Odisha Link
Bridging the Missing Links in Odisha
Browsing Category

ସମାଜ

ଆନ୍ତର୍ଜାତିକ ପୁରସ୍କାର ପାଇଲା ଆର୍ଟ…

ଭୁବନେଶ୍ୱର: ଶିକ୍ଷାବିତ୍‍ ଓ ସମାଜସେବୀ ତଥା କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ନେତୃତ୍ୱରେ ୨୦୧୩ ମସିହାରୁ ଚାଲୁ ରହିଥିବା କିଟ୍‍ ଓ କିସ୍‍ ପ୍ରାୟୋଜିତ ‘ଆର୍ଟ ଅଫ୍‍ ଗିଭିଂ’ କାର୍ଯ୍ୟକ୍ରମକୁ ମିଳିଛି ଆନ୍ତର୍ଜାତିକ ସ୍ୱୀକୃତି। ଆମେରିକାର ଟେଲରିଜ୍‍ ନେଟ୍‍ୱାର୍କ ଓ ମାକ୍‍ଜନତ୍‍…

ଆଜି ପବିତ୍ର ଅକ୍ଷୟ ତୃତୀୟା, ଜାଣନ୍ତୁ…

ଭୁବନେଶ୍ୱର: ଆଜି ପବିତ୍ର ଅକ୍ଷୟ ତୃତୀୟା। ନାମକରଣ ଅନୁଯାୟୀ, ଆଜିର ଦିନରେ ମନୁଷ୍ୟ ସମାଜରେ ସୁଖ,ସମୃଦ୍ଧି ଓ ସୌଭାଗ୍ୟ ବୃଦ୍ଧି ହେଉ ଏବଂ ତାହା ଅକ୍ଷୟ ରହୁ ବୋଲି କାମନା କରାଯାଏ। ଓଡିଶାରେ ଏହି ଦିନଟିର ମାହାତ୍ମ୍ୟ ଆହୁରି ଅଧିକ। ବିଶେଷ କରି କୃଷି ପ୍ରାଧାନ୍ୟ ରାଜ୍ୟ ହୋଇଥିବାରୁ କୃଷି ଭିତ୍ତିକ…

କୋଭିଡ୍‌ ରୋଗୀକୁ ଶ୍ମଶାନ ମନା

ଭଞ୍ଜନଗର: ଯଦି କୋଭିଡ୍‌ରେ ମୃତ୍ୟୁ ହୋଇଛି ତେବେ ସେ ଶବ ଶ୍ମଶାନରେ ଦାହ ହୋଇପାରିବନାହିଁ। ଏଭଳି ନିର୍ଦ୍ଦେଶନାମା ଜାରି କରିଛନ୍ତି ଗ୍ରାମବାସୀ। ଗ୍ରାମରେ ଥିବା ସର୍ବସାଧାରଣ ଶ୍ମଶାନ ଫାଟକରେ କଣ୍ଟାଝାଟି ଦେଇ ବନ୍ଦ କରି ଦେଇଛନ୍ତି ଗ୍ରାମବାସୀ। ଜୀବନ ଥିବା ବେଳେ ଅବହେଳା ଓ ଅସୁବିଧା ଭିତରେ ଜୁଝୁଥିବା…

କରୋନା ରୋଗୀଙ୍କ ପାଇଁ ସାଜିଛନ୍ତି…

ରାଞ୍ଚି: ଦେଶରେ ଅଣାୟତ୍ତ ହେଲାଣି କରୋନା। ଦିନକୁ ଦିନ ବଢ଼ିବାରେ ଲାଗିଛି ସଂକ୍ରମଣ ହାର। ଏଭଳି ସମୟରେ କରୋନାକୁ ଡରି ନିଜର ପରିଜନମାନେ ମୁହଁ ଫେରାଇ ନେଉଥିବା ବେଳେ ଦେବଦୂତ ସାଜି ସହାୟତା ହାତ ବଢ଼ାଇଛନ୍ତି ଜଣେ ଅଟୋ ଡ୍ରାଇଭର। ମହାମାରୀ ସମୟରେ ଜରୁରୀ ସ୍ଥିତିରେ ଆମ୍ବୁଲାନ୍ସ କରୋନା ସଂକ୍ରମିଙ୍କୁ ଏବଂ…

ସାବଧାନ: ହ୍ବାଟ୍ସଆପ୍‌ରେ ପିଙ୍କ୍‌ ଓ…

ଭୁବନେଶ୍ବର: ଏବେ ସାଇବର୍‌ ଅପରାଧୀଙ୍କ ନୂଆ ମାଧ୍ୟମ ପାଲଟିଛି ହ୍ବାଟ୍ସଆପ୍। ଏକ ଲିଙ୍କ୍‌ ପଠାଇ ଆପଣଙ୍କ ଫୋନ୍‌ ହ୍ୟାକ୍‌ କରି ନେଇପାରନ୍ତି ସାଇବର୍‌ ଠକ। ଅବିକଳ ହ୍ବାଟ୍ସଆପ୍‌ର ଅଫିସିଆଲ୍‌ ଲିଙ୍କ୍‌ ପରି ଲାଗୁଥିଲେ ବି ତାହା ଉପରେ କ୍ଲିକ୍‌ କରିବା ମାନେ ଆପଣଙ୍କ ଫୋନ୍‌ ପ୍ରତି ବିପଦ ରହିଛି।…

