Odisha Link
Bridging the Missing Links in Odisha
Browsing Category

ସମାଜ

ମହିଳାଙ୍କୁ ରାତ୍ରି ସିଫ୍ଟ ପାଇଁ ଅନୁମତି

ଭୁବନେଶ୍ୱର: ମହିଳାଙ୍କୁ ରାତ୍ରି ସିଫ୍ଟ ପାଇଁ ଅନୁମତି। ବିଧାନସଭାରେ ପାରିତ ହୋଇଛି କାରଖାନା ସଂଶୋଧନ ବିଲ୍ ୨୦୨୦। ଏଣିକି କାରଖାନାରେ ରାତିରେ ମହିଳାମାନେ କାର୍ଯ୍ୟ କରିପାରିବେ। ଏଥିସହ ବିଧାନସଭାରେ ପାରିତ ହୋଇଛି ଇଡକୋ ସଂଶୋଧନ ବିଲ୍। ଶିଳ୍ପାଞ୍ଚଳ ଭିତ୍ତିଭୂମି ସମେତ ସାମାଜିକ ଭିତ୍ତିଭୂମି ବିକାଶକୁ…

ପାକିସ୍ତାନ ଆତଙ୍କବାଦୀ ଓ ଅସ୍ତ୍ରଶସ୍ତ୍ର…

ନୂଆଦିଲ୍ଲୀ: ଭାରତକୁ ଆତଙ୍କିତ କରି ରଖିବା ପାଇଁ ପାକିସ୍ତାନ ଅନେକ ସମୟ ଚେଷ୍ଠା କରିଥାଏ । ସେ ଅନେକ ସମୟରେ ଆତଙ୍କବାଦୀ ଓ ଅସ୍ତ୍ରଶସ୍ତ୍ର ଭାରତକୁ ମଧ୍ୟ ପଠାଇ ଥାଏ । ତେବେ ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରଭାଣେ ଆଜି ସୂଚନା ଦେଇଛନ୍ତି ପାକିସ୍ତାନ ଶୀତ ଆସିବା ପୂର୍ବରୁ ଆତଙ୍କବାଦୀ ଓ…

ଆଜି ବିଶ୍ୱ ହାତ ଧୁଆ ଦିବସ

ଭୁବନେଶ୍ୱର: ଆଜି ବିଶ୍ୱ ହାତ ଧୁଆ ଦିବସ। ୨୦୦୮ରୁ ପ୍ରତି ବର୍ଷ ଅକ୍ଟୋବର‌ ୧୫ରେ ପାଳିତ ହେଉଛି ‘ବିଶ୍ୱ ହାତ ଧୁଆ ଦିବସ’। ନିୟମିତ ସାବୁନରେ ହାତ ସଫା କଲେ ବିଭିନ୍ନ ମାରାତ୍ମକ ନିମୋନିଆ, ଡାଇରିଆ ଆଦି ହେବାର ଆଶଙ୍କା ୨୫-୫୦ ପ୍ରତିଶତ ହ୍ରାସ ପାଇଥାଏ। ଏଥିସହ କରୋନା ମହାମାରୀ କାରଣରୁ ଚଳିତ ବର୍ଷ…

୧୪ ଦିନର ଛୁଆକୁ ଧରି ଅଫିସ୍ ଆସିଲେ…

ଗାଜିଆବାଦ: ୧୪ ଦିନର ଛୁଆକୁ ଧରି ଅଫିସ୍ ଆସିଲେ ଆଇଏଏସ୍ ଅଧିକାରୀ। ମ୍ୟାଟରନିଟି ଲିଭ୍ ସତ୍ତ୍ୱେ କାମରେ ଯୋଗ ଦେଲେ ଆଇଏଏସ୍ ଅଧିକାରୀ ସୌମ୍ୟା ପାଣ୍ଡେ। ଆଇଏଏସ୍ ଅଫିସରଙ୍କ ଏଭଳି କର୍ତ୍ବ୍ୟପରାୟଣତାକୁ ଏକ ନୂଆ ଉଦାହରଣ ସୃଷ୍ଟି କରିଛି। କୋଭିଡ-୧୯ର ସଙ୍କଟ ସମୟରେ ବହୁ ପୁଲିସ୍‌ ପ୍ରଶାସନ ସ୍ୱାସ୍ଥ୍ୟକର୍ମୀ,…

ମହିଳା ସୁରକ୍ଷାକୁ ନେଇ ସବୁ ରାଜ୍ୟକୁ…

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ହାଥରସ ଗଣଦୁଷ୍କର୍ମ ମାମଲାରେ ଦେଶବ୍ୟାପି ବିରୋଧ ଜାରି ରହିଛି। ଏହି ସମୟରେ ମହିଳା ସୁରକ୍ଷାକୁ ନେଇ ବଡ଼ ପଦକ୍ଷେପ ନେଇଛନ୍ତି କେନ୍ଦ୍ର ଗୃହ ମନ୍ତ୍ରାଳୟ। ଗୃହ ମନ୍ତ୍ରାଳୟ ଆଜି ସବୁ ରାଜ୍ୟ ତଥା କେନ୍ଦ୍ର ଶାସିତ ରାଜ୍ୟର ପ୍ରଶାସନକୁ ନିର୍ଦେଶ ଦେଇଛନ୍ତି ଯେ ମହିଳାଙ୍କ…

‘ବାବା କା ଢାବା’ର ଭାଗ୍ୟ ବଦଳାଇଦେଲା…

ନୂଆଦିଲ୍ଲୀ: ବର୍ତ୍ତମାନ ଯୁଗରେ ସୋସିଆଲ ମିଡିଆର ପ୍ରଭାବ ଖୁବ୍ ଅଧିକ। ସୋସିଆଲ ମିଡିଆ ଯେ ରାତାରାତି କାହାର ଭାଗ୍ୟ ବଦଲାଇ ଦିଏ ଏହାର ଜ୍ବଳନ୍ତ ଉଦାହରଣ ହେଉଛି ‘ବାବା କା ଢାବା’। ଦିଲ୍ଲୀର ମାଲବିୟ ନଗରରେ ଜଣେ ବୃଦ୍ଧଙ୍କ ଛୋଟିଆ ଢାବା ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ୍। ଦିନ ଥିଲା ତାଙ୍କ ଢାବାରେ…

ବୃଦ୍ଧଙ୍କୁ ପିଟି ଗୋଡ ହାତ ଭାଙ୍ଗିଲା…

ପୁରୀ: ୮୩ ବର୍ଷ ବୃଦ୍ଧକୁ ପିଟି ପିଟି ଗୋଡ ହାତ ଭାଙ୍ଗିଦେଲା କଣାସ ପୁଲିସ । ଗତ ଅଗଷ୍ଟ ୧୪ତାରିଖରେ ସାଦାପୋଷାକରେ ୬ଜଣ ଆସି ନିଜକୁ ପୁଲିସ ପରିଚୟ ଦେଇଥିଲେ। ଗୋକୁଳଙ୍କ ଘରେ ପହଞ୍ଚି ତାଙ୍କ ପୁଅକୁ ନେବା ପାଇଁ କହିଥିଲେ। ପୁଅ ସେମାନଙ୍କୁ ତାଙ୍କର ପରିଚୟ ଦେଖାଇଵାକୁ କହିବାରୁ ପୁଅକୁ ନିର୍ଧୁମ ଭାବରେ…

ହ୍ୟାପିନେସ୍‌ ରିପୋର୍ଟ ୨୦୨୦: ସର୍ବନିମ୍ନ…

ଭୁବନେଶ୍ୱର: ଓଡ଼ିଶା ହେଉଛି ସହସ୍ର କୀର୍ତ୍ତିରାଜିର ଭୂମି। ଓଡ଼ିଶା କଳା, ସଂସ୍କୃତି, ଖାଦ୍ୟ, ନୃତ୍ୟ ବିଶ୍ବ ବିଦିତ ଓ ମନୋହର। ତଥାପି ଓଡ଼ିଶାବାସୀ ଖୁସି ନଥିବା ଜଣାପଡ଼ିଛି। ହ୍ୟାପିନେସ୍‌ ରିପୋର୍ଟ ୨୦୨୦ ମୁତାବକ ଓଡ଼ିଶା ସର୍ବନିମ୍ନ ତାଲିକାରେ ଅନ୍ତର୍ଭୁକ୍ତ। ହ୍ୟାପିନେସ୍‌ ତାଲିକାରେ ମିଜୋରାମ୍‌…

ଆଜି ଅନ୍ତର୍ଜାତୀୟ ବେଳାଭୂମି ସଫେଇ ଦିବସ,…

ପୁରୀ : ଆଜି ଅନ୍ତର୍ଜାତୀୟ ବେଳାଭୂମି ସଫେଇ ଦିବସ। ପ୍ରତିବର୍ଷ ସେପ୍ଟେମ୍ବର ମାସ ତୃତୀୟ ଶନିବାର ଦିନ ଅନ୍ତର୍ଜାତିୟ ବେଳାଭୂମି ସଫେଇ ଦିବସ ପାଳନ ହୁଏ । ଏହି ଅବସରରେ ପୁରୀ ବେଳା ଭୂମିରେ ବିଶ୍ୱ ପ୍ରସିଦ୍ଧ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ‘କିପ୍ ମି କ୍ଲିନ୍‌’ ବାର୍ତ୍ତା ଦେଇ ସମୁଦ୍ର…

ଗହ୍ମା ପୂର୍ଣ୍ଣିମାରେ ଗୋ-ସେବା କଲେ…

ନୟାଗଡ଼: ସ୍ଥାନୀୟ ବିଧାୟକ ତଥା ରାଜ୍ୟର କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଆଜି ଗହ୍ମା ପୂର୍ଣ୍ଣିମା ଅବସରରେ ଗୋ-ସେବା କରିଛନ୍ତି। ଗତବର୍ଷ ଏହି ଦିନରେ ସ୍ଥାନୀୟ ଚାଷକୂଳଙ୍କ ଉପସ୍ଥିତିରେ ଗହ୍ମା ପୂର୍ଣ୍ଣିମା ପାଳିତ ହୋଇଥିବା ବେଳେ ଏ ବର୍ଷ କୋଭିଡ୍‌ କଟକଣା କାରଣରୁ ଏହା ସାଙ୍କେତିକ…