Odisha Link
Bridging the Missing Links in Odisha
Browsing Category

ପରିବେଶ

ବିଶ୍ବନେତାମାନଙ୍କୁ ଏମିତି କହିଲେ କିଶୋରୀ…

ଭୁବନେଶ୍ବର: ସଂପ୍ରତି ମିଳିତ ଜାତିସଂଘର ଶୀର୍ଷ ବୈଠକରେ ଜଳବାୟୁ ପରିବର୍ତ୍ତନ ସଂପର୍କରେ ନିଜର ସରଳ ଓ ସ୍ପଷ୍ଟ ମନ୍ତବ୍ୟ ରଖିଛନ୍ତି ଜଣେ କିଶୋରୀ ଗ୍ରେଟା ଥନବର୍ଗ, ତାଙ୍କର ବୟସ ମାତ୍ର ଷୋହଳ ବର୍ଷ। ସ୍ୱିଡେନ ରେ ଜନ୍ମିତ ଏଇ କିଶୋରୀ ଜଣକ ଜଣେ ପ୍ରଖର ଜଳବାୟୁ କର୍ମୀ। ଜଳବାୟୁ ପରିବର୍ତ୍ତନ ଓ ବିଶ୍ୱତାପମାନ…

ସତ ବାଘ ସହ ମୁହାଁମୁହିଁ ମୋଦି, ଦେଖନ୍ତୁ…

ଭୁବନେଶ୍ବର: ଏହି ପାଠ ତଳେ ଦିଆଯାଇଥିବା ଭିଡିଓଟି ଦେଖିବା ଆଗରୁ ଟିକିଏ ସୂଚନା ପଢ଼ିଦିଅନ୍ତୁ। ତଳେ ଭିଡିଓରେ ଅସଲ ବାଘ ସହ ମୁହାଁମୁହିଁ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦୃଶ୍ୟ କୌଣସି ସିନେମାର ନୁହେଁ ବା ଏଥିରେ କୌଣସି ସ୍ପେଶାଲ ଇଫେକ୍ଯ ଦିଆଯାଇନାହିଁ। ପଶୁସମ୍ପଦର ସଂରକ୍ଷଣ ଓ ପରିବେଶ…

କେନ୍ଦ୍ର ସରକାରଙ୍କ ରାମାୟଣ ସର୍କିଟରେ…

ନୂଆଦିଲ୍ଲୀ: ପର୍ଯ୍ୟଟନ ମନ୍ତ୍ରାଳୟ ଅଧୀନରେ ସ୍ବଦେଶ ଦର୍ଶନ ଯୋଜନା ମାଧ୍ୟମରେ ରାମାୟଣ ସର୍କିଟ୍‌ ଭାବେ ଦେଶର ୧୫ଟି ଐତିହ୍ୟ ସ୍ଥଳକୁ ଚିହ୍ନଟ କରିଛନ୍ତି କେନ୍ଦ୍ର ସରକାର। ଏସବୁ ସ୍ଥାନର ପର୍ଯ୍ୟଟନ ବିକାଶ କରିବେ କେନ୍ଦ୍ର ସରକାର। ଏହି ୧୫ ସ୍ଥାନ ମଧ୍ୟରେ ଓଡ଼ିଶାର ମହେନ୍ଦ୍ରଗିରି ମଧ୍ୟ ରହିଛି। ଗତକାଲି…

ଫନି: ୪୦ ବିମାନ, ୧୪୭ ଟ୍ରେନ ବାତିଲ

ଭୁବନେଶ୍ବର: ଆସନ୍ତାକାଲି ସକାଳେ ଭୟଙ୍କର ଝଡ଼ବାତ୍ୟା ଫନି ପୁରୀ ଠାରେ ଓଡ଼ିଶା ଉପକୂଳ ଛୁଉଁଥିବା ବେଳେ ସୁରକ୍ଷା ଦୃଷ୍ଟିରୁ ଓଡ଼ିଶାକୁ ଆସୁଥିବା ସମସ୍ତ ବିମାନ ଓ ଟ୍ରେନ ୨୪ ଘଣ୍ଟା ପାଇଁ ବାତିଲ କରାଯାଇଛି। ଭଦ୍ରକ ଓ ବିଶାଖାପାଟଣା ମଧ୍ୟରେ ସମସ୍ତ ଟ୍ରେନକୁ ଇଷ୍ଟ କୋଷ୍ଟ ରେଲଓ୍ବେ ପକ୍ଷରୁ ବାତିଲ…