ଧର୍ମକୁ ବଳିଲା ମାନବିକତା: ରୋଜା ଭାଙ୍ଗି…

ରାଜସ୍ଥାନ: ଧର୍ମକୁ ବଳିଲା ମାନବିକତା। ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଆମେ ସମସ୍ତେ ଭାରତୀୟ। ଏହାର ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି ରାଜସ୍ଥାନ ଉଦୟପୁରରୁ ଜଣେ ଯୁବକ। ସ୍ବାର୍ଥପର ସମାଜରେ ଆଜି ବି ବଞ୍ଚି ରହିଛି ମାନବିକତା। କରୋନା କାଳରେ ଜୀବନ ମୃତ୍ୟୁ ସହ ଲୋକମାନେ ସଙ୍ଘର୍ଷ କରୁଥିବା ବେଳେ ମଣିଷ…

ଟ୍ରାନ୍ସଜେଣ୍ଡର ଭିକାରୀଙ୍କ ପାଇଁ…

ଭୁବନେଶ୍ବର: ଓଡ଼ିଶା ସରକାରଙ୍କ ଭିନ୍ନକ୍ଷମ ବ୍ୟକ୍ତି ସାମାଜିକ ସୁରକ୍ଷା ଓ ସଶକ୍ତିକରଣ ବିଭାଗ (ଏସ୍‌ଏସ୍ଇପିଡି) ପକ୍ଷରୁ ଭୁବନେଶ୍ବରରେ ତୃତୀୟଲିଙ୍ଗ ଭିକାରୀଙ୍କ ପାଇଁ ହେବ ସ୍ବତନ୍ତ୍ର ଗୃହ। ଗତକାଲି ଏ ନେଇ ଭୁବନେଶ୍ବର ନଗର ନିଗମ(ବିଏମ୍‌ସି)ର ପ୍ରକଳ୍ପକୁ ବିଭାଗ ମଞ୍ଜୁରୀ ଦେଇଛି। ଏହି ସ୍ବତନ୍ତ୍ର…

କରୋନା: ଗୋଟିଏ ଛାତିଥରା ଛବି

ଉପର ଛବିଟି ହେଉଛି ମଧ୍ୟପ୍ରଦେଶ ରାଜଧାନୀ ଭୋପାଳ ସ୍ଥିତ ଭଗଭଦା ଶ୍ମଶାନ ଘାଟର ଆକାଶ ମାର୍ଗରୁ ନିଆଯାଇଥିବା ସ୍ଥିରଚିତ୍ର। ଗତକାଲି (ଏପ୍ରିଲ ୧୫, ଗୁରୁବାର) ସଂଧ୍ୟା ୭ଟା ୧୦ ମିନିଟରେ ଏ ଛବିଟି ଉଠାଯାଇଛି। ଏକାଥରକେ ୪୦ରୁ ଅଧିକ ଶବ ପୋଡ଼ାଯାଉଥିବାର ଏ ଚିତ୍ରରେ ଦେଖିବାକୁ ମିଳିଛି। ଆଜି ସକାଳେ ବହୁଳ…

ମୁଖ୍ୟମନ୍ତ୍ରୀଙ୍କ ୧୪ଦିନିଆ ମାସ୍କ…

କଟକ: ଜନସାଧାରଣଙ୍କ ମଧ୍ୟରେ ସଚେତନତା ବଢାଇବା ପାଇଁ ଭାତରର ପୂର୍ବ ଦିଗରେ ଅବସ୍ଥିତ ଓଡିଶାର ଏକ ପ୍ରମୁଖ କର୍ପୋରେଟ ହାଉସ ଓଡ଼ିଶା ଷ୍ଟେବେଡ୍ରସ ଲିମିଟେଡ଼(ଓଏସଏଲ) ପକ୍ଷରୁ bଏକଲକ୍ଷ ମାସ୍କ ଲୋକମାନଙ୍କ ମଧ୍ୟରେ ବାଣ୍ଟିବା ପାଇଁ ନିଷ୍ପତ୍ତି ନିଆଯାଇଛି। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ କରୋନା…

ଘୋଷଣା ହେଲା ଧର୍ମପଦ ପୁରସ୍କାର,…

ଭୁବନେଶ୍ୱର: ୫ ବର୍ଷ ପାଇଁ ଘୋଷଣା ହେଲା ଧର୍ମପଦ ପୁରସ୍କାର। ଓଡ଼ିଶା ଲଳିତ କଳା ଏକାଡେମୀ ଆନୁକୁଲ୍ୟରେ ଦିଆଯାଉଥିବା କଳ‌ା କ୍ଷେତ୍ରର ସର୍ବୋଚ୍ଚ ପୁରସ୍କାର ଧର୍ମପଦ ସମ୍ମାନ ନେଇ ନାମ ଘୋଷଣା କରାଯାଇଛି। ୨୦୧୬ ମସିହାରୁ ୨୦୨୦ ମସିହା ପର୍ଯ୍ୟନ୍ତ ୫ବର୍ଷ ପାଇଁ ଧର୍ମପଦ ପୁରଷ୍କାର ଘୋଷଣା କରିଛନ୍ତି ଓଡ଼ିଆ…