Odisha Link
Bridging the Missing Links in Odisha
Browsing Category

Uncategorized

ଜୁଲାଇ ୧୫ରୁ ଯୁକ୍ତ ତିନି ପାଠପଢ଼ା,…

ଓଏଲ୍‌ ବ୍ୟୁରୋ: ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ। ଅପେକ୍ଷାରେ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ଓ ଅଭିଭାବକ। ରେଜଲ୍ଟ ପ୍ରକାଶ ପାଇବା ଗୋଟେ ମାସ ପୂର୍ବରୁ ଯୁକ୍ତ ତିନି ଆବେଦନ ଆରମ୍ଭ ହୋଇଛି। ଛାତ୍ରଛାତ୍ରୀମାନେ ମଇ ୨୦ ତାରିଖ ପର୍ଯ୍ୟନ୍ତ ଅନଲାଇନରେ ଆବେଦନ କରିପାରିବେ ବୋଲି ସ୍ଥିର ହୋଇଥିବାବେଳେ…

ବଡ଼ ଖବର: ଆସନ୍ତାକାଲି ଅପରାହ୍ନରେ ପ୍ରକାଶ…

ଓଏଲ୍‌ ବ୍ୟୁରୋ: ଯୁକ୍ତ ଦୁଇ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କ ପାଇଁ ବଡ ଘୋଷଣା। ଆସନ୍ତାକାଲି +୨ ପରୀକ୍ଷା ଫଳ ପ୍ରକାଶ ପାଇବ। କାଲି ଅପରାହ୍ନ ୪ଟାରେ ବାହାରିବ ପରୀକ୍ଷା ଫଳ ଘୋଷଣା ହେବ। ଏକସଙ୍ଗେ ବିଜ୍ଞାନ, ବାଣିଜ୍ୟ ଓ କଳା ଫଳ ପ୍ରକାଶ ପାଇବ। ଚଳିତ ବର୍ଷ ୩ ଲକ୍ଷ ୮୫ ହଜାର ଛାତ୍ରଛାତ୍ରୀ ଦେଇଛନ୍ତି…

ଗୁରୁବାର ସୁଦ୍ଧା ଯୁକ୍ତ ଦୁଇ ପରୀକ୍ଷା ଫଳ…

ଓଏଲ୍‌ ବ୍ୟୁରୋ: ପୂର୍ବ ସ୍ନାତକ ପ୍ରବେଶ ପ୍ରକ୍ରିୟାରୁ ଏକ ପ୍ରମୁଖ ପରିବର୍ତ୍ତନ ଆଣି, ଓଡ଼ିଶା ଉଚ୍ଚଶିକ୍ଷା ବିଭାଗ ଏକ ନୂତନ ବ୍ୟବସ୍ଥା ଆରମ୍ଭ କରିଛନ୍ତି, ଯାହା ଛାତ୍ରଛାତ୍ରୀମାନଙ୍କୁ ଯୁକ୍ତ ଦୁଇ ପରୀକ୍ଷା ଫଳ ଘୋଷଣା ପୂର୍ବରୁ ମଧ୍ୟ UG(+୩) ପାଠ୍ୟକ୍ରମ ପାଇଁ ଆବେଦନ କରିବାକୁ ଅନୁମତି ଦିଏ।…

‘ଭାରତ ଶାନ୍ତି ଚାହେଁ, ମାତ୍ର…

ଓଏଲ୍‌ ବ୍ୟୁରୋ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଞ୍ଜାବ ସ୍ଥିତ ଆଦମପୁର ଏୟାରବେସରେ ପହଞ୍ଚି ଭାରତୀୟ ଯବାନଙ୍କୁ ଭେଟିଲେ। ଇଣ୍ଡିଆନ୍ ଏୟାରଫୋର୍ସର ବାୟୁବୀରଙ୍କ ସହ ସାକ୍ଷାତ କରି ଘଣ୍ଟାଏ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଏୟାରବେସରେ ରହିଲେ। ଯବାନଙ୍କ ସହ ପ୍ରଧାନମନ୍ତ୍ରୀ ଆଲୋଚନା କରିଛନ୍ତି। ଆଦମପୁର…

ଶ୍ରୀମନ୍ଦିର ସୁରକ୍ଷା ନେଇ ସମୀକ୍ଷା:…

ଓଏଲ୍‌ ବ୍ୟୁରୋ: ପୁରୀରେ ଜାତୀୟ ସୁରକ୍ଷା ଏଜେନସିର ସ୍ୱତନ୍ତ୍ର ଟିମ ଆଜି ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ସମୀକ୍ଷା କରିଛନ୍ତି। ଟିମ ଶ୍ରୀମନ୍ଦିର ଭିତର ଓ ବାହାରେ ସୁରକ୍ଷା ବ୍ୟବସ୍ଥାର ତନ୍ନ ତନ୍ନ କରି ଯାଞ୍ଚ କରିଛନ୍ତି। ଗତକାଲି ଏହି ଟିମ ଦେଢ଼ ଘଣ୍ଟା ଧରି ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକଙ୍କ ସହ ଆଲୋଚନା…

ଚଳଚଞ୍ଚଳ ଏକାମ୍ରକ୍ଷେତ୍ର: ଆଜିଠୁ ପ୍ରଭୁ…

ଓଏଲ୍‌ ବ୍ୟୁରୋ: ଚଳଚଂଚଳ ଏକାମ୍ରକ୍ଷେତ୍ର। ଆଜି ପ୍ରଭୁ ଲିଙ୍ଗରାଜଙ୍କର ପବିତ୍ର ଚନ୍ଦନ ଯାତ୍ରା ପର୍ବ। ଅକ୍ଷୟ ତୃତୀୟା ଠାରୁ ଏହା ଦୀର୍ଘ ୨୨ ଦିନ ପର୍ଯ୍ୟନ୍ତ ଚାଲିଥାଏ। ଅକ୍ଷୟ ତୃତୀୟା ଉତ୍କଳର ଏକ ବିଶିଷ୍ଟ କୃଷି ଭିତ୍ତିକ ପର୍ବ ସହ ଏହିଦିନ ଯେକୌଣସି ସମୟରେ ଆପଣ ଯାହା କଲେ ତାହା ଶୁଭ ମନାଯାଏ। ଏହି…

ଡ୍ରପ୍‌ଆଉଟ୍‌ ରୋକିବାକୁ ସରକାରଙ୍କ ବଡ଼…

ଓଏଲ୍‌ ବ୍ୟୁରୋ: ବର୍ତ୍ତମାନ ସମୟରେ ରାଜ୍ୟରେ ଡ୍ରପ୍‌ଆଉଟ୍ ଏକ ବଡ଼ ସମସ୍ୟା ସୃଷ୍ଟି କରିଛି। ହଜାର ହଜାର ପିଲା ଡ୍ରପ୍‌ଆଉଟ୍ ହୋଇ ରହିଛନ୍ତି, ଯେଉଁମାନଙ୍କର କୌଣସି ଖୋଜଖବର ହିଁ ନାହିଁ। ଡ୍ରପ୍‌ଆଉଟ୍‌ ରୋକିବାକୁ ରାଜ୍ୟ ସରକାର ନେଲେ ବଡ଼ ନିଷ୍ପତ୍ତି। ଆଜିଠୁ ଘରକୁ ଘର ବୁଲି ଶୂନରୁ ୧୮ ବର୍ଷର ପିଲାଙ୍କୁ…

ରାଜ୍ୟରେ ଗଠିତ ହେଲା ୪୬ଟି ସିଭିଲ୍‌ ଜଜ୍…

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ୪୬ଟି ନୂଆ ସିଭିଲ୍ ଜଜ୍ କୋର୍ଟ (ଜୁନିୟର ଡିଭିଜନ୍) ଗଠିତ ହୋଇଛି। ଏହି କୋର୍ଟ ଗୁଡିକ ହେଲା ବାଲେଶ୍ୱର ଜିଲ୍ଲାର ବାଲିଆପାଳ, ସିମୁଳିଆ, ସୋରୋ, ବାହାନଗା ଓ ଜଳେଶ୍ୱର, ସମ୍ୱଲପୁର ଜିଲ୍ଲାର ରେଙ୍ଗାଲି, ବାମରା, କୁଚିଣ୍ଡା ଓ ଜମନକିରା, ରାୟଗଡ଼ା ଜିଲ୍ଲାର ରାୟଗଡା, ପୁରୀ ଜିଲ୍ଲାର…

ଛତିଶଗଡ଼-ତେଲେଙ୍ଗାନା ସୀମାନ୍ତରେ ସର୍ଚ୍ଚ…

ଓଏଲ୍‌ ବ୍ୟୁରୋ: ପହଲଗାମରେ ଆତଙ୍କୀ ଆକ୍ରମଣ ପରେ ସାରା ଦେଶରେ ଚହଳ ପଡିଥିବାବେଳେ ଛତିଶଗଡ଼-ତେଲେଙ୍ଗାନା ସୀମାନ୍ତରେ ଏନ୍‌କାଉଣ୍ଟର୍ ହୋଇଥିବା ଜଣା ପଡିଛି। ବିଜାପୁର ଜିଲ୍ଲା କରେଗୁଟ୍ଟା ଜଙ୍ଗଲରେ ୫ ମାଓବାଦୀ ନିହତ ହୋଇଛି। ମାଓବାଦୀ ଲୁଚିଥିବା ନେଇ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଜାରି ରହିଛି।

ଜମ୍ମୁ କଶ୍ମୀର ଆତଙ୍କୀ ଆକ୍ରମଣ: ଓଡ଼ିଆ…

ଓଏଲ୍‌ ବ୍ୟୁରୋ: ଜମ୍ମୁ କଶ୍ମୀର ପହଲଗାମ ନିକଟରେ ପର୍ଯ୍ୟଟକଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ। ବର୍ତ୍ତମାନ ସୁଦ୍ଧା ସରକାରୀ ସୂଚନା ଅନୁସାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୨ ଜଣ ଆହତ ହୋଇଥିବା ସୂଚନା ରହିଛି। ଏଥିରେ ଦୁଇ ଜଣ ପର୍ଯ୍ୟଟକଙ୍କ ଅବସ୍ଥା ଗୁରୁତର ରହିଥିବା ବେଳେ ଆହତଙ୍କ ମଧ୍ୟରେ ତିନି ଜଣ…