Odisha Link
Bridging the Missing Links in Odisha
Browsing Category

ମନୋରଂଜନ

ଓସ୍କାର ଆୱାର୍ଡ ତାଲିକାରେ ଭାରତୀୟ…

ଓଏଲ୍‌ ବ୍ୟୁରୋ : ଆସନ୍ତା ୨୦୨୩ ମାର୍ଚ୍ଚ ୧୨ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି ୯୫ତମ ଓସ୍କାର ଆୱାର୍ଡ। ଯାହାକୁ ନେଇ ଓସ୍କାର ଆୱାର୍ଡ ତାଲିକାଭୁକ୍ତ ହୋଇଥିବା ଚଳଚ୍ଚିତ୍ରର ନିର୍ମାତାମାନେ ବେଶ ଆନନ୍ଦ ଥିବା ଜଣା ପଡିଛି। ଖୁସିର କଥା ହେଉଛି ଏହି ଓସ୍କାର ପୁରସ୍କାର ପାଇଁ ଭାରତର ୪ ସିନେମା ମନୋନୀତ…

ପରଲୋକରେ ଟଲିଉଡର ଭେଟେରାନ୍‌ ଅଭିନେତା

ଓଏଲ୍‌ ବ୍ୟୁରୋ: ଟଲିଉଡ଼ ଷ୍ଟାର ଚଲପତି ରାଓଙ୍କ ପରଲୋକ। ଘରେ ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା। ଏନେଇ ପରିବାର ଲୋକେ ସୂଚନା ଦେଇଥିଲେ। ତେଲଗୁ ଫିଲ୍ମ ଜଗତରେ ସେ ଜଣେ ଜଣାଶୁଣା ନାଁ ଥିଲେ। ୬୦୦ରୁ ଅଧିକ ଫିଲ୍ମରେ ସେ ତାଙ୍କ ଅଭିନୟ ଯାଦୁ…

ଦୀପିକାଙ୍କ ଗେରୁଆ ବିକିନିକୁ ନେଇ…

ଓଏଲ୍‌ ବ୍ୟୁରୋ: ରିଲିଜ ପୂର୍ବରୁ ବହୁ ପ୍ରତିକ୍ଷିତ ଫିଲ୍ମ ପଠାନକୁ ନେଇ ଆରମ୍ଭ ହେଲା ବିବାଦ। ଫିଲ୍ମର ପ୍ରଥମ ଗୀତ ବେଶରମ୍ ରଙ୍ଗ ରିଲିଜ ହେବା ପରେ ପରେ ସୃଷ୍ଟି ହୋଇଛି ହଙ୍ଗାମା। ଫିଲ୍ମକୁ ବ୍ୟାନ୍ କରିବା ପାଇଁ ହେଊଛି ଦାବି। ମଧ୍ୟପ୍ରଦେଶର ମନ୍ତ୍ରୀ ନରୋତ୍ତମ ମିଶ୍ରା ପଠାନକୁ ନେଇ ଦେଇଛନ୍ତି ବଡ଼…

ଜାନୁଆରୀରେ ରିଲିଜ୍ ହେବ କିଙ୍ଗ ଖାନଙ୍କ…

ଓଏଲ୍ ଵ୍ୟୁରୋ : ଦମଦାର ଅଭିନୟ ସହ ରୋମାଞ୍ଚକର କାହାଣୀ ନେଇ ୨୦୨୩ରେ ବକ୍ସ ଅଫିସରେ ଧମାଲ କରିବା ଆଶାରେ ଆସୁଛି ବଲିଉଡ ଅଭିନେତା ସାହ ରୁଖ ଖାନଙ୍କ ପଠାନ୍। ଚଳଚ୍ଚିତ୍ରର ପ୍ରଥମ ପୋଷ୍ଟର ସହ ରିଲିଜ ତାରିଖ ନିଜେ କିଙ୍ଗ ଖାନ ଟ୍ୱିଟ ମାଧ୍ୟମରେ ଘୋଷଣା କରିଛନ୍ତି। ଚଳଚ୍ଚିତ୍ରଟି ୨୦୨୩ ଜାନୁଆରୀ ୨୩ରେ ରିଲିଜ…

ଆଉ ନାହାନ୍ତି ବରିଷ୍ଠ ଅଭିନେତା ବିକ୍ରମ…

ଓଏଲ୍‌ ବ୍ୟୁରୋ: ପରଲୋକରେ ମଞ୍ଚ ଓ ସିନେମା ଜଗତର ଭେଟରାନ୍‌ ଅଭିନେତା ବିକ୍ରମ ଗୋଖଲେ। ମୃତ୍ୟୁ ବେଳକୁ ତାଙ୍କୁ ୭୭ ବୟସ ହୋାଇଥିଲା।ପୁଣେର ଗୋଟିଏ ହସ୍ପିଟାଲରେ ବିକ୍ରମ ଗୋଖଲେଙ୍କ ଚିକିତ୍ସା ଚାଲିଥିଲା। ସେହିଠାରେ ହିଁ ସେ ଆଜି ମଧ୍ୟାହ୍ନରେ ପ୍ରାଣ ହରାଇଛନ୍ତି। ଅସୁସ୍ଥତା କାରଣରୁ ବେଶ କିଛି ଦିନ ହେଲା…

