରି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ମୋଦି ସରକାରଙ୍କୁ…

ପୁରାତନ ଛାତ୍ରଛାତ୍ରୀଙ୍କ ବିରୋଧ ଯୋଗୁ…

ନୟାଗଡ଼: ଚଳିତ ମାସ ୧୦ ତାରିଖରେ ନୟାଗଡ଼ ମହାବିଦ୍ୟାଳୟର ହୀରକ ଜୟନ୍ତୀ ଉତ୍ସବ ଥିବାବେଳେ ଏଥିରେ ସ୍ଥାନୀୟ ବିଧାୟକ ଅରୁଣ କୁମାର ସାହୁ ଅତିଥି ଭାବେ ଯୋଗଦେବାର ଥିଲା। ମହାବିଦ୍ୟାଳୟ ତରଫରୁ ଏ ନେଇ ସୂଚନା ମିଳିଥିବା ବେଳେ ସ୍ବୟଂ ଶ୍ରୀ ସାହୁ ମଧ୍ୟ ନିଜ ସାମଜିକ ଗଣମାଧ୍ୟମରେ ଏହା ଜଣାଇଥିଲେ। ତେବେ ପୁରାତନ…

ବ୍ରଜରାଜନଗର ଉପନିର୍ବାଚନ: ଅଳକା…

ଓଏଲ ବ୍ୟୁରୋ: ଆଗକୁ ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ। ବିଜେପି ପରେ ବିଜେଡି ମଧ୍ୟ ଘୋଷଣା କରିଛି ପ୍ରାର୍ଥୀଙ୍କ ନାମ। ପୂର୍ବତନ ବିଧାୟକ ସ୍ବର୍ଗତଃ କିଶୋର ମହାନ୍ତିଙ୍କ ପତ୍ନୀ ଅଳକା ମହାନ୍ତିଙ୍କୁ ପ୍ରାର୍ଥୀ କରିଛି ବିଜୁ ଜନତା ଦଳ। ଗତକାଲି ଭାରତୀୟ ଜନତା ପାର୍ଟି ପୂର୍ବତନ ବ୍ରଜରାଜନଗର ବିଧାୟିକା…

ବ୍ରଜରାଜନଗର ଉପନିର୍ବାଚନ:…

ଓଏଲ୍‌ ବ୍ୟୁରୋ: ଆଗକୁ ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ। ଏହାରି ମଧ୍ୟରେ ପ୍ରଥମ ଦଳ ଭାବେ ଭାରତୀୟ ଜନତା ପାର୍ଟି ଘୋଷଣା କରିଛି ପ୍ରାର୍ଥୀଙ୍କ ନାମ। ଦଳ ପୂର୍ବତନ ବ୍ରଜରାଜନଗର ବିଧାୟିକା ରାଧାରାଣୀ ପଣ୍ଡାଙ୍କୁ ଟିକେଟ୍‌ ଦେଇଛି। ଏନେଇ ଆଜି ବିଜେପି କେନ୍ଦ୍ରୀୟ କମିଟି ପକ୍ଷରୁ ଘୋଷଣା କରାଯାଇଛି।…

ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ହେବେ…

ନୟାଗଡ଼: ବର୍ତ୍ତମାନ ରାଜ୍ୟର କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଥିବା ନୟାଗଡ଼ ବିଧାୟକ ଅରୁଣ କୁମାର ସାହୁ କାଳେ ଆଗକୁ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ହେବେ। ଏମିତି ଆଲୋଚନା ଏବେ ନୟାଗଡ଼ ରାଜନୈତିକ ଶିବିରରେ ମୁଖ୍ୟପ୍ରସଙ୍ଗ ପାଲଟିଛି। ମୁଖ୍ୟମନ୍ତ୍ରୀ ଖୁବ୍‌ ଶୀଘ୍ର ରାଜ୍ୟ ମନ୍ତ୍ରିମଣ୍ଡଳରେ ଏକ ବଡ଼ଧରଣର…

ନୟାଗଡ଼ରେ ମୁଖ୍ୟମନ୍ତ୍ରୀ ଅରୁଣ!