୯ ଜିଲ୍ଲାରେ ୩ ଦିନ ଯାଏଁ ଗ୍ରୀଷ୍ମ…

ଭୁବନେଶ୍ବର: ଚଳିତବର୍ଷ ପ୍ରଥମଥର ଲାଗି ଟିଟିଲାଗଡ଼ରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୪ ଡିଗ୍ରି ଛୁଇଁଛି। ବଲାଙ୍ଗୀର ତାପମାତ୍ରା ବି ୪୩ ଡିଗ୍ରିରେ ପହଞ୍ଚିଛି। ରାଜ୍ୟର ମୋଟ ୧୧ଟି ସହରର ତାପମାତ୍ରା ୪୦ଡିଗ୍ରି ଉପରେ ଥିବା ବେଳେ ଝାରସୁଗୁଡ଼ା, ଭବାନୀପାଟଣା, ମାଲକାନଗିରି, ସୋନପୁର ୪୨ଡିଗ୍ରି ପାର୍‌…

ମେ ୧ରୁ ଜୁଲାଇ ୩୧ ବନ୍ଦ ରହିବ ଭିତରକନିକା

କେନ୍ଦ୍ରାପଡ଼ା: ବିଶ୍ୱ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ ଆସନ୍ତା ମେ ପହିଲାରୁ ପର୍ଯ୍ୟଟକ ମାନଙ୍କ ପାଇଁ ବନ୍ଦ ରହିବ। ପୁଣି ଜୁଲାଇ ୩୧ ଠାରୁ ଯଥାରୀତି ଅଭୟାରଣ୍ୟ ସର୍ବସାଧାରଣଙ୍କ ପାଇଁ ମୁକ୍ତ ରହିବ। କୁମ୍ଭୀର ପ୍ରଜନନ ଋତୁ ଆରମ୍ଭ ହେଉଥିବାରୁ ବିଭାଗୀୟ କର୍ତୃପକ୍ଷ ଏଭଳି ନିଷ୍ପତ୍ତି ନେଇଛନ୍ତି।…

କୋଷ୍ଟାଲ ହାଇଓ୍ବେକୁ ପରିବେଶ ଛାଟ

ଭୁବନେଶ୍ବର: ପୁଣି ଅଟକିଲା ଓଡ଼ିଶା ଉପକୂଳରେ ହେବାକୁ ଥିବା କୋଷ୍ଟାଲ ହାଇଓ୍ବେ ଯୋଜନା। କେନ୍ଦ୍ର ସରକାରଙ୍କ ଭାରତମାଳା ଯୋଜନା ସମୁହରେ ଗୋପାଳପୁର ଠାରୁ ଦିଘା ପର୍ଯ୍ୟନ୍ତ ହେବାକୁ ଥିବା ଏହି ରାଜପଥ ପ୍ରକଳ୍ପକୁ କେନ୍ଦ୍ର ପରିବେଶ ମନ୍ତ୍ରାଳୟ ଅନୁମୋଦନ ମିଳିଲା ନାହିଁ। ମୋଟ ୪୫୧ କିଲୋମିଟରର ଏହି ରାଜପଥର…

ଅ‍ାଜି ଠୁ ଓଡ଼ିଶାରେ ବର୍ଷା

ଭୁବନେଶ୍ବର: ରାଜ୍ୟରେ ତାତି ଅସହ୍ୟ ଭାବେ ବଢ଼ି ଚାଲିଥିବା ବେଳେ ଅ‍ାଜି ଠୁ ମିଳିବ ସାମାନ୍ୟ ଆଶ୍ବସ୍ତି। ରାଜ୍ୟର ଅର୍ଧାଧିକ ଜିଲ୍ଲାରେ ଅ‍ାଜି ଠାରୁ ଚାରି ଦିନ ଧରି କାଳବୈଶାଖୀ ସହ କୁଆପଥର ବର୍ଷା ହୋଇପାରେ। କେତେକ ସ୍ଥାନରେ ବଜ୍ରପାତର ଆଶଙ୍କା ବି ରହିଛି। ବିଶେଷକରି ୧୪ ଓ ୧୫ ତାରିଖରେ କାଳବୈଶାଖୀର…

ମହାଲିଙ୍ଗ ନାଏକ: ଆଧୁନିକ ଯୁଗର ଭଗିରଥ

ମହାଲିଙ୍ଗ ନାଏକଙ୍କ ବାବଦରେ କିଛି ଲେଖିବା ଆଗରୁ, ଆପଣମାନଙ୍କୁ ମୁଁ ଟିକେ ପୁରାଣର ଭଗିର‌ଥ ଚରିତ୍ର କଥା ମନେ ପକେଇ ଦଉଛି। ସଗର ବଂଶର ଅନ୍ୟତମ ପ୍ରସିଦ୍ଧ ରାଜା ଥିଲେ ଭଗିରଥ। ସଗରଙ୍କର ସେ ଥିଲେ ନାତି। ଅଭିଶପ୍ତ ୬୦ ସହସ୍ର ସଗରପୁତ୍ରଙ୍କୁ ମୋକ୍ଷ ଦେବା ଲାଗି ଘୋର ତପସ୍ୟା କରି ଭଗିରଥ ଶିବଙ୍କୁ