ବକ୍ସ ଅଫିସରେ ରେକର୍ଡ…

ଓଏଲ୍ ବ୍ୟୁରୋ: ବକ୍ସ ଅଫିସରେ ରେକର୍ଡ ଆଶାରେ ବଲିଉଡ ସିନେମା "ଭେଡିୟା"। ବରୁଣ ଧାୱନ ଓ କ୍ରିତି ସାନନଙ୍କ ଅଭିନୀତ ବଲିଉଡ ଚଳଚ୍ଚିତ୍ର ଭେଡିୟା ବକ୍ସ ଅଫିସରେ ଦମଦାର ରେକର୍ଡ କରିବାର ଆଶା କରାଯାଉଥିବାବେଳେ ଚଳଚ୍ଚିତ୍ରଟି ୨୫ତାରିଖରେ ରିଲିଜ୍ ହୋଇଛି। ରିଲିଜ୍ ହେବାର ପ୍ରଥମ ଶୋ'ରେ ଦର୍ଶକଙ୍କ ମଧ୍ୟରେ…

ହିନ୍ଦୀରେ ନିର୍ମିତ ହେବ…

ଓଏଲ୍‌ ବ୍ୟୁରୋ: ସାରା ଦେଶରେ ଓଡ଼ିଆ ଚଳଚ୍ଚିତ୍ର 'ପ୍ରତୀକ୍ଷା'କୁ ନେଇ ଚର୍ଚ୍ଚା। ୫୩ ତମ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ଭାରତୀୟ ପାନୋରାମା ବିଭାଗରେ ସ୍ଥାନ ପାଇ ଏବେ ସବୁଠି ଚର୍ଚ୍ଚାରେ। ପ୍ରେକ୍ଷାଳୟରେ ଡିସେମ୍ବର ୨ରେ ଏହି ଚଳଚ୍ଚିତ୍ର ରିଲିଜ ହେବାକୁ ଥିବା ବେଳେ ତା ପୂର୍ବରୁ ଆସିଛି ଖୁସି ଖବର।…

‘ଦମନ’ ଚଳଚ୍ଚିତ୍ରକୁ କରମୁକ୍ତ ଘୋଷଣା କଲେ…

ଓଏଲ୍‌ ବ୍ୟୁରୋ: ଓଡ଼ିଶା ସରକାରଙ୍କ ମ୍ୟାଲେରିଆ ନିରାକରଣ କାର୍ଯ୍ୟକ୍ରମ ଉପରେ ନିର୍ମିତ ଚଳଚ୍ଚିତ୍ର ଦମନର ପ୍ରଦର୍ଶନକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ପୂର୍ଣ୍ଣ ଟିକସ ମୁକ୍ତ ଘୋଷଣା କରିଛନ୍ତି। ବାସ୍ତବ ଜୀବନରେ ମାଲକାନଗିରିର ଦୁର୍ଗମ ଅଞ୍ଚଳରେ ସ୍ୱାସ୍ଥ୍ୟ ସେବା ଯୋଗାଇ ବାରେ ଜଣେ ଯୁବ ଡାକ୍ତର…

ବକ୍ସ ଅଫିସରେ ଭିଡ,ରିଲିଜ ହେଲା ଦୃଶ୍ୟମ-୨

ଓଏଲ୍ ବ୍ୟୁରୋ : ବହୁ ଚର୍ଚ୍ଚିତ ବଲିଉଡ ଅଭିନେତା ଅଜୟ ଦେବଗନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ଦୃଶ୍ୟମ-୨ ଶୁକ୍ରବାର ରିଲିଜ ହୋଇଛି। ସକାଳୁ ଏହି ଚଳଚ୍ଚିତ୍ର ଦେଖିବା ପାଇଁ ଦର୍ଶକଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା। ଦୃଶ୍ୟମ-୧ ଦେଖିବା ପରେ ଏହାର ପାର୍ଟ-୨ ଦେଖିବାପାଇଁ ଅନେକ ଫ୍ୟାନ ଅପେକ୍ଷାରେ ଥିବାବେଳେ…

ପ୍ରିୟଙ୍କା ଚୋପ୍ରାଙ୍କୁ ଲକ୍ଷ୍ନୌରେ…

ଓଏଲ୍‌ ବ୍ୟୁରୋ: ବଲିଉଡ ଜଗତର ଷ୍ଟାର ଅଭିନେତ୍ରୀ ହେଉଛନ୍ତି ପ୍ରିୟଙ୍କା ଚୋପ୍ରା। ସେ ସିନେ ପ୍ରେମୀଙ୍କ ହୃଦୟରେ ରାଜ କରନ୍ତି ଏଥିସହିତ ଅନେକ ହିଟ୍‌ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଛନ୍ତି। ସେହିପରି ତାଙ୍କୁ ଅନେକ ରିଅଲିଟି ସୋ ରେ ମଧ୍ୟ ଦେଖିବାକୁ ମିଳିଥାଏ। ଦୀର୍ଘ ୩ ବର୍ଷ ପରେ ପ୍ରିୟଙ୍କା ଚୋପ୍ରା ଭାରତ…