ନୟାଗଡ଼: 'ଏ ସମ୍ପତ୍ତି ଆପଣଙ୍କର, ଆପଣଙ୍କ ପଇସାରେ, ଆପଣଙ୍କ ସେବା ପାଇଁ ଉଦ୍ଦିଷ୍ଟ। ଏହାର ଯତ୍ନ ନିଅନ୍ତୁ।' ରାଜ୍ୟର ରାସ୍ତାଘାଟ ଓ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପାଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏଭଳି ନିବେଦନମୂଳକ ଲେଖା ସାଧାରଣ ଜନତାଙ୍କ ଉଦ୍ଦେଶ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ରଖାଯାଇଛି।…

‘ବିଜେଡିର ରଣନୀତିକୁ ଭେଦି…

ଓଏଲ୍‌ ବ୍ୟୁରୋ: ମାର୍ଚ୍ଚ ୨୪ରେ ପୌର ନିର୍ବାଚନ। ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳର ନଜର ଏବେ ପୌର ସିଂହାସନ ଉପରେ। ପଞ୍ଚାୟତ ନିର୍ବାଚନରେ ବିିପୁଳ ବିଜୟ ହାସଲ କରିଥିବା ବିଜେଡିର ନଜର ଏବେ ପୌର ଗାଦି ଉପରେ। ଅନ୍ୟପଟେ ପଞ୍ଚାୟତ ନିର୍ବାଚନରେ ଅମାନତ ହରାଇଥିବା ବିଜେପି ଓ କଂଗ୍ରେସ ପୌର ଗଡ଼ ଦଖଲ କରିବା…

ପଞ୍ଜାବରେ ଆପ୍‌ର ବିପୁଳ ବିଜୟ, ଓଡ଼ିଶାରେ…

ଓଏଲ୍‌ ବ୍ୟୁରୋ: ଜାତୀୟ ଦଳ ଗୁଡ଼ିକୁ ଚକମା ଦେଇ ପଞ୍ଜାବରେ ସରକାର ଗଠନ କରିବାକୁ ଯାଉଛି ଆମ୍‌ ଆଦମୀ ପାର୍ଟି। ପଞ୍ଜାବ ନିର୍ବାଚନ ଫଳାଫଳ ସମସ୍ତଙ୍କ ଚକିତ କରିଛି। କାରଣ ଫାଇନାଲ ରେଜଲ୍ଟରେ ଆମ୍‌ ଆଦାମୀ ପାର୍ଟିକୁ ବହୁମତ ମିଳିଛି। ତେଣୁ ପଞ୍ଜାବରେ ଆମ୍‌ ଆଦମୀ ପାର୍ଟି ସରକାର ଗଠନ କରବା ଏକପ୍ରକାର…

ଗୋଆରେ କିଏ କରିବ ଶାସନ ? କେଉଁ ଦଳ ବି…

ଓଏଲ୍‌ ବ୍ୟୁରୋ: ସାମ୍ନାକୁ ଆସିଛି ୫ ରାଜ୍ୟର ନିର୍ବାଚନ ଫଳାଫଳ। ଗୋଆରେ ଝୁଲା ସରକାର ହେବ ବୋଲି ଏକଜିଟ୍‌ ପୋଲ୍‌ ରେଜଲ୍ଟ ଆସିଥିଲା। ଅର୍ଥାତ୍‌ କୌଣସି ଦଳ ସଂଖ୍ୟା ଗରିଷ୍ଠତା ହାସଲ କରିପାରିବ ନାହିଁ ବୋଲି ଏକଜିଟ୍‌ ପୋଲ୍‌ ସର୍ଭେ କହିଥିଲା। ସତକୁ ସତ ନିର୍ବାଚନ ଫଳାଫଳ ସାମ୍ନାକୁ ଆସିଥିବା ବେଳେ ଗେଆରେ…

୪ ରାଜ୍ୟରେ ବିଜେପି, ଜଳକା ବିରୋଧୀ

ଓଏଲ୍‌ ବ୍ୟୁରୋ: ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଆସିଲା ସେମି ଫାଇନାଲ ରେଜଲ୍ଟ। ଦରଦାମ୍‌ ବୃଦ୍ଧି, ଚାଷୀ ସମସ୍ୟା ଓ ବେକାରୀ ଭଳି ବଡ଼ ସମସ୍ୟା ଥିବା ସତ୍ତ୍ବେ ବିଜେପି କରିଛି ଦମଦାର ପ୍ରଦର୍ଶନ। ବିଜେେପିର ପ୍ରଦର୍ଶନରେ ବିରୋଧୀ ଜଳକା ହୋାଇଥିବା ମଧ୍ୟ ଦେଖାଦେଇଛି। ୫ଟି ରାଜ୍ୟରୁ ୪ଟି ରାଜ୍ୟରେ ବିଜେପି…