Odisha Link
Bridging the Missing Links in Odisha
Browsing Category

ପରିବେଶ

୪୮ଘଣ୍ଟା ପରେ ବଢ଼ିବ ଶୀତ

ଭୁବନେଶ୍ବର : ଦକ୍ଷିଣ ବଙ୍ଗୋପସାଗରର କେନ୍ଦ୍ରାଞ୍ଚଳରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଆସନ୍ତା ୨୯ତାରିଖରେ ଏହି ଲଘୁଚାପ ପଶ୍ଚିମ ଦିଗରେ ଗତି କରିପାରେ। ଏହାର ପ୍ରଭାବ ଓଡ଼ିଶାରେ ପଡ଼ିବ କି ନା ତାହା ସୂଚନା ମିଳି ପାରିନାହିଁ। ତେବେ ଆସନ୍ତା ୪୮ ଘଣ୍ଟା ପରେ ରାତିର ତାପମାତ୍ରା…

ଶୀତର ପ୍ରକୋପ, ୧୫ ଡିଗ୍ରୀ ତଳେ ୧୨ ସହର

ଭୁବନେଶ୍ୱର : ରାଜ୍ୟରେ ଶୀତର ପ୍ରକୋପ ଆରମ୍ଭ ହୋଇ ସାରିଲାଣି। ୧୫ ଡିଗ୍ରୀ ତଳେ ୧୨ ସହରର ତାପମାତ୍ରା ରେକର୍ଡ଼ କରାଯାଇଛି। ଦାରିଙ୍ଗିବାଡି ସବୁଠୁ ଥଣ୍ଡା ସହର ଭାବେ ଜଣାପଡ଼ିଛି। ଦାରିଙ୍ଗିବାଡି ତାପମାତ୍ରା ୯ ଡିଗ୍ରୀରେ ରହିଛି। ସେହିପରି ଫୁଲବାଣୀ ୧୧, ସୋନପୁର ୧୧.୪, ଅନୁଗୁଳ ୧୧.୬, ବାରିପଦା ୧୨,…

ଚନ୍ଦ୍ରପୃଷ୍ଠରେ ଜଳ : ଆବିଷ୍କାର କଲା…

ନୂଆଦିଲ୍ଲୀ: ଚନ୍ଦ୍ର ପୃଷ୍ଠରେ ମଣିଷ ଘର କରି ରହିବାର ବୈଜ୍ଞାନିକ ଆଶା ଆହୁରି ମଜବୁତ ହୋଇ ଯାଇଛି। କାରଣ ଚନ୍ଦ୍ର ପୃଷ୍ଠରେ ପାଣିର ସନ୍ଧାନ ମିଳିଛି । ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସାର ‘ମୁନ୍ ମିଶନ୍‌’ରେ ପାଣିର ସନ୍ଧାନ ମିଳିଛି ବୋଲି କହିଛି । ଫ୍ଲାଇଙ୍ଗ ଟେଲିସ୍କୋପ ଜରିଆରେ ଚନ୍ଦ୍ରପୃଷ୍ଠର…

୨୦୧୯ରେ ଚିଳିକାକୁ ୧୦.୫ ଲକ୍ଷ ପକ୍ଷୀଙ୍କ…

ଚିଲିକା: ବନସ୍ଫତି ଏବଂ ପ୍ରାଣୀ ସମୂହ ଏବଂ ବିଶେଷ କରି ପକ୍ଷୀଙ୍କ ସଂଖ୍ୟା ଜାଣିବା ପାଇଁ ଚିଲିକାରେ ପ୍ରତିବର୍ଷ ବାର୍ଷିକ ପକ୍ଷୀ ଗଣନା କରାଯାଇଥାଏ। ଚଳିତବର୍ଷ ଚଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ଦ୍ବାରା ୨୯ କର୍ମୀଯୁକ୍ତ ୧୭୫ ଟିମ୍‌ ସାହାର୍ଯ୍ୟରେ ଏହି ଗଣନା କରାଯାଇଥିଲା। ଏହି ଟିମ୍‌ରେ ଚଲିକା ଉନ୍ନୟନ…

ପର୍ଯ୍ୟଟନ ବିଭାଗ ପକ୍ଷରୁ ଗାଇଡଲାଇନ

ଭୁବନେଶ୍ବର: ଏବେ ପର୍ଯ୍ୟଟନ ସ୍ଥଳୀ ମାନଙ୍କରେ ପ୍ରବଳ ଭିଡ଼ ଜମୁଛି ଏଥିପାଇଁ ପର୍ଯ୍ୟଟନ ବିଭାଗ ପକ୍ଷରୁ କେତେକ ସ୍ଥାନରେ ଗାଇଡ୍ ଲାଇନ୍ ଜାରି କରାଯାଇଛି। ଚିହ୍ନଟ ହୋଇଥିବା ସ୍ଥାନରେ ଭୋଜିଭାତ କରି ହେବ। ହେଲେ ମଦ୍ୟପାନ କରିପାରିବେ ନାହିଁ। ନିଶାଦ୍ରବ୍ୟ ସେବନ ଉପରେ ବି କଟକଣା ଜାରି ହୋଇଛି।…

