Odisha Link
Bridging the Missing Links in Odisha
Browsing Category

ଅପରାଧ

ମହାଠକ ମୋହନଙ୍କୁ ବାନ୍ଧିଲା ଇଓଡବ୍ଲୁ,…

ଓଏଲ୍‌ ବ୍ୟୁରୋ: ମହାଠକକୁ ଧରିଲା ଇଓଡବ୍ଲୁ। ୫୦ କୋଟି ଠକେଇ ଅଭିଯୋଗରେ ଭୁବନେଶ୍ବରର ମୋହନ ପରିଡ଼ାଙ୍କୁ ବାନ୍ଧିଛି ଇଓଡବ୍ଲୁ। ୱେ ଟୁ ଆଡ୍ ଇଣ୍ଡିଆ ପ୍ରାଇଭେଟ ଲିମିଟେଡର ମାଲିକ ମୋହନ ପରିଡ଼ା ୩ ମାସରେ ଦୁଇଗୁଣା ଟଙ୍କା ଦେବାକୁ କହି ଠକେଇ କରିଛନ୍ତି। ୨୦୨୦ରୁ ୨୦୨୩ମଧ୍ୟରେ ୨ଟି ସ୍କିମ ମାଧ୍ୟମରେ ମାସକୁ…

ଲାଞ୍ଚ ନେବା ପଡ଼ିଲା ମହାଙ୍ଗା,…

ଓଏଲ୍‌ ବ୍ୟୁରୋ: ଲାଞ୍ଚ ନେବା ପଡ଼ିଲା ମହାଙ୍ଗା। ଭବାନୀପାଟଣାର ଜଣେ ପିଇଓ ଭିଜିଲାନ୍ସ ହାତରେ ଧରାପଡ଼ିଲେ। ପିଇଓ ଜଣକ ହେଉଛନ୍ତି ଥୁ. ରାମପୁର ବ୍ଲକ କାଣୀଗୁମ୍ମା ପଞ୍ଚାୟତର ପିଇଓ ସଂଜୟ ନାୟକ। କାଗଜପତ୍ର କାମ ପାଇଁ ୧୦ ହଜାର ଲାଞ୍ଚ ନେବା ବେଳେ ଧରାପଡ଼ିଲେ।

ଭିଡିଓ ଭାଇରାଲ ପରେ ମତଦାତାଙ୍କୁ…

ଓଏଲ୍‌ ବ୍ୟୁରୋ: ସାରା ଦେଶରେ ଗଣତନ୍ତ୍ରର ମହାପର୍ବ ଚାଲିଛି। ମନ ପସନ୍ଦର ନେତା ବାଛୁଛନ୍ତି ଜନତା। ଏସବୁ ମଧ୍ୟରେ ଜଣେ ମତଦାତାଙ୍କୁ ବାନ୍ଧିଛି ପୁଲିସ। ଉତ୍ତରପ୍ରଦେଶର ଏଟାରେ ଜଣେ ବ୍ୟକ୍ତି ବାରମ୍ବାର ଭୋଟ୍‌ ଦେଇଥିବା ନେଇ ଏକ ଭିଡିଓ ଭାଇରାଲ ହେବା ପରେ ପୁଲିସ ଉକ୍ତ ବ୍ୟକ୍ତିଙ୍କୁ ଗିରଫ କରିଛି। ସେପଟେ…

ଗିରଫ ହେଲେ ଅରବିନ୍ଦ କେଜ୍ରିଓ୍ବାଲଙ୍କ…

ଓଏଲ୍‌ ବ୍ୟୁରୋ: ବେଲ୍‌ରେ ଜେଲ ବାହାରକୁ ଆସିଥିବା ଦିଲ୍ଲ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ସହଯୋଗୀ ବୈଭବ କୁମାରଙ୍କୁ ବାନ୍ଧିଲା ପୁଲିସ। କେଜ୍ରିଓ୍ବାଲଙ୍କ ଦଳ ଆମ୍‌ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ସ୍ବାତୀ ମାଲିଓ୍ବାଲଙ୍କ ଅଭିଯୋଗ କ୍ରମେ ଦିଲ୍ଲୀ ପୁଲିସ ବୈଭବ କୁମାରଙ୍କୁ ଗିରଫ କରିଛି। ଦୁଇ…

ଖଲ୍ଲିକୋଟ ହିଂସାକାଣ୍ଡ ଘଟଣା; ୪ ପୁଲିସ…

ଓଏଲ୍‌ ବ୍ୟୁରୋ: ନିର୍ବାଚନକୁ ନଜରରେ ରଖି ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ଦଳ କରୁଛନ୍ତି ଜୋରଦାର ପ୍ରଚାର। ଏସବୁ ଭିତରେ ଗଂଜାମରେ ନିର୍ବାଚନୀ ହିଂସା ହୋଇଥିବା ଖବର ସାମ୍ନାକୁ ଆସିଛି। ଗଂଜାମ ଖଲ୍ଲିକୋଟ ଥାନା ଅନ୍ତର୍ଗତ ଶ୍ରୀକୃଷ୍ଣସରଣପୁର ଗାଁରେ ପୋଷ୍ଟର ମାରିବାକୁ କେନ୍ଦ୍ର କରି ବୁଧବାର…

