Odisha Link
Bridging the Missing Links in Odisha
Browsing Category

ଅପରାଧ

ମନି ଲଣ୍ଡରିଂ ମାମଲା: ଜେଲ୍ ଗଲେ ହେମନ୍ତ…

ଓଏଲ୍‌ ବ୍ୟୁରୋ: ଜମି ଦୁର୍ନୀତି ମାମଲାରେ ହେମନ୍ତ ସୋରେନଙ୍କୁ ଦୀର୍ଘ ୫ ଘଣ୍ଟାରୁ ଅଧିକ ସମୟ ଜେରା କରିବା ପରେ ଗିରଫ କରିଛି ଇଡି। ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଗତକାଲି ରାତି ୯.୩୫ ମିନିଟରେ ଗିରଫ କରିଛି ବୋଲି ଇଡି ସୂଚନା ଦେଇଛି। ଇଡି କାର୍ଯ୍ୟାଳୟରୁ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ…

ବିଲ୍‌କିସ୍‌ ବାନୋ ମାମଲା: ଆତ୍ମସମର୍ପଣ…

ଓଏଲ୍‌ ବ୍ୟୁରୋ: ବହୁ ଚର୍ଚ୍ଚିତ ବିଲ୍‌କିସ୍‌ ବାନୋ ମାମଲାରେ ସମ୍ପୃକ୍ତ ୧୧ ଦୋଷୀ ଆତ୍ମସମର୍ପଣ କରିଛନ୍ତି। ଏହି ଘଟଣାରେ ସୁପ୍ରିମକୋର୍ଟ ବଡ଼ ରାୟ ଶୁଣାଇଥିଲେ। ଦୁଷ୍କର୍ମ ମାମଲାରେ ଦୋଷୀଙ୍କୁ ସୁପ୍ରିମକୋର୍ଟରୁ ଝଟକା ଲାଗିଥିଲା। କୋର୍ଟଙ୍କ ତରଫରୁ ଦୋଷୀଙ୍କ ଦ୍ୱାରା ଦାଖଲ କରାଯାଇଥିବା ଆବେଦନର ଶୁଣାଣି…

ବହୁଚର୍ଚ୍ଚିତ ବିଲ୍‌କିସ୍‌ ବାନୋ ମାମଲା:…

ଓଏଲ୍‌ ବ୍ୟୁରୋ: ବହୁ ଚର୍ଚ୍ଚିତ ବିଲ୍‌କିସ୍‌ ବାନୋ ମାମଲାରେ ସୁପ୍ରିମକୋର୍ଟ ବଡ଼ ରାୟ ଶୁଣାଇଛନ୍ତି। ଦୁଷ୍କର୍ମ ମାମଲାରେ ଦୋଷୀଙ୍କୁ ସୁପ୍ରିମକୋର୍ଟରୁ ଝଟକା ଲାଗିଛି। କୋର୍ଟଙ୍କ ତରଫରୁ ଦୋଷୀଙ୍କ ଦ୍ୱାରା ଦାଖଲ କରାଯାଇଥିବା ଆବେଦନର ଶୁଣାଣି କରି କଡା ନିର୍ଦ୍ଦେଶ ଦେଇଛନ୍ତି। ଦୋଷୀମାନେ ଆତ୍ମସମର୍ପଣ…

ଚର୍ଚ୍ଚିତ ହୋଟେଲ ବ୍ୟବସାୟୀ ମୃତ୍ୟୁ…

ଓଏଲ୍‌ ବ୍ୟୁରୋ: ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତାର ବିଶ୍ୱଜିତ ନାୟକ ମୃତ୍ୟୁ ଘଟଣା ସାମ୍ନାକୁ ଆସିଥିଲା। ଅଭିଯୁକ୍ତ ମହିଳା କେୟାରଟେକରକୁ ଗିରଫ କଲା ପୁଲିସ। ସମ୍ପତ୍ତି ଲୋଭରୁ ହତ୍ୟା କରାଯାଇଥିବା ସନ୍ଦେହରେ ଗିରଫ କରାଯାଇଛି। ସୁଙ୍କି ପୂର୍ବରୁ ଏକ ହତ୍ୟା ମାମଲାରେ ୧୨ ବର୍ଷ ସଜା କାଟିଥିବା ସୂଚନା ରହିଛି।…

ଚର୍ଚ୍ଚିତ ହୋଟେଲ ବ୍ୟବସାୟୀ ମୃତ୍ୟୁ…

ଓଏଲ୍‌ ବ୍ୟୁରୋ: ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତାର ବିଶ୍ୱଜିତ ନାୟକ ମୃତ୍ୟୁ ଘଟଣା ସାମ୍ନାକୁ ଆସିଥିଲା। ଅଭିଯୁକ୍ତ ମହିଳା କେୟାରଟେକର ସୋନିକୁ ଗିରଫ କଲା ପୁଲିସ। ସମ୍ପତ୍ତି ଲୋଭରୁ ହତ୍ୟା କରାଯାଇଥିବା ସନ୍ଦେହରେ ଗିରଫ କରାଯାଇଛି। ସୋନି ପୂର୍ବରୁ ଏକ ହତ୍ୟା ମାମଲାରେ ୧୨ ବର୍ଷ ସଜା କାଟିଥିବା ସୂଚନା…

ଝିଅ ଚାହୁଁଥିଲେ, ଆଶା ପୂରଣ ନହେବାରୁ…

ଓଏଲ୍‌ ବ୍ୟୁରୋ: ପୁଅ ଆଶାରେ କନ୍ୟା ସନ୍ତାନକୁ ହତ୍ୟା କରିବା ଖବର ଆପଣ ଶୁଣିଥିବେ ନିଶ୍ଚୟ। ମଧ୍ୟପ୍ରଦେଶରେ କିନ୍ତୁ ଦେଖିବାକୁ ମିଳିଛି ବ୍ୟତିକ୍ରମ। ମଧ୍ୟ ପ୍ରଦେଶର ବୈତୁଲରେ ଜଣେ ବ୍ୟକ୍ତି ଝିଅକୁ ଆଶା କରି ପୁତ୍ର ସନ୍ତାନର ହତ୍ୟା କରିଛନ୍ତି। ପ୍ରଥମେ ଦୁର୍ବୁତ୍ତ ଜଣକ ପତ୍ନୀଙ୍କୁ ବାଡ଼େଇ ଲହୁ ଲୁହାଣ…

ସ୍କୁଲରେ ମଦ୍ୟପର ଉନ୍ମତ୍ତକାଣ୍ଡ; ୫…

ଓଏଲ୍‌ ବ୍ୟୁରୋ: ସ୍କୁଲ ଭିତରେ ପଶି ମଦ୍ୟପଙ୍କ ଉନ୍ମତ୍ତ କାଣ୍ଡ। ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ର ବଙ୍କେଲ ସରକାରୀ ପ୍ରାଥମିକ ସ୍କୁଲ ପରିସରରେ ଜଣେ ମଦ୍ୟପ ଆକ୍ରମଣ କରିଛନ୍ତି। ଯାହାଫଳରେ ଜଣ ଛାତ୍ର ଆହତ ହୋଇଛନ୍ତି। ବର୍ତ୍ତମାନ ଆହତ ହୋଇଥିବା ଛାତ୍ର ଟିଟିଲାଗଡ଼ ଡାକ୍ତରଖାନାରେ ଚକିତ୍ସିତ ହେଉଛନ୍ତି।…

ୱାର୍ଡେନ୍‌ଙ୍କ ଅଧାପୋଡ଼ା ମୃତଦେହ ମିଳିବା…

ଓଏଲ୍ ବ୍ୟୁରୋ: ୱାର୍ଡେନ୍‌ଙ୍କ ଅଧାପୋଡ଼ା ମୃତଦେହ ମିଳିବା ଘଟଣା ସାମ୍ନାକୁ ଆସିଥିଲା। ଏହି ଘଟଣାକୁ ନେଇ ତଦନ୍ତ ଦାବି କରାଯାଇଥିବା ବେଳେ ରାୟଗଡ଼ାରେ କ୍ରାଇମବ୍ରାଞ୍ଚ୍‌ ଟିମ୍ ପହଞ୍ଚିଲା। ଘଟଣାର ଅଧିକ ତଦନ୍ତ ପାଇଁ ରାୟଗଡ଼ାରେ ପହଞ୍ଚିଲା କ୍ରାଇମବ୍ରାଞ୍ଚ ଟିମ୍‌। ଚନ୍ଦ୍ରପୁର ମା'ଗୃହକୁ ଯାଇ ତଦନ୍ତ କରିବ…

ଅଧରାତିରେ ଭୁବନେଶ୍ବରରେ ଏନକାଉଣ୍ଟର,…

ଓଏଲ୍‌ ବ୍ୟୁରୋ: ଇଂରାଜୀ ନବବର୍ଷ ପୂର୍ବରୁ ସ୍ମାଟ ସିଟି ଭୁବନେଶ୍ବରରେ ଫୁଟିଲା ଗୁଳି। କୁଖ୍ୟାତ ଅପରାଧୀ ରଘୁ ବିଶ୍ବାଳକୁ ଏନକାଉଣ୍ଟର କରିଛି ଭୁବନେଶ୍ବର କମିଶନରେଟ୍‌ ପୁଲିସ। ପାଟ୍ରୋଲିଂ ସମୟରେ ରଘୁକୁ ପିଛା କରିଥିଲା ପୁଲିସ। ପ୍ରଥମେ ପୁଲିସ ଉପରକୁ ଗୁଳି କରିଥିଲା ରଘୁ। ପାଲଟା ଗୁଳିରେ ଅପରାଧୀ ରଘୁ…

ଦୁର୍ବୁତ୍ତଙ୍କ ଛୁରାମାଡ଼: ପୋଲସରା…

ଓଏଲ୍‌ ବ୍ୟୁରୋ: ଚାରିଆଡେ଼ ମାତିଛନ୍ତି ଦୁର୍ବୁତ୍ତ। ଦୁର୍ବୁତ୍ତଙ୍କ ଆକ୍ରମଣର ଶିକାର ହେଉଛନ୍ତି ସାଧାରଣ ଜନତା। କେତେବେଳେ ଆକ୍ରମଣ କରି କାହା ଜୀବନ ନେଲେଣି ତ ପୁଣି କେତେବେଳେ କେଉଁଠି ଲୁଟପାଟ କଲେଣି। ତେବେ ଆଜି ଘଟିଥିବା ଆଉ ଦୁଖଦଃ ଖବର ସାମ୍ନାକୁ ଆସିଛି। ଶଙ୍କୁରୁ ଓ ଏ.କରଡ଼ାବାଡ଼ି ପଞ୍ଚାୟତ…