ପୁରୀରୁ ଚିଲିକା ପର୍ଯ୍ୟନ୍ତ ସଚେତନତା…

ପୁରୀ: ଆଧୁନିକ ଯୁଗରେ ପରିବେଶର ପ୍ରଦୂଷଣ ଯୋଗୁଁ ପ୍ରାକୃତିକ ସୌନ୍ଦର୍ଯ୍ୟର ଅବକ୍ଷୟ ହେଉଛି। ପରିବେଶର ସୁରକ୍ଷା ସହ ବେଳା ଭୂମି, କଇଁଛ ଓ ସମୁଦ୍ର କୂଳିଆ ଜଙ୍ଗଲର ସୁରକ୍ଷା ନିମନ୍ତେ ଆଜି ପୁରୀ ବେଳା ଭୂମିରୁ ଚିକିଲା ପର୍ଯ୍ୟନ୍ତ ଏକ ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଛି। ଆଜି ସକାଳେ ପୁରୀ ବେଳା ଭୂମିରେ…

ବିଏମ୍‌ସି ପକ୍ଷରୁ ବର୍ଜ୍ୟବସ୍ତୁ…

ଭୁବନେଶ୍ବର: ଭୁବନେଶ୍ବର ମହାନଗର ନିଗମ (ବିଏମ୍‌ସି) ଆୟୋଜନ କରୁଅଛି ବର୍ଜ୍ୟବସ୍ତୁ ପରିଚାଳନା ଯନ୍ତ୍ରପାତି ଏକ୍ସ-ପୋ। ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ମିଳିତ ସହଯୋଗରେ ସହରାଞ୍ଚଳ ବିକାଶ ପରିସରରେ ଏହି ଏକ୍ସ-ପୋ ଆସନ୍ତା ୨୪ ତାରିଖରୁ ଆରମ୍ଭ ହେବ। ଏଥିନିମନ୍ତେ ରାଜ୍ୟ ସହରାଞ୍ଚଳ ଉନ୍ନୟନ ସଂସ୍ଥାର…

୧୬ରେ ପୁଣି ବର୍ଷା ସମ୍ଭାବନା

ଭୁବନେଶ୍ବର: ୧୬ରୁ ପୁଣି ଦକ୍ଷିଣ ଓଡ଼ିଶାରେ ଆରମ୍ଭ ହୋଇଯିବ ବର୍ଷା । ବଦଳିବ ଓଡ଼ିଶାର ପାଗ। ଏଥିସହ ରାତିର ତାପମାତ୍ରା ପୁଣିଥରେ ବଢ଼ିପାରେ । ବାତ୍ୟା ‘ବୁଲ୍‌ବୁଲ୍‌’ ସ୍ଥଳ ଭାଗକୁ ଛୁଇଁବା ପରେ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଏଭଳି ପୂର୍ବାନୁମାନ କରିଛନ୍ତି। ତାଙ୍କ କହିବାନୁଯାୟୀ,…

ମୁଦୁଲିଗାଡ଼ିଆ ରାଜ୍ୟର ପ୍ରଥମ ‘ଇକୋ…

ନୟାଗଡ: ମୁଦୁଲିଗାଡ଼ିଆ ଗାଁକୁ ମିଳିଛି ରାଜ୍ୟର ପ୍ରଥମ 'ଇକୋ ଭିଲେଜ' ମାନ୍ୟତା। ମହାନଦୀ ବନ୍ୟପ୍ରାଣୀ ଡିଭିଜନ୍‌ର ସାତକୋଶିଆ ଅଭୟାରଣ୍ୟ ମଧ୍ୟରେ ରହିଥିବା ମୁଦୁଲିଗାଡ଼ିଆ ଗ୍ରାମକୁ ରାଜ୍ୟ ଓ ପରିବେଶ ବିଭାଗ ପକ୍ଷରୁ ଏହି ସମ୍ମାନଜନକ ମାନ୍ୟତା ପ୍ରଦାନ କରାଯାଇଛି ବୋଲି ଡିଏଫଓ ଶ୍ରୀମତୀ ଅଂଶୁପ୍ର‍ଜ୍ଞା ଦାସ…

ବରଗଡ଼ ଏବେ ବିଷଗଡ଼

ରାଜ୍ୟର ଏକ ଚତୁର୍ଥାଂଶ କ୍ୟାନ୍ସର ରୋଗୀ ବରଗଡ଼ରେ ବରଗଡ଼: ବିଜେପୁର ନିର୍ବାଚନକୁ ନେଇ ବରଗଡ଼ ଜିଲ୍ଲା ଏବେ ଉଠୁଚି ପଡ଼ୁଛି। ମାଳ ମାଳ ନେତାମନ୍ତ୍ରୀ ଏଠି ଭିଡ଼ ଜମାଇବା ଆରମ୍ଭ କରିଦେଲେଣି। ବରଗଡ଼ରେ ବିକାଶର ନାଗରା ବଜାଇବା ଲାଗି ସବୁ ଦଳ ତୟାର। ଲୋକଙ୍କୁ ପ୍ରତିଶ୍ରୁତିରେ ପୋତିଦେବାକୁ ପ୍ରସ୍ତୁତ ହେଲାଣି…