ପ୍ରଦୀପ ପାଣିଗ୍ରାହୀଙ୍କୁ ଆକ୍ରମଣ ମାମଲା:…

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ସରିଛି ପ୍ରଥମ ପର୍ଯ୍ୟାୟ ନିର୍ବାଚନ। ହେଲେ ଛାଡ଼ି ଯାଇଛି ହିଂସାକାଣ୍ଡର ଛାପ। ଗତକାଲି ରାତିରେ ବ୍ରହ୍ମପୁରର ବିଜେପି ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କୁ ଆକ୍ରମଣ ଅଭିଯୋଗ। ବିରୋଧୀଙ୍କ ଆକ୍ରମଣରେ ଆହତ ହୋଇଥିବା ବ୍ରହ୍ମପୁର ବିଜେପି ଲୋକସଭା ପ୍ରାର୍ଥୀ ପ୍ରଦୀପ…

ଭଡ଼ା ଘରୁ ମିଳିଲା ଯୁବତୀଙ୍କ ଝୁଲନ୍ତା ମୃତ…

ଓଏଲ୍‌ ବ୍ୟୁରୋ: ରାଜଧାନୀ ଭୁବନେଶ୍ବରରେ ଯୁବତୀଙ୍କ ସନ୍ଦେହ ଜନକ ମୃତ୍ୟୁ। ଭଡ଼ା ଘରୁ ଜଣେ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ଭରତପୁର ଥାନା ଅଧିନ ଏକ ବସ୍ତିରେ ଘଟିଛି ଏଭଳି ଘଟଣା।ମୃତ ଯୁବତୀ ହେଲେ ବିଷ୍ଣୁପ୍ରିୟା ରାଉତ। ତାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ମୃତ…

ଭିଜିଲାନ୍ସ ପଞ୍ଝାରେ ସରକାରୀ ବାବୁ

ଓଏଲ୍‌ ବ୍ୟୁରୋ: ଭିଜିଲାନ୍ସ ଜାଲରେ ସରକାରୀ ଚାକିରିଆ। ୫୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଝାରସୁଗୁଡ଼ା ଆରଡବ୍ଲୁଏସ୍‌ଏସ୍‌ର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ରବୀନ୍ଦ୍ର ପାତ୍ର। ଜଣେ ଠିକାଦାରଙ୍କଠାରୁ ବିଲ୍ ପାସ୍ କରିବା ପାଇ ୫୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ…

ବହୁଚର୍ଚ୍ଚିତ ଓଡ଼ଗାଁ ଡବଲ ମର୍ଡର ମାମଲା:…

ଓଏଲ୍‌ ବ୍ୟୁରୋ: ବହୁଚର୍ଚ୍ଚିତ ୨୦୧୯ ମସିହା ଓଡ଼ଗାଁ ଡବଲ ମର୍ଡର ମାମଲାର ରାୟ ଶୁକ୍ରବାର ପ୍ରକାଶିତ ହୋଇଛି। ୨୭ଜଣ ସାକ୍ଷୀଙ୍କ ବୟାନ ଓ ପୁଲିସ ତଦନ୍ତକୁ ଭିତ୍ତି କରି ନୟାଗଡ଼ ଜିଲ୍ଲା ଓଡ଼ଗାଁ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ ଏହି ହତ୍ୟା ମାମଲାର ଶୁଣାଣି କରି ଅଭିଯୁକ୍ତକୁ ଫାଶୀ ଦଣ୍ଡାଦେଶରେ ଦଣ୍ଡିତ…

କମିଶନରେଟ୍ ପୁଲିସ ଜାଲରେ ଲୁଟେରା…

ଓଏଲ୍‌ ବ୍ୟୁରୋ: କାୟା ବିସ୍ତାର କଲେଣି ଲୁଟେରା ଗ୍ୟାଙ୍ଗ। ବର୍ତମାନ ଲୁଟେରା ମାନେ ବିଭିନ୍ନ ଉପାୟରେ ଠକେଇ କରିବାରେ ଲାଗିଛନ୍ତି। କେତେବେଳେ ଅନଲାଇନ ଲୁଟିଲେଣି ତ କେତେବେଳେ ରାସ୍ତା କଡ଼ରୁ, ଏଭଳି ଘଟଣା ଅନେକ ସମୟରେ ସାମ୍ନାକୁ ଆସୁଛି। ଏଥିରେ ଶିକାର ହେଉଥିବା ଅନେକ ବ୍ୟକ୍ତି ଥାନାରେ ମଧ୍ୟ ଏତଲା…