Odisha Link
Bridging the Missing Links in Odisha

ୱାର୍ଡେନ୍‌ଙ୍କ ଅଧାପୋଡ଼ା ମୃତଦେହ ମିଳିବା ଘଟଣା: ରାୟଗଡ଼ାରେ ପହଞ୍ଚିଲା କ୍ରାଇମବ୍ରାଞ୍ଚ୍‌ ଟିମ୍

ଓଏଲ୍ ବ୍ୟୁରୋ: ୱାର୍ଡେନ୍‌ଙ୍କ ଅଧାପୋଡ଼ା ମୃତଦେହ ମିଳିବା ଘଟଣା ସାମ୍ନାକୁ ଆସିଥିଲା। ଏହି ଘଟଣାକୁ ନେଇ ତଦନ୍ତ ଦାବି କରାଯାଇଥିବା ବେଳେ ରାୟଗଡ଼ାରେ କ୍ରାଇମବ୍ରାଞ୍ଚ୍‌ ଟିମ୍ ପହଞ୍ଚିଲା। ଘଟଣାର ଅଧିକ ତଦନ୍ତ ପାଇଁ ରାୟଗଡ଼ାରେ ପହଞ୍ଚିଲା କ୍ରାଇମବ୍ରାଞ୍ଚ ଟିମ୍‌। ଚନ୍ଦ୍ରପୁର ମା’ଗୃହକୁ ଯାଇ ତଦନ୍ତ କରିବ କ୍ରାଇମବ୍ରାଞ୍ଚ୍‌। ଗତ ୨୧ରେ ହସ୍ପିଟାଲ ପରିସରରୁ ୱାର୍ଡେନଙ୍କ ମୃତଦେହ ମିଳିଥିଲା। ଯାହାକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିଲା।

ଓଏଲ୍‌ ବ୍ୟୁରୋ: ୱାର୍ଡେନ୍‌ଙ୍କ ଅଧାପୋଡ଼ା ମୃତଦେହ ମିଳିବା ଘଟଣା ସାମ୍ନାକୁ ଆସିଥିଲା। ଏହି ଘଟଣାକୁ ନେଇ ତଦନ୍ତ ଦାବି କରାଯାଇଥିବା ବେଳେ ରାୟଗଡ଼ାରେ କ୍ରାଇମବ୍ରାଞ୍ଚ୍‌ ଟିମ୍ ପହଞ୍ଚିଲା। ଘଟଣାର ଅଧିକ ତଦନ୍ତ ପାଇଁ ରାୟଗଡ଼ାରେ ପହଞ୍ଚିଲା କ୍ରାଇମବ୍ରାଞ୍ଚ ଟିମ୍‌। ଚନ୍ଦ୍ରପୁର ମା’ଗୃହକୁ ଯାଇ ତଦନ୍ତ କରିବ କ୍ରାଇମବ୍ରାଞ୍ଚ୍‌। ଗତ ୨୧ରେ ହସ୍ପିଟାଲ ପରିସରରୁ ୱାର୍ଡେନଙ୍କ ମୃତଦେହ ମିଳିଥିଲା। ଯାହାକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିଲା।

Leave A Reply

Your email address will